ସଂକ୍ଷେପରେ ଆଜିର ତାଜା ଖବର - Thursday, 21 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସୌମ୍ୟଙ୍କୁ ବିଦା କରିବା ପରେ ଦଳରେ ପଡ଼ିବ କି ପ୍ରଭାବ..?

ଫାଇଭ୍ ଟି ସଚିବ ବିରୋଧୀ ସ୍ୱର ଚପିବ ନା ଆଗକୁ ଯିବ ? ଆଗରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ପଛାଉଥିଲା ଦଳ? More

ବିଜେଡିରେ ହଲଚଲ ! ସୌମ୍ୟଙ୍କୁ ବିଦା କରିବାକୁ ସାମ୍ନାକୁ ଆସିଲେ, ନା ପୁରୁଣା ଫର୍ମକୁ ଫେରିଲେ ନବୀନ..?

ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ସୁଧାଂଶୁ ପରିଡ଼ା ବି ବିଦା । ବହୁଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସି ଘୋଷଣା କଲେ ସୁପ୍ରିମୋ । More

ବିଜେଡି ଖେଳିଲା ମହିଳା କାର୍ଡ; ବାଚସ୍ପତି ହେବେ ପ୍ରମିଳା

ବିଧାନସଭାରେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ ।ବିଧାନସଭା ସଚିବଙ୍କ ପ୍ରକୋଷ୍ଠକୁ ଯାଇ ପୂରା ଟିମ୍ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଞ୍ଝାରପୁରର ଏହି ବରିଷ୍ଠ ବିଧାୟିକା ।ନାମାଙ୍କନରେ ପ୍ରମିଳାଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ଓ ସମର୍ଥକ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ । More

ଗାଈ ଗୋଡେଇଲେ ଗାଡିରେ ଯିବେ...ହେଲେ କାହିଁକି ?

ଏଇଟା ରାସ୍ତା ନୁହେଁ ଗୋ-ଶାଳା । ସକାଳୁ ସଂଜ ବୁଲା ଗାଈଙ୍କ କବଜାରେ ଢେଙ୍କାନାଳ ମେଡିକାଲ ରାସ୍ତା । ସ୍ଥିତି ଏମିତି ହେଲାଣି ଯେ ଆମ୍ବୁଲାନ୍ସରୁ ହେଲପର ବାହାରି ଗାଈ ସାଇଡ୍‌ କଲେ ଗାଡି ଆଗକୁ ବଢୁଛି More

ଗୁମର ଖୋଲିଲେ ନେତା : ‘ବିନା ଲାଂଚରେ ପତ୍ର ହଲୁନି’

ବିରୋଧୀ ନୁହେଁ ଶାସକ ଦଳ ନେତା ଖୋଲିଦେଲେ ତହସିଲ ଅଫିସ୍‌ର ଗୁମର । ସିଧାସିଧା କହିଲେ ତଳିଆଠୁ ଉପର...ବିନା ଲାଞ୍ଚିରେ ଅଫିସ୍‌ରେ ହଲୁନି ପତ୍ର । ଆଉ ତହସିଲଦାର କହୁଛନ୍ତି ତୁମ କ୍ୟାମେରାକୁ ମୋର ବିଶ୍ୱାସ ନାହିଁ, ସିସିଟିଭି ଦେଖି... More

ଆଶ୍ଚର୍ଯ୍ୟ !! ଗାଁରେ ଖଟ ବୁଲିଲେ ଭଲ ହେବ କୁନି ଝିଅ ?

ଝିଅର ଦେହ ଖରାପ, ବାରମ୍ବାର ମେଡିକାଲ ଯିବା ପରେ ବି ଭଲ ହେଲାନି । ଗୁଣିଆର ଆଶ୍ରା ନେଲେ ପରିବାର ଲୋକେ । ବାଜା ବଜାଇ ବୁଲାଇଲେ ଖଟ...ହେଲେ ପୋଲିସ ପହଞ୍ଚି... More

ଦୁଃଖ ବୁଝିଲେନି...ଲଲିପପ୍‌ ଧରାଇ ଦେଲେ ସରକାର

ପାନ ଚାଷୀଙ୍କ ଦୁଃଖ କାହାଣୀ । ବାରମ୍ବାର ଦାବି କରିବା ପରେ ବି ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ଋଣ ଦେବା ନାଁରେ ଲଲିପପ୍‌ ଦିଆଯିବା ପରି ଆଣିଲେ ସାଙ୍ଘାତିକ ଅଭିଯୋଗ More

ସବ୍‌ସିଡି ସ୍କାମ୍‌ ମାମଲାରେ ସୁଧାଂଶୁ ବିଦା: ବିଜେଡି

ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ସରକାରୀ ସବସିଡି ଟଙ୍କା ହଡ଼ପ ଅଭିଯୋଗରେ ଦଳରୁ ବହିଷ୍କାର କରିଛି ବିଜେଡି । More

ଡାକବଙ୍ଗଳା ନୁହେଁ ଭୂତ ଖାନା !

ଦିନେ ଏଇ ଡାକବଙ୍ଗଳାରେ ରହିବା ବାବୁଙ୍କ ସ୍ନପ୍ନ ଥିଲା । ଛୁଟି ହେବା ମାତ୍ରେ ପୁରା ପରିବାର ସହ ଦୌଡୁଥିଲେ ଏଠାରେ ରହିବାକୁ । ହେଲେ ଏବେ ଏଠାକୁ ଆସିବାକୁ କେହି ରାଜି ହେଉନାହାନ୍ତି । ମଦୁଆ ଘଅ କଲେଣି ଡାକବଙ୍ଗଳାରେ More

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ଫୋନ୍ କଲ୍ ଯୋଗେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦିଆଯାଇଛି । More

‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର: ବିଜେଡି

‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । More

ସୁଦାମଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । More

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ

ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ । More

Scrub Typhus :ସୁନ୍ଦରଗଡ଼ରେ ଦୁଇ ଶହ ଟପିଲା ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା

ଆଉ ୬ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୨୦୬ More

ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ୍‌ ଜାରି କଲା ବିଜେଡି

ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍‌ More

ବାସି ଭୋଗ ଖାଇବା ହେଲା କାଳ, ୫୫ରୁ ଅଧିକ ଲୋକ ଗୁରୁତର

ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା More

Today Panchang 21st September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ, ଗୁରୁବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ..ସେଞ୍ଚୁରୀ ପାର୍କରୁ ମିଳିଲା ସୁସ୍ମିତା ମିଂଜଙ୍କ ମୃତଦେହ More

ବାଚସ୍ପତି ପଦ ଲାଗି ଆଜି ନାମାଙ୍କନ ଭରିବେ ପ୍ରମିଳା ମଲ୍ଲିକ

ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି..ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ More

ଆସନ୍ତା ୨୪ରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌। More

ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ... ଆସନ୍ତାକାଲି ସାମାନ୍ୟ କମିବ ବର୍ଷାର ପରିମାଣ More

ଏମିତି ଡାକ୍ତର ଥିଲେ ରୋଗୀର ହେବନି କିଛି !

ଏମିତି ଡାକ୍ତର ଥିଲେ ରୋଗୀଙ୍କର ହେବନି କୌଣସି ଅସୁବିଧା । ବିଷ ଖାଇ ଜଣେ ମେଡିକାଲରେ ପହଞ୍ଚିଲେ...ସାଙ୍ଗରେ ମହିଳାମାନେ ଥିବାରୁ ଟେକିକି ନେବାରେ ଅସୁବିଧା ଥିଲା । ଦୌଡି ଆସିଲେ ଡାକ୍ତର, ନିଜେ ଟେକି ନେଇ ଚିକିତ୍ସା କଲେ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ More

ଜାଣିଥିବ କି ନାହିଁ !! ଏକା ସାଙ୍ଗରେ ବାପା-ମାଆଙ୍କ ମୁହଁରେ ନିଆଁ ଦେଲା କୁନି ପୁଅ

ଏ ବୟସରେ ଇଏ ସ୍ୱପ୍ନରେ ଭାବିନଥିବେ କି ବାପା-ମାଆଙ୍କ ମୁହଁରେ ଏକା ସାଙ୍ଗରେ ନିଆଁ ଦେବେ ବୋଲି । ବାପାଙ୍କୁ ଭଲ କରିବାକୁ ମେଡିକାଲ ନେଇଥିଲେ । ହେଲେ ଆମ୍ବୁଲାନ୍ସ ସହ ଧକ୍କା ହେଲା ଗାଡି...ଘଟଣା ସ୍ଥଳରେ ବାପା-ମାଆଙ୍କ ସହ ଆଉ ୨ ଜଣଙ୍କର ବି ଜୀବନ ଗଲା । ଆଉ ଘରେ ଯେବେ ଶବ ପହଞ୍ଚିଲା ନିଷ୍ପାପ ଶିଶୁର ବୁକୁଫଟା କାନ୍ଦରେ ସ୍ତବ୍ଧ ହୋଇଯାଇଥିଲା ପୂରା ଗାଁ । ରାମ ରାମ ସତ୍ୟ ହେ ଡାକକୁ, କାନ୍ଦବୋବାଳିର ଚିତ୍କାରର ଦୃଶ୍ୟ ଥିଲା ବେଶ ହୃଦୟ ବିଦାରକ More

ନୂଆଁ ଧାନ୍ କେ ନୂଆ ମନ୍; ଗଣପର୍ବ ନୂଆଁଖାଇରେ ଝୁମିଛି ପଶ୍ଚିମ ଓଡ଼ିଶା

କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ । ଏକତା ଓ ଭାଇଚାରାର ଉତ୍କୃଷ୍ଟ ନିଦର୍ଶନ ଭିତରେ ଭେଦଭାବ ଓ ମନୋମାଳିନ୍ୟ ଭୂଲି ଏକାଠି ହୋଇଛନ୍ତି ପରିବାର, ବଂଶ ଓ ବୁନିଆଦ । More

ଷଡ଼ଯନ୍ତ୍ର ବନାମ ଚକ୍ରାନ୍ତ; ଶ୍ରୀକାନ୍ତଙ୍କ ଏତଲା ପରେ ବର୍ଷିଲେ ସଂଯୁକ୍ତା

ତେଜିଲା ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଓ ପୂର୍ବତନ ଶ୍ରମମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଳି। ସୋସିଆଲ ମିଡିଆ ଚାଟିଂରୁ ତାଙ୍କୁ ଓ ତାଙ୍କ ଝିଅଙ୍କ ବିରୋଧରେ ସଂଯୁକ୍ତା ମହଲା ଓ ଅନ୍ୟ ଜଣେ ହତ୍ୟା ଷଡ଼ଯନ୍ତ୍ର ରଚୁଥିବା ନେଇ ବିଧାୟକ ଶ୍ରୀକାନ୍ତ ଥାନାର ଦ୍ୱାରସ୍ଥ ହେବା ପରେ ଦୁହିଁଙ୍କ ଭିତରେ ବିବାଦ ଚରମରେ ପହଞ୍ଚିଛି। More

ଦିଲ୍ଲୀରୁ ପଲ୍ଲୀ...ଗୁହାରି କରି କରି ହାଲିଆ, ଦୁଃଖ ନଶୁଣିଲେ କେହି

ଖଣ୍ଡେ ରାସ୍ତା, ଟୋପେ ପାଣି ଆଉ ଟିକିଏ ବିଜୁଳି ପାଇଁ ବାବୁଙ୍କୁ ଗୁହାରି କରି କରି ଥକିଗଲେଣି । ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ମୌଳିକ ସୁବିଧାରୁ ଏବେ ବି ବଂଚିତ ଏମାନେ...ଆଉ କେବେ ଶୁଣିବେ ସରକାର? More