ସଂକ୍ଷେପରେ ଆଜିର ତାଜା ଖବର - Tuesday, 22 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅଡିଓ ବାଇରାଲ ହେବା ପରେ ହଇଚଇ; ନେତାଙ୍କ ସହ ସାର୍‌ ଗିରଫ୍‌

ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିଲେ, ଆଜି ବନ୍ଧା ହେଲେ । ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ନିଲମ୍ବିତ ବିଜେଡି ନେତା ଶରତ ନାୟକ । More

ଡୁପ୍ଲିକେଟ୍ ବିଲ୍ଡିଂ ପ୍ଲାନ୍ ଦେଇ କୋଟି କୋଟି ଲୁଟ୍

ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ନାଁରେ ଠକେଇ । ଡୁପ୍ଲିକେଟ୍ ପ୍ଲାନ୍ ଦେଇ ଲୁଟୁ ଥିଲେ କୋଟି କୋଟି ଟଙ୍କା । ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ-SDAରେ ଚାଲିଥିବା ଏଭଳି ଏକ ବଡ଼ ଧରଣର ଠକେଇ ସିଣ୍ଡିକେଟର ପର୍ଦ୍ଦାଫାସ୍ କରିଛି ସମ୍ବଲପୁର ପୋଲିସ । More

ସ୍ତ୍ରୀ ନିର୍ଯାତନା ଦେଉଥିଲା, ସ୍ୱାମୀ ଦଣ୍ତ ପାଇଲା

ମହଙ୍ଗା ପଡ଼ିଲା ମହିଳା ହୋମଗାର୍ଡଙ୍କ ନିର୍ଯାତନା ଅଭିଯୋଗ । ଉତ୍ତର କେନ୍ଦ୍ରାଞ୍ଚଳ DIG ବ୍ରିଜେଶ ରାଏଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । More

ବିଜେଡି ଫୋକସରେ SHG ମହିଳା, ଆଗେ ସ୍କୁଟି ଏବେ ସ୍ମାର୍ଟ ପରିଚୟପତ୍ର !

ଏସ୍ଏଚ୍‌ଜିଙ୍କ ପାଇଁ ସ୍ମାର୍ଟ ପରିଚୟପତ୍ର ବ୍ୟବସ୍ଥା । କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ବି ଦିଆଯିବ ଦରମା । More

ଟ୍ୱିନ୍ ସିଟିରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ; ବେଡ୍ ଅଭାବରୁ ଚଟାଣରେ ଶୋଉଛନ୍ତି ରୋଗୀ

ହୁ ହୁ ହୋଇ ମାଡ଼ିଲାଣି ଡେଙ୍ଗୁ । ଟ୍ୱିନ୍ ସିଟିରେ ସ୍ଥିତି ଅସମ୍ଭାଳ । କ୍ୟାପିଟାଲ୍ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ । More

ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ !

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । ଦିବ୍ୟାଙ୍ଗଙ୍କ ପାଇଁ ଅକ୍ଟୋବରରୁ ଆରମ୍ଭ ହେବ ସ୍ବତନ୍ତ୍ର ରାମ୍ପ । More

ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଶାଶୁର ତଣ୍ଟି କାଟି ଦେଇଥିଲା ବୋହୂ

ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ପୋଲିସ୍ । ହତ୍ୟାରେ ସାନ ପୁଅର ବି ହାତ ଥିବା ସନ୍ଦେହ । More

ମାହାଙ୍ଗା ନାବାଳିକା ମତ୍ୟୁ ମାମଲା, ନିଲମ୍ବିତ BJD ନେତାଙ୍କୁ ଟେକି ନେଲା ପୋଲିସ

ମୃତ ଛାତ୍ରୀଙ୍କ ଏକ ଭାଇରାଲ୍ ଚିଠି ଓ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ସହ ବିଜେଡିରୁ ନିଲମ୍ବିତ ନେତା ଶରତ ନାୟକଙ୍କ ଅଡିଓ ଭାଇରାଲ୍ ପରଠୁ ଉଠୁଥିବା ଏଭଳି ନାନା ପ୍ରଶ୍ନ ଭିତରେ ପ୍ରଥମେ ଶରତ ନାୟକଙ୍କୁ ପଚରାଉଚରା କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ । More

ହୋମଗାର୍ଡଙ୍କୁ ନିର୍ଯାତନା ଅଭିଯୋଗ ପରେ DIG ବ୍ରିଜେଶ କୁମାର ରାୟଙ୍କ ବଦଳି

ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା । More

ନିଜ ପାପକର୍ମ ଲୁଚାଇବାକୁ ଯାଇ ବୋହୂ ଖେଳିଲା ରକ୍ତର ହୋଲି, ଘର ଭିତରେ ଗଳାକାଟି ଶାଶୁର ଜୀବନ ନେଲା...

ଅନ୍ୟ ପୁରୁଷଙ୍କ ସହ ବୋହୂର ଅନୈତିକ ସମ୍ପର୍କ ଥିବା କଥା ଶାଶୁ ଜାଣିବା ପରେ ସବୁଦିନ ପାଇ ରାସ୍ତାରୁ ହଟାଇବା ପାଇଁ ବୋହୂ ରଚିଲା ମର୍ଡର ପ୍ଲାନ୍‌। ପୂର୍ବ ଯୋଜନା ମୁତାବକ ଘର ଭିତରେ ଶାଶୁଙ୍କୁ ଗଳାକାଟି ହତ୍ୟା କଲା ବୋହୂ। More

ଆଗୁଆ ନିର୍ବାଚନ ହେଲେ ଅଯଥା ଖର୍ଚ୍ଚ ବଢ଼ିବ- ପ୍ରତାପ ଷଡ଼ଙ୍ଗୀ

ରାଜ୍ୟରେ ଆଗୁଆ ନିର୍ବାଚନ ଉଦ୍ୟମକୁ ନେଇ ତେଜିଲା ରାଜନୀତି More

୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ଫିଟିଲା ବାଟ

ନର୍ସିଂ ଅଫିସର ନିଯୁକ୍ତିକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଫଳରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଛି। More

ସେପ୍ଟେମ୍ବର ପରେ ନାଟମଣ୍ଡପ ମରାମତି, ASIର ଆର୍କିଓଲୋଜି ଅଧିକ୍ଷକଙ୍କ ସୂଚନା

ASI କଞ୍ଜରଭେସନ ଡାଇରେକ୍ଟର ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ କରିଛନ୍ତି। More

ଲୋକଙ୍କ ମନରେ ଭୟ: କେତେବେଳେ କାହାକୁ ପୋଲିସ ଗିରଫ କରିବ, କେହିବି କହିପାରିବେନି...

କେତେବେଳେ କାହାକୁ ପୋଲିସ ଗିରଫ କରିବ, ତାହା କେହିବି କହିପାରିବେନି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ବର୍ତ୍ତମାନ ଗାଁ ଗାଁରେ ପୋଲିସର ଗିରଫଦାରୀକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। More

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଉଥିଲେ DIGଙ୍କ ପତ୍ନୀ !

ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। More

୮ ବର୍ଷ ପରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୂର୍ବତନ ବିଡ଼ିଓ, ସ୍ଥାନ ପରିବର୍ତ୍ତନ କରି ଲୁଚି ରହିଥିଲେ...

ନାରାୟଣପାଟଣାର ପୂର୍ବତନ ବିଡ଼ିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଭିଜିଲାନ୍ସ ଗିରଫ କରିଛି। ୮ ବର୍ଷ ଧରି ଚକ୍‌ମା ଦେଇ ଫେରାର ଥିବାବେଳେ ଗତକାଲି ସେ ଗିରଫ ହୋଇଛନ୍ତି। More

Today Panchang 22 August 2023: ଜାଣନ୍ତୁ ଆପଣଙ୍କ ଶୁଭ ଅଶୁଭ ସମୟ

ସୌର ସିଂହମାସ ଶ୍ରାବଣ( ଶୁଦ୍ଧ) ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଜାଣନ୍ତୁ ଆଜି କେଉଁ ରାଶିର ରହିଛି ଘାତ ବାର... More

ଆଜିଠୁ ୫ ଦିନ ଯାଏ ବର୍ଷିବ ! ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜିଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭବାନ ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। More

ବୋଲ ମାନୁନି ଡେଙ୍ଗୁ; ୨୫ ଶହ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ୍-୯ ଓ ସହିଦ ନଗର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟାତ୍ତ ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ବଢ଼ୁଛି ଚାପ । More

୨୪ ରେ ଫୋକସ୍‌ ନୂଆ ଭୋଟର୍‌; ତିନି ଦଳର ସ୍କିମ ଅଫର୍‌ !

ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ଭରପୂର ଉଦ୍ୟମ । ବିଜେଡି ସରକାରଙ୍କ ସ୍କିମ୍ ବନାମ ବିଜେପିର ମତଦାତା ସଚେତନତା ଅଭିଯାନ । କଂଗ୍ରେସ ବି ଯୁବକଙ୍କୁ ଟ୍ରେନିଂ ଦେଇ କରିବ ନିର୍ବାଚନ ପାଇଁ ପ୍ରସ୍ତୁତ କରିବ । More

ମାଛ ମୁଣ୍ତ ନା ମଣିଷ ମୁଣ୍ତ ! ଜେଲର୍‌ ମାଡାମ୍‌ଙ୍କୁ କ’ଣ ପସନ୍ଦ ?

ମୁଣ୍ଡ ମାଗୁଛନ୍ତି ଜେଲର ମ୍ୟାଡାମ୍ । ତା’ପୁଣି ଜୀବନ୍ତ କିମ୍ବା ମୃତ । କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ସହ ଜଣେ ଦଲାଲର ଏଭଳି ବାର୍ତ୍ତାଳପର ଅଡ଼ିଓ, ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଡୋରଦାର ଚର୍ଚ୍ଚା ହୋଉଛି । More

୨୫ କିଲୋମିଟର ପାଇଁ ଉଡ଼ୁଛି ହେଲିକପ୍ଟର ! ଖର୍ଚ୍ଚ ହେଉଛି କେତେ ?

ହେଲିକପ୍ଟରରେ 5T ସଚିବଙ୍କ ଗସ୍ତକୁ ନେଇ ଘନେଇଲା ବିବାଦ । ବ୍ଲକରୁ ବ୍ଳକ୍ ଗଲେ ବି ଗାଡ଼ି ବଦଳରେ ବ୍ୟବହାର ହେଉଛି ହେଲିକପ୍ଟର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଭଳି ପୁରା କାରକେଡ୍ ସହିତ ଗସ୍ତ କରୁଛନ୍ତି 5T ସଚିବ । More

‘ହାତ ଗୋଡ଼ କିଛି ନାହିଁ, ହେଲେ ବି ମୁଁ ହାର୍‌ ମାନିନି’

ହାତ ନଥାଉ ପଛେ, ଉଡ଼ିବାର ସ୍ୱପ୍ନ ଦେଖିଛନ୍ତି । ଗୋଡ଼ ନଥାଉ ପଛେ ଦୌଡ଼ିବାର ଦମ୍ଭ ରଖିଛନ୍ତି । ଦିନେ IAS ଅଫିସର୍‌ ହେବେ ଆଉ ବାପାମାଆଙ୍କ ସ୍ୱପ୍ନ ସାକାର କରିବେ । ସମାଜ ପାଇଁ ପ୍ରେରଣା ସାଜିବେ । More