ସଂକ୍ଷେପରେ ଆଜିର ତାଜା ଖବର - Monday, 11 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦାଦାବଟିକୁ ନେଇ ବାଲେଶ୍ୱରରେ ଗୁଳିମାଡ଼

ପୂର୍ବଶତୃତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। More

୩ ଅସହାୟଙ୍କ କାହାଣୀ ! ପର କରିଦେଲା ପରିବାର, ଆପଣାଇ ନେଲେ, ମେଡିକାଲ କର୍ମଚାରୀ..

ବ୍ରହ୍ମପୁର ବଡ଼ ମେଡିକାଲରେ ଜରା ବ୍ୟାଧିରେ ସଢୁଛନ୍ତି ୩ ଅସହାୟ । ପିଲା ଛୁଆ ଏମାନଙ୍କୁ ପର କରିଦେଲେ । More

ଶାଗମାଛ ଦରରେ ବିକ୍ରି ହେଉଛି ଘଟଗାଁ ମା’ ତାରିଣୀଙ୍କ ନଡ଼ିଆ, ତଥାପି କେହି କିଣୁ ନାହାନ୍ତି..!

ଟେଣ୍ଡର ସତ୍ତ୍ୱେ ବ୍ୟବସାୟୀ କିଣିବାକୁ ଆସୁନାହାନ୍ତି । ଗୋଦାମରେ ପଡ଼ିଛି ୧୧ ଲକ୍ଷରୁ ଅଧିକ ନୈବେଦ୍ୟ । More

ପ୍ରାଥମିକ ଶିକ୍ଷାର ବିଚିତ୍ର ଗତି ! ହକ୍ ପାଇଁ ଧାରଣାରେ ଶିକ୍ଷକ, ସ୍କୁଲରେ ତାଲା

୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ସରକାରଙ୍କ ବିଜ୍ଞାପନ । More

୨୪ ଲଢ଼େଇ ପାଇଁ ଗ୍ରାଉଣ୍ଡ ୱାର୍କ, BJD କୁ ଘାରିଛି ଗୋଷ୍ଠୀ କନ୍ଦଳ-ଟିକଟ୍ ଟେନସନ୍ !

ମୁକୁଳିବାକୁ ଶଙ୍ଖ ଭବନରେ ବିଜେଡିର ମେଗା ଟ୍ରେନିଂ । ପ୍ରତି ଦୁଇ ଲୋକସଭା କ୍ଷେତ୍ରରେ ବିଜେପି ଖୋଲିବ କଲ୍ ସେଣ୍ଟର । More

ନବୀନଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ଜିଲ୍ଲାପାଳ-SP, ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

୫ ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ହୋଇନି ବଦଳି । କେନ୍ଦୁଝର ଜିଲ୍ଲାପାଳ ବି ୫ ବର୍ଷରୁ ଅଧିକ ସମୟ ହେଲା ରହିଲେଣି । More

‘ଘରେ ଆମେ ବି ତା ପାଟି ଚୁପ୍‌ କରିପାରୁନା.. ସେ ଅନ୍ୟାୟ ସହିପାରେନା’

ଯଦି ସୌମ୍ୟ ବିଶୃଙ୍ଖଳିତ କାମ କରିଛନ୍ତି ତାକୁ ବିଜେଡିରୁ କାହିଁକି ବାହାର କରି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। More

ୱାର୍ଡ ମେମ୍ବରଙ୍କ ମୁଣ୍ଡକୁ ପଥରରେ ଛେଚି ଦେଲେ ଥାନା ASI

ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି । More

କେଉଁଠି ଅଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ ? ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ପୋଲିସ...

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି। ସୌରିନଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏହି ନୋଟିସ୍‌ ଜାରି କରିଛି।  More

ସାବଧାନ ! ଗାଡ଼ିରେ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇଛନ୍ତି କି ? ଏଥର ଫାଇନ୍‌ ନୁହେଁ, ସିଧା କୋର୍ଟ ଚାଲାଣ...

ବିକଟାଳ ଶବ୍ଦ, ମଝିରେ ମଝିରେ ବୋମା ଫୁଟିଲା ପରି ଶବ୍ଦ, ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଲାଇବା, ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଇତ୍ୟାଦି ଲଗାଇଥିଲେ ସାବଧାନ। ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ ଚାଳକ।  More

ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକସପ୍ରେସ୍‌, ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍‌ ଆରମ୍ଭ...

ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଆଜି ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଏହି ବନ୍ଦେ ଭାରତ ଏକସପ୍ରେସ୍ ରାଉରକେଲା-ପୁରୀ ମଧ୍ୟରେ ଚଳାଚଳ କରିବ। More

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ

ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପି। ମାରାଥନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। More

୭ ଦିନରେ ଉଜୁଡ଼ିଗଲା ପୁରା ପରିବାର: ସ୍ୱାମୀଙ୍କ ମୃତ୍ୟୁ ପରେ ଆଖି ବୁଜିଲେ ସ୍ତ୍ରୀ ଓ ପିଲା

ସପ୍ତାହକରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଜଣଙ୍କ ପରେ ଜଣେ ଆଖି ବୁଜିଲେ ୩ ସଦସ୍ୟ। ବିଷପାନ କରିଥିବା ପରିବାରର ଗତକାଲି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଛି।  More

Panchang Today 11 September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଜାଣନ୍ତୁ ଶୁଭ ଓ ଅଶୁଭ ସମୟ.. More

ଓଡ଼ିଶାରେ ନିଯୁକ୍ତି ପାଇବେ ୨୦ ହଜାର ଶିକ୍ଷକ, ବାହାରିଲା ବିଜ୍ଞପ୍ତି...

ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। More

'ଦ ମ୍ୟାଜିକ୍‌ ଅଫ୍‌ ମିଲେଟ୍‌'..ଜାଣନ୍ତୁ କ'ଣ ରହିଛି ଏହାର ଉପକାରିତା ?

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଆଜିର ସମାଜରେ ବିଦ୍ୟାର୍ଥୀଙ୍କ ପାଇଁ ସୁଷମ ଖାଦ୍ୟର ମହତ୍ୱ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଖ୍ୟାତନାମା ମାଷ୍ଟର ସେଫ୍‌ ବିଶ୍ୱଜିତ୍‌ ମହାରଥୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶତାଧିକ ଅଭିଭାବକଙ୍କୁ ମାଣ୍ଡିଆ, ବାଜରା, ଯଅ, ଛତୁ ଆଦିର ଉପକାରିତାକୁ ଦର୍ଶାଇଥିଲେ । More

ଅଡୁଆ ସୂତାରେ କଟକ ନେତାଜୀ ବସ୍ ଟର୍ମିନାଲ; ଉଦଘାଟନ ପୂର୍ବରୁ ଲାଣିଲାଣି ବିବାଦ

ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ । More

ଭୋଟ୍ ପୂର୍ବରୁ ପାଇକ ରାଜନୀତି; ପଲିଟିକ୍ସ ପଶାପାଲିରେ ଗଡ଼ିଲା ପାଇକ ଗୋଟି

କେନ୍ଦ୍ରର ପାଇକ ସ୍ମାରକୀ ବନାମ୍ ରାଜ୍ୟର ପାଇକ ଏକାଡେମୀ । ରାଜନୀତି ପଶାପାଲିରେ ଗଡ଼ିଲା ପାଇକ ଗୋଟି । ପାଇକ ସମ୍ପ୍ରଦାୟ ଭୋଟ ହାତେଇବାକୁ ଜୋରଦାର କସରତ୍ । More

G-20ରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର; ଧନ୍ୟବାଦଟିଏ ଦେଲେନି ରାଜ୍ୟ ସରକାର

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । More

ବିଶ୍ୱ ପାଳୁଛି ଆତ୍ମହତ୍ୟା ନିବାରଣ ଦିବସ; ମାନସିକ ଅବଶାଦକୁ କେମିତି କରିବେ ନିୟନ୍ତ୍ରଣ ?

ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ । More