/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698467376.jpg)
Today Panchang
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର ଚନ୍ଦ୍ର- ମୀନ ପ୍ରାତଃ ୦୭.୩୧ ଗତେ ମେଷ ତିଥି – ପୂର୍ଣ୍ଣିମା ରାତ୍ରି ୦୧.୫୩ ଗତେ ପ୍ରତିପଦ ଘାତ ଚନ୍ଦ୍ର- ଧନୁ ରାଶିର, ପ୍ରାତଃ ୦୭.୩୧ ଗତେ ମେଷ ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ ପାଦ - କୃଷିହାନି – ଭୂମି ଦାନ
Advertisment
ଶୁଭ ସମୟ...
ପ୍ରାତଃ – ୦୭.୨୦ ରୁ ୦୮.୩୯
ଦିବା – ୧୧.୫୩ ରୁ ୧୨.୫୫
ଦିବା – ୦୨.୨୦ ରୁ ୦୨.୫୪
ଦିବା – ୦୩.୪୦ ରୁ ୦୩.୪୬
ରାତ୍ରି – ୦୨.୨୭ ରୁ ୦୩.୧୮
ଅଶୁଭ ସମୟ...
ରାହୁକାଳ – ଦିବା ୦୮.୩୯ ରୁ ୧୦.୦୫
କାଳବେଳା – ପ୍ରାତଃ ୦୫.୪୯ ରୁ ୦୭.୧୪ ଓ ଦିବା ୦୩.୪୬ ରୁ ୦୫.୧୧
ବାରବେଳା – ଦିବା ୧୨.୫୫ ରୁ ୦୨.୨୦
କାଳରାତ୍ରି – ସନ୍ଧ୍ୟା ୦୫.୧୧ ରୁ ୦୬.୪୬ ଓ ରାତ୍ରି ୦୪.୧୫ ରୁ ୦୫.୪୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)