ସଂକ୍ଷେପରେ ଆଜିର ତାଜା ଖବର - Sunday, 06 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେମିତି ହେଲା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ? ଆତ୍ମହତ୍ୟା ନା ହତ୍ୟାକାଣ୍ଡ ?

ବାର୍‌ରେ ରମାଦେବୀ ଛାତ୍ରୀ ମୃତ୍ୟୁକୁ ନେଇ ସସପେନ୍ସ । କାହିଁକି ବିଳମ୍ବିତ ରାତିରେ ବାର୍ କୁ ଯାଇଥିଲେ ଶୁଭଲକ୍ଷ୍ମୀ? ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । More

ଓଡ଼ିଶାରେ ମଣିପୁର ହିଂସା ଇଫେକ୍ଟ; କଲେଜ୍‌ ଫି ଦାଖଲ କରିପାରୁନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ

ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର । More

ବିଶ୍ୱସ୍ତରୀୟ ହେବ ଭାରତୀୟ ରେଳ ଷ୍ଟେସନ; ଖର୍ଚ୍ଚ ହେବ ପ୍ରାୟ ୨୫ ହଜାର କୋଟି ଟଙ୍କା

ବିଶ୍ୱସ୍ତରୀୟ ହେବ ଭାରତୀୟ ରେଳ ଷ୍ଟେସନ । ପ୍ରଥମ ପର୍ଯ୍ୟାୟରେ ପୁନର୍ବିକାଶ ହେବ ୫୦୮ ଷ୍ଟେସନ । More

ଆତଙ୍କ ଖେଳାଉଛି ସାପ; ୫ ବର୍ଷରେ ଗଲାଣି ୪୪୭୭ ଜୀବନ

ବର୍ଷା ଦିନ, ବଢ଼ି ପାଣିରେ ମାଳ ମାଳ ହୋଇ ବୁଲୁଛନ୍ତି ସାପ । ଲୋକଙ୍କୁ ଦଂଶୁଛନ୍ତି, ଅକାଳରେ ପ୍ରାଣ ନାଶୁଛନ୍ତି । More

୪ ମାସିଆ ଟାସ୍କ ଦେଇଗଲେ ଶାହ; ପୂରଣ କରିବାକୁ ଜୋରଦାର୍‌ କସରତ

ଶାହଙ୍କ ଟାସ୍କକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପିର କସରତ । ୪ ମାସିଆ ପ୍ଲାନକୁ ନେଇ ଆଗକୁ ବଢ଼ିବାକୁ ପଦ୍ମ ଦଳର ସଜବାଜ । ଶାହଙ୍କ ପରାମର୍ଶ- ରାଜଧାନୀର ନ ବସି ଗାଁକୁ ଯାଅ । More

ବନ୍ୟା ଦେଇଗଲା ବଡ଼ ଦୁର୍ଦ୍ଦଶା: ଏବେ ବି କେନାଲ ବନ୍ଧରେ ବିତୁଛି ବିପନ୍ନଙ୍କ ରାତି

ଏପଟେ ଆଠଗଡରେ ବି ଶହ ଶହ ଏକର ଜମିରେ ଉଜୁଡି ଯାଇଛି ପନିପରିବା ଫସଲ। ବିଲରେ ଏବେବି ଭର୍ତ୍ତି ହୋଇ ରହିଛି ବନ୍ୟା ପାଣି। More

କେଉଁ କାରଣ ପାଇଁ ଉଗ୍ର ରୂପ ନେଲା ଆନ୍ଦୋଳନ ?

ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣର ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ସେହିପରି ଥାନା ପୋଡ଼ି ମାମଲାରେ ୩୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରାଯିବା ସହ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି। More

ଏମାନେ ବି ସାଙ୍ଗ..ଏ ସମ୍ପର୍କ ଅତୁଟ..ଯୁଗ ଯୁଗର

ଦୁନିଆର ସବୁଠୁ ଅମୂଲ୍ୟ, ସବୁଠୁ ଆପଣର ସମ୍ପର୍କ ହେଉଛି ବନ୍ଧୁ। ଫ୍ରେଣ୍ଡସିପ୍ ନା ଧର୍ମ ମାନେ ନା ଜାତି ଦେଖୋ ବାସ୍, ସାଙ୍ଗ ପାଇଁ ସବୁ କିଛି କରି ଦିଏ ସଙ୍ଗେ । More

ପୋଲିସ ମାଡ଼ରେ ଜଣେ ଅଟୋ ଚାଳକ ରକ୍ତାକ୍ତ

ବଲାଙ୍ଗିରରେ ପୋଲିସର ଦାଦାଗିରି। ପୋଲିସ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଜଣେ ଅଟୋ ଚାଳକ। More

ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ

ପୁଣି ଆଠଟି ମେଣ୍ଢା ମାରିଲା ଅଜଣା ଜନ୍ତୁ More

ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କୁ ବଦଳି

ସୂଚନା ଦେଲେ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର More

ହଷ୍ଟେଲ ସାମ୍ନାରେ ଛାତ୍ରୀଙ୍କ ଧାରଣା, ନୂଆ ସୁପରିନଟେଣ୍ଡେଣ୍ଟଙ୍କ ନୂଆ ନିୟମକୁ ବିରୋଧ

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅସନ୍ତୋଷ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ। More

ଫିରିଙ୍ଗିଆ ଥାନା ପୋଡ଼ି ମାମଲା : ଆକ୍ସନ୍ ମୋଡରେ ପୋଲିସ

୧୫ ଜଣ ଅଟକ, ୨୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା । ରାତିରେ ଥାନା ବୁଲି ଦେଖିଲେ ଦକ୍ଷିଣାଞ୍ଚଳ ଆଇଜି । More

Today Panchang 6th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି - ୫ମୀ ପ୍ରାତଃ ୦୭.୧୦ ଗତେ ୬ଷ୍ଠୀ (କ୍ଷୟ) ନିଶାନ୍ତ ୦୫.୨୦ ଗତେ ୭ମୀ । ଜାଣନ୍ତୁ ଆପଣଙ୍କ ଶୁଭ-ଅଶୁଭ ସମୟ... More

ଯୌତୁକ ପାଇଁ ବଧୂ ହତ୍ୟା ! ପୋଲିସ ସହ ଧସ୍ତାଧସ୍ତି, ମୃତ ମହିଳାଙ୍କ ଶାଶୁଙ୍କୁ ଘୋଷାଡ଼ିଲେ

ଗତ ରାତିରେ ଅତି ରହସ୍ୟଜନକ ଭାବେ ମିଲିଙ୍କ ଅର୍ଦ୍ଧ ଦଗ୍ଧ ମରଶରୀର ଉଦ୍ଧାର କରାଯାଇଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ? More

ଉପର ଚିକ୍କଣ ଭିତର ଫମ୍ପା: ଶିକ୍ଷକ ନାହାନ୍ତି, ଭିତ୍ତିଭୂମି ଥାଇ ଲାଭ କଣ ?

ଚକାଚକ୍ ସ୍କୁଲକୁ ହାଇଫାଇ କ୍ଲାସରୁମ୍। ନୂଆ ବେଞ୍ଚଡେସ୍କ ସାଙ୍ଗକୁ କାନ୍ଥରେ ଲାଗିଛି ସ୍ମାର୍ଟବୋର୍ଡ। କେଉଁଟି ଫାଇଭ୍-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଛି, ତ ଆଉ କେଉଁଟି ଆଦିବାସୀ ବିଦ୍ୟାଳୟ ଭାବେ। ହେଲେ ବାହାରୁ ଦେଖି ଜମାରୁ ଭଳି ଯାଆନ୍ତୁ ନାହିଁ । ଏସବୁ ତୁଚ୍ଛା ମଲାଟ ମାତ୍ର । More

ବନ୍ୟାରେ ବତୁରି ଯାଇଛି ଭବିଷ୍ୟତ, ବଢ଼ି ପାଣି ଘେରରେ ସଢୁଛନ୍ତି ବିପନ୍ନ

ଘରେ ପଶିଛି ପାଣି, ବୁଡିଛି ଚୁଲି-ଚାଳ । ଛାତ ଉପରୁ ପ୍ରଶାସନର ସହାୟତାକୁ ଅପେକ୍ଷା । More

ପୋଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ : ରଣକ୍ଷେତ୍ର ପାଲଟିଲା କନ୍ଧମାଳ ଫିରିଙ୍ଗିଆ ଥାନା ପରିସର

ଆକ୍ରୋଶରୁ ପୋଲିସ୍ ଉପରେ ଭୟଙ୍କର ଆକ୍ରମଣ । ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । More

ରତ୍ନଭଣ୍ଡାର ମରାମତି ନା ଅଳଙ୍କାର ଗଣତି ଆଗ ?

ଗୋଟିଏ ପଟେ ରତ୍ନଭଣ୍ଡାର ଶୀଘ୍ର ଖୋଲିବା ସହ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ପାଇଁ ବିଭିନ୍ନ ମହଲର ଦାବି ତେଜୁଛି। ଖୋଦ୍ ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ବି ୟା ସପକ୍ଷରେ ମତ ରଖିଛନ୍ତି।  More