• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି - ୫ମୀ ପ୍ରାତଃ ୦୭.୧୦ ଗତେ ୬ଷ୍ଠୀ (କ୍ଷୟ) ନିଶାନ୍ତ ୦୫.୨୦ ଗତେ ୭ମୀ ।ଘାତ ଚନ୍ଦ୍ର- ଧନୁ ରାତ୍ରି୦୧.୪୪ ଗତେ ମେଷ । ଘାତ ବାର- ମେଷ । ପୁଷ୍କର ଦୋଷ- ୧ ପାଦ । କୃଷିହାନୀ- ଭୂମିଦାନ ନିଶାନ୍ତ ୦୫.୨୦ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭ ସମୟ

ପ୍ରାତଃ ୦୫.୨୭ରୁ ୦୯.୪୪

ଦିବା ୦୧.୨୮ରୁ ୦୨.୦୦

ସନ୍ଧ୍ୟା ୦୭.୦୨ରୁ ୦୯.୧୬

ରାତ୍ରି ୧୨.୧୫ରୁ ୦୧.୧୬

ରାତ୍ରି ୦୨.୪୦ରୁ ୦୩.୧୩

ଅଶୁଭ ସମୟ

ଋାହୁକାଳ- ଦିବା ୦୪.୪୧ରୁ ୦୬.୧୭

କାଳବେଳା- ଦିବା ୧୧.୫୨ରୁ ୦୧.୨୮

ବାରବେଳା- ଦିବା ୧୦.୧୬ରୁ ୧୧.୫୨

କାଳରାତ୍ରି- ରାତ୍ରି ୦୧.୧୬ରୁ ୦୨.୪୦