/odishatv-khabar/media/post_attachments/uploadimage/library/16_9/16_9_0/Women_IIC_1698491321.jpg)
Women IIC
ମୟୂରଭଞ୍ଜ ବିଷୋଇ ଥାନାରେ ଅଭାବନୀୟ ଘଟଣା । ମହିଳା IIC ମିନି ଭୋଇଙ୍କୁ ବ୍ଲେଡରେ ଆକ୍ରମଣ ହୋଇଛି। ଆଇଆଇସି ଏକୁଟିଆ ଥିବା ବେଳେ ଜଣେ ଅଭିଯୁକ୍ତ ଆଇଆଇସିଙ୍କ ହାତ ଓ ବେକକୁ ବ୍ଲେଡରେ କାଟି ଦେଇଛି। ଏଥିରେ ଥାନା ଅଧିକାରୀ ଆହତ ହୋଇଛନ୍ତି। ଅଭିଯୁକ୍ତ ଜଣକ ଏକ ଚୋରି ଘଟଣାରେ ସଂପୃକ୍ତ ଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ କେଉଁ କାରଣ ପାଇଁ ମହିଳା ଆଇଆଇସିଙ୍କୁ ଆକ୍ରମଣ କରିଛି ତାହା ଜଣାପଡ଼ିନି। ସେପଟେ ଘଟଣାର ତଦନ୍ତ କରାଯାଉଥିବା ମୟୂରଭଞ୍ଜ ଏସପି ବି ଗଙ୍ଗାଧର କହିଛନ୍ତି।
Advertisment
#ବାରିପଦା:
-ବିଷୋଇ ଥାନା ମହିଳା IICଙ୍କୁ ବ୍ଲେଡରେ ଆକ୍ରମଣ
-ଥାନାରେ ଆକ୍ରମଣ କଲା ମନ୍ଦିର ହୁଣ୍ଡି ଚୋରି ଘଟଣାର ଅଭିଯୁକ୍ତ
-ଆଇଆଇସି ଏକୁଟିଆ ଥିବାବେଳେ ହାତ, ବେକରେ ବ୍ଲେଡ୍ ଚୋଟ
-ବ୍ଲେଡ୍ ଆକ୍ରମଣରେ ମହିଳା ଆଇଆଇସି ମିନି ଭୋଇ ଆହତ
-ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ, ଆକ୍ରମଣର କାରଣ ଅସ୍ପଷ୍ଟ#Baripada#IICAttacked#OTVpic.twitter.com/zoPYR53pKt— ଓଟିଭି (@otvkhabar) October 28, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)