ସଂକ୍ଷେପରେ ଆଜିର ତାଜା ଖବର - Friday, 30 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶା ଟ୍ରେନ ଟ୍ରାଜେଡି: ୨୯ ଦିନ ପରେ ମିଳିଲା ୨୯ ମୃତଦେହର ପରିଚୟ

ବାହାନଗା ଦୁର୍ଘଟଣାର ୨୯ ଦିନ ପରେ ଆଶ୍ୱସ୍ତ ଆତ୍ମୀୟ । ଡିଏନ୍ଏ ମ୍ୟାଚିଂ ପରେ ୨୯ ମୃତଦେହକୁ ମିଳିଛି ପରିଚୟ । ପ୍ରଥମ ପର୍ଯ୍ୟାୟରେ ଡିଏନ୍ଏ ନମୂନା ମ୍ୟାଚ କରାଯାଇଥିବା ୨୯ ପରିବାର ରିପୋର୍ଟ ଆସିବା ପରେ ଏବେ ସେମାନଙ୍କ ପାଇଁ ସହଜ ହୋଇଛନ୍ତି ଶବ ଗ୍ରହଣ ପ୍ରକ୍ରିୟା । More

ତିନି ରଥରେ ଭାଙ୍ଗିଲା ଅଧରଚୁମ୍ବୀ ତୁମ୍ବ, ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ହେଲେ ତୃପ୍ତ

ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। More

ଆକାଶଛୁଆଁ ପରିବା ଦର; ଯାହାକୁ ଛୁଇଁବ ୮୦, ବିଲାତି ତ ୧୨୦ ଟଙ୍କା

ବଜାରରେ ପରିବା ଦେହରେ ହାତ ମାରିବାକୁ ଭୟ ଲାଗିଲାଣି । ଦର ପଚାରି ପଚାରି ଏମୁଣ୍ଡରୁ ସେ ମୁଣ୍ଡ ପାର ହୋଇଯାଉଛି, ହେଲେ ପରିବା କିଣି ହେଉନି । ଯାହାକୁ ଛୁଇଁବ ୮୦ । More

ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ହାଇକୋର୍ଟରେ ବିଜେପି, ନରସିଂହ କହିଲେ ନଖୋଲିବାକୁ ମୋତେ ବି ପଡ଼ିଥିଲା ଚାପ

ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି । More

5T ସଚିବଙ୍କ ପାଇଁ ଢାଲ ସାଜୁଛନ୍ତି ବିଜେଡି ନେତା

ବିଜେଡି ନେତାଙ୍କ ସ୍ବାଭିମାନ ନାହିଁ କହିଲା ବିଜେପି । କଂଗ୍ରେସ କହିଲା ନେତାଙ୍କୁ ଘାରିଛି ଟିକଟ ଭୟ । More

OTV ସୋସିଆଲ ମିଡିଆରେ ଭାଇରାଲ ଅଡିଓ ପୋଷ୍ଟ ମାମଲା, ଇନପୁଟ ଏଡିଟରଙ୍କ ବିରୋଧରେ ଅପରାଧିକ ମାମଲା ଖାରଜ

ଅଭିଯୋଗର ଆଧାର ନଥିବା କହି ମାମଲା ଖାରଜ କଲେ ହାଇକୋର୍ଟ । ଏଭଳି ମାମଲା ପ୍ରେସ ସ୍ୱାଧୀନତା ଉପରେ ନକାରତ୍ମକ ପ୍ରଭାବ ପକାଇବ କହିଲେ କୋର୍ଟ । More

ଟିକଟ କଟିବା ଭୟରେ ସଚିବଙ୍କୁ ସମର୍ଥନ କରୁଛନ୍ତି ବିଜେଡି ନେତା କହିଲା କଂଗ୍ରେସ

ବିଜେଡି ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି । ପ୍ରଚ୍ଛଦପଟ୍ଟର ଲୋକ ଶାସନ ଚଲାଉଛନ୍ତି କହିଲେ ପୃଥ୍ୱୀରାଜ । More

ପୁଣି ଛତିଶଗଡ଼ର ମନମାନି ! ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ୬୪ ଗେଟ୍ 

ପ୍ରବଳ ବର୍ଷା ଯୋଗୁଁ ସବୁ ଗେଟ୍ ଖୋଲିଦେଲା ଛତିଶଗଡ଼ । କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧.୧୮ ଲକ୍ଷ କ୍ୟୁସେକ୍ । More

ସୌମ୍ୟଙ୍କ ପରେ ଭର୍ତ୍ତୃହରି ମାରିଲେ ତୀର ! ହେଲେ ବାଜିଲା କାହାକୁ..?

ନୂଆଦିଲ୍ଲୀରେ ଫକୀରମୋହନ ସେନାପତିଙ୍କ 'ଦ ମେକିଂ ଅଫ୍ ଆନ ଅଥର' ପୁସ୍ତକର ଉନ୍ମୋଚନ ଅବସରରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। More

ଦିଶା ବୈଠକରେ 5T ଝଡ଼, ବିଗିଡିଲେ ଉମରକୋଟ ବିଧାୟକ

5T ଅଧୀନରେ ଚାଲିଥିବା କାମ ନିମ୍ନ ମାନର ହେଉଥିବା ଅଭିଯୋଗ କରି ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । More

ଯୋଡ଼ା ହେଲା କଟା ହାତ: ରଥଯାତ୍ରା ବେଳେ ଘରକୁ ଫେରୁଥିବା ବେଳେ ହାଣି ଦେଇଥିଲେ ଦୁର୍ବୃତ୍ତ

ଥାଯାତ୍ରା ବେଳେ ରେଲ୍‌ୱେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଯୁବକଙ୍କ ହାତକୁ ହାଣି ଦେଇଥିଲେ।  More

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା: DNA ଟେଷ୍ଟ୍‌ ପରେ ଆଉ ୨୯ ମୃତଦେହ ଚିହ୍ନଟ

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି। More

ମାଡ଼ି ଆସିଲା ମହାନଦୀ ପାଣି, ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ  ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି। More

Panchang Today 30th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ନଦୀରେ ବନ୍ଧା ହୋଇ ରହିଛି ଏତେ ବଡ଼ ମାଛ, ନା ବିକ୍ରି କରି ହେଉଛି ନା ଘରେ ରଖି ହେଉଛି...

 ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। More

କୋଟିଏ ଖର୍ଚ୍ଚ କରି ନିର୍ମାଣ ହୋଇଥିଲା ବସଷ୍ଟାଣ୍ଡ : ଯାତ୍ରୀ ଆସିଲେନି...କୁକୁର ଶୋଉଛି

ନୂଆପଡା ଜିଲ୍ଲା ଖରିଆରରୋଡର ଥିବା ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ । ସରକାରୀ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ଏଇ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ନେଇ ଭାରି ଚର୍ଚ୍ଚା More

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ। More

୧୫ ଦିନରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର, ସତର୍କ କରାଇଲେ ଡିଏଫଓ

ବଉଳା କୁମ୍ଭୀରଠାରୁ ସାବଧାନ ରହିବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତାସହ ଜୁନ୍, ଜୁଲାଇ ଓ ଅଗଷ୍ଟ ଏହି ତିନି ମାସ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। More

ଆଷାଢ଼ରେ ଆକାଶଛୁଆଁ ପନିପରିବା ଦର, ବଜାରରେ ୬୦ ତଳକୁ ମିଳୁନି ପରିବା

ଏବେ ସେଂଚୁରୀ ପାର୍ ଟମାଟୋ ପାଇଁ ରାଜ୍ୟରେ ଶୀତଳଭଣ୍ଡାର ଅଭାବକୁ ଦାୟୀ କରିଛନ୍ତି ଚାଷୀ। ଏହାରି ଭିତରେ ଆଗକୁ ଶ୍ରାବଣ ମାସ ଥିବାରୁ ଏଥର ପରିବା ଦର ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି। More

5T ସଚିବଙ୍କ ଗସ୍ତକୁ ନେଇ ଜଗତସିଂହପୁରରେ ବିରୋଧ, ବିରୋଧୀ କହିଲେ- ଟିକଟ ଭୟରେ ବିଜେଡି ନେତା ଚୁପ୍

5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ କେନ୍ଦ୍ରର ଚିଠି ଆଧାରରେ ତାଙ୍କୁ ଚାକିରିକୁ ସସପେଣ୍ଡ କିମ୍ବା ବହିଷ୍କାର କରିବାକୁ ଦାବି ଜୋର୍ ଧରିବା ପରେ ଅକଳରେ ପଡ଼ିଛି ବିଜେଡି। More

‘ରତ୍ନଭଣ୍ଡାରରେ ଯେମିତି ପାଣି ଗଳୁଛି, ଦିନେ ଭୁଶୁଡ଼ି ପଡ଼ିବ’

'ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା' । More