ସଂକ୍ଷେପରେ ଆଜିର ତାଜା ଖବର - Friday, 20 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେନ୍ଦୁଝରରେ ମୃତ୍ୟୁର ତାଣ୍ଡବ; ୨ ମାସରେ ଗଲାଣି ୧୧ ଜୀବନ

କେନ୍ଦୁଝର ଜନ୍ତାରୀ ଗାଁ ଜୁଆଙ୍ଗ ବସ୍ତିରେ ମୃତ୍ୟୁର ତାଣ୍ଡବ । ଦେଢ଼ ଦୁଇ ମାସ ଭିତରେ ଅଜଣା ରୋଗ ନେଲାଣି ୧୧ ଜୀବନ । More

କୋର୍ଟଙ୍କ ପରେ ଗଜପତି ବି ହଁ କଲେ; ହେଲେ ରତ୍ନଭଣ୍ତାରକୁ ନେଇ ମୁହଁ ଖୋଲୁନି ସରକାର

ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେ ରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ। More

ମହୁଆ ମୈତ୍ରଙ୍କ ସହ ସାଂସଦ ପିନାକୀଙ୍କ ଅଛି କି ସଂପର୍କ ?

ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି। ଏହାକୁ ନେଇ ପିନାକୀଙ୍କ ଉପରେ ବର୍ଷିଛି ବିଜେପି। More

ଆଜି ମାନିଲୁ, ୨୬କୁ ଅପେକ୍ଷା କଲୁ; ୩୧ ଯାଏଁ ଗଡ଼ିବ ବସ୍‌

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । More

ପୂଜାରେ ଲୋକଙ୍କ ଘର ଉପରେ ନିଘା ରଖିବ ପୋଲିସ

ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ । More

ସରକାରଙ୍କ ଜିଦ୍‌ ଆଗରେ ବଳିପଡ଼ିଲେ ଯାତ୍ରୀ; ଦଶହରା ଛୁଟିରେ ଘର ମନା !

ଅପେକ୍ଷାର ଅନ୍ତ କେବେ ହେବ, କାହାକୁ ଜଣାନାହିଁ । ଦିନ ଯାଇ ସଞ୍ଜ ହୋଇଯାଉଛି ପଛକେ ଏ ସମସ୍ୟାର ସମାଧାନ କେବେ କାହା ପାଖରେ ଉତ୍ତର ହିଁ ନାହିଁ । More

Vastu Tips: ବାସ୍ତୁରେ ଦ୍ୱାରବେଧ ଥିଲେ ପିଲାମାନେ ଅନେକ ସମସ୍ୟାର ସମ୍ମୁଖିନ ହୁଅନ୍ତି; ଜାଣନ୍ତୁ ପ୍ରତିକାର

ବାସ୍ତୁବିଦ୍ୟାର ଅନ୍ତର୍ଗତ ଏକ ମୁଖ୍ୟ ବିଷୟ ହେଉଛି ‘ଦ୍ୱାରବେଧ’। କ’ଣ ଏହି ‘ଦ୍ୱାରବେଧ’ ଏବଂ କ’ଣ ରହିଛି ଏହାର ପ୍ରଭାବ। ‘ଦ୍ୱାରବେଧ’ ରହିଲେ କ’ଣ ହୁଏ କ୍ଷତି ଓ କିପରି କରିହେବ ପ୍ରତିକାର ଆସନ୍ତୁ ଜାଣିବା। More

୨୮ ବର୍ଷର କାମକୁ ୮ ଦିନରେ କଲା ଓଟିଭି; ବୈରାଗୀଙ୍କୁ ମିଳିଲା ନୂଆ ଆଲବମ୍‌

ପୁଚୁକି ଗାଲି ଫେମ୍ ବୈରାଗୀଙ୍କୁ ମିଳିଲା କାମ । ଏକ ନୂଆ ଆଲବମରେ ନଜର ଆସିଛନ୍ତି ବୈରାଗୀ । More

କୃଷକଙ୍କ ପାଇଁ କ୍ଲିନିକ, ଆରମ୍ଭ କଲେ ରାମଚନ୍ଦାନୀ

ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରାମ ଚନ୍ଦାନୀ ବର୍ତ୍ତମାନ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି । ନିକଟରେ ପାରାକ୍ୟୁଇଟ କୀଟନାଶକ ଆନ୍ଦୋଳନ ପରେ ଚାଷୀଙ୍କର ଅନୁରୋଧ କ୍ରମେ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି ଡାକ୍ତର ରାମ ଚନ୍ଦାନୀ । More

ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା

ଏନେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଆପ୍ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ ଜରିଆରେ ଏହି ସୁବିଧା ପାଇ ପାରିବେ ରୋଗୀ ଓ ତାଙ୍କ ସମ୍ପର୍କୀୟ । More

ପିନାକୀଙ୍କ ସହ ଭଲ ସମ୍ପର୍କ ଜାଣି ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ, ହେଲେ କିଏ ? ପଢନ୍ତୁ ଜାଣିବେ

ବିଜେପି ସାଂସଦ ନିଶିକାନ୍ତ ଦୁବେ ନିକଟରେ ଅଭିଯୋଗ କରିଥିଲେ ଯେ, ମହୁଆ ମଇତ୍ରୋ ଏବଂ ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ଲାଞ୍ଚ କାରବାର ହୋଇଛି। ଏହା ପରେ ହୀରାନନ୍ଦାନୀ ଏହି ସତ୍ୟପାଠ ସଂସଦର ଆଚାର ସମିତି ନିକଟରେ ଉପସ୍ଥାପନ କରିଛନ୍ତି।   More

ଦାସକାଠିଆର ଦୁଃଖ

ପୁଅ ବୋହୁ ଘରୁ ବାହାର କରି ଦେଇଛନ୍ତି । ଜୀବନରୁ ଆଉ ମୋହ ନାହିଁ । ଆଗରେ କେହି ନାହିଁ କି ପଛରେ କେହି ନାହିଁ । ତଥାପି ସେ ହାରି ନାହାନ୍ତି, ବଞ୍ଚିବାକୁ ଲଢ଼ୁଛନ୍ତି । ଆଉ ନିଜ ଲଢ଼େଇରେ ଅସ୍ତ୍ର ସାଜିଛି ଦୁଇ ଖଣ୍ତ କାଠି । More

ମହୁଆ ମୋଇତ୍ର ଓ ପିନାକୀଙ୍କ ମଧ୍ୟରେ ସମ୍ପର୍କ କ’ଣ?’ ଫଟୋ ଦେଖାଇ ବର୍ଷିଲା ବିଜେପି

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲା, ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କଲା ବିଜେପି...ପିନାକୀ ମିଶ୍ରଙ୍କୁ ବହିଷ୍କାର ଦାବି... More

କେନ୍ଦ୍ର ପରେ ରାଜ୍ୟ ସରକାର ବଢ଼ାଇଲେ ମହଙ୍ଗା ଭତ୍ତା

ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଥିଲେ । More

ସମୟ ବିତୁଛି, ସମସ୍ୟା ବଢ଼ୁଛି : ଘରୋଇ ବସ୍ ବନ୍ଦ, ଦାୟୀ କିଏ?

ସାରା ରାଜ୍ୟରେ ହଇରାଣ ହେଉଛନ୍ତି ଯାତ୍ରୀ …ଏତେ ବଡ଼ ଅବ୍ୟବସ୍ଥା ପାଇଁ ଦାୟୀ କିଏ ? ଲୋକେ ପାର୍ବଣ ବେଳେ କାହିଁକି ହଇରାଣ ହେବେ ? More

ମୁତ୍ୟାଲୁମାଙ୍କୁ ଯିଏ ଯାହା ମାଗିଛି ମିଳିଛି, କାହାକୁ ନିରାଶ କରି ନାହାନ୍ତି ମାଆ

ମାଆ ଦୁର୍ଗା ଆଗମନ ହୋଇଥିବାରୁ ମାଆ ମୁତ୍ୟାଲୁମାଙ୍କ ଡାହାଣ ପାର୍ଶ୍ଵରେ ଦୁର୍ଗାଙ୍କ ପଞ୍ଚମୁଖୀ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । ପ୍ରତିଦିନ ମାଙ୍କ ନିକଟରେ ୧୧ ପ୍ରକାର ଭୋଗ ଲାଗି ହୁଏ। More

ବସ୍ ଧର୍ମଘଟ ନିଷ୍ପତ୍ତିରେ ଫାଟ ! ବସ୍ ମାଲିକ ସଂଘର ଧର୍ମଘଟକୁ ବାଲେଶ୍ୱର ସଂଘର ବିରୋଧ

ବିରୋଧ କଲେ ବାଲେଶ୍ୱର ଜିଲ୍ଲା ବସ୍ ମାଲିକ ସଂଘ ସଭାପତି...ଆଜି ବସ୍ ଚଳାଇବାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା More

Today Panchang 20th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ରାତ୍ରି ୧୧.୨୫ ଗତେ ୧ ପାଦ ପଶୁସମ୍ପଦ ନାଶ-ଅନ୍ନ ଦାନ । More

ଆଜିଠୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ,ସରକାରଙ୍କ ଆଲୋଚନା ପରେ ବି ମିଳିଲାନି ଲିଖିତ ପ୍ରତିଶ୍ରୁତି

ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ .....ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଧର୍ମଘଟ More

ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବଡ଼ ପ୍ରତିକ୍ରିୟା; ‘ଆସନ୍ତା ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ’

ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ବିଜେପି ଟିମ୍‌ ଭେଟିବା ପରେ ଗଜପତି ମହାରାଜାଙ୍କ ସୂଚନା..ସେ କହିଛନ୍ତି, ୨୦୨୪ ରଥଯାତ୍ରା ସମୟରେ ମରାମତି ସମ୍ପର୍କିତ କାର୍ଯ୍ୟ ପ୍ରସ୍ତାବ ଦିଆଯିବ..ଏଥିପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ More

ଏଥର ଜମିବ ଦଶହରା; ଚାନ୍ଦି ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକରେ ଚମକିବ ଟ୍ୱିନ୍‌ସିଟି

ମେଢ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟୁଇନସିଟିର ପୂଜା ମଣ୍ଡପ । More

ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା; କିସ୍ତି ଦେବେ ନା ପେଟ୍ରୋଲ ଭରିବେ ?

SHGଙ୍କୁ ସ୍କୁଟର ଦେଇ ତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡ଼ା ନଦି ଦେଲେ କି ସରକାର ? କାହିଁକି ନା ସେମାନଙ୍କୁ ପ୍ରଥମେ ଇଲେକ୍ଟ୍ରି ସ୍କୁଟର ଦେବେ ବୋଲି ବଜେଟରେ ବ୍ୟୟ ବରାଦ କଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବଦଳିଗଲା ବଜେଟ ନିଷ୍ପତ୍ତି। ଇଭି ବଦଳରେ ଧରେଇଦେଲେ ପେଟ୍ରୋଲ ସ୍କୁଟର । ଏବେ କିସ୍ତିକୁ କିସ୍ତି ପୁଣି ପେଟ୍ରୋଲ ଖର୍ଚ୍ଚ । More

ଟୋଲ ପ୍ଲାଜାରେ ଗୁଳି ଫୁଟେଇଲେ, ଧାନ ଗହିରରୁ ଧରାପଡ଼ିଲେ

ଭୁବନେଶ୍ୱର-ପୁରୀ ରାସ୍ତାର ପିପିଲି ଟୋଲ ପ୍ଲାଜାରେ ବ୍ଲାଙ୍କ ଫାଏରିଂ, ହାଇଡ୍ରାମା । ଏଇ ଘଟଣାରେ ପୋଲିସ୍ ଫିଲ୍ମି ଷ୍ଟାଇଲରେ ଦୁର୍ବୃତ୍ତଙ୍କୁ ପିଛା କରି ଏପର୍ଯ୍ୟନ୍ତ ୪ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବେଳେ ଏବେ ବି ୨ ଜଣ ଦୁର୍ବୃତ୍ତ ଫେରାର ଅଛି । More

ଥିଲେ ମୁଖ୍ୟମନ୍ତ୍ରୀ, ହେଲେ ରାଜ୍ୟପାଳ; ନିର୍ବାଚନ ଚ୍ୟାଲେଞ୍ଜ ଟେନସନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ନେଇ କାମ କରୁଛନ୍ତି। ତେଣୁ ସଂଘୀୟ ବ୍ୟବସ୍ଥା ଅନୁସାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମନ୍ୱୟ ରଖି କାମ କରିବେ ବୋଲି କହିଛନ୍ତି ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। More