ସଂକ୍ଷେପରେ ଆଜିର ତାଜା ଖବର - Monday, 22 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ

ଶିକାରୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଶିକାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଆଉ ଏଇ ଗୁଳି ବିନିମୟରେ ନଅଣା ରେଞ୍ଜର ବନ କର୍ମଚାରୀ ବିଲମ କୁମାର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । More

ମହଙ୍ଗା ହେବ ପାହାଳ ମିଠା: ୨୦ରୁ ୩୦ ଟଙ୍କା ବଢିଯିବ ଛେନାଗଜା ଓ ଛେନାପୋଡ଼ ରେଟ୍‌

ବିଭିନ୍ନ କିସମର ମିଠା ଦାମ୍ ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରାଇବାକୁ ଆଜିକୁ ୩ ଦିନ ହେବ ଦୋକାନ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ। More

ମନ୍ତ୍ରିମଣ୍ଡଳରେ ଗଞ୍ଜାମ-ମୟୂରଭଞ୍ଜ-ସୁନ୍ଦରଗଡ଼କୁ ଫୋକସ୍ ! ପଦ୍ମକୁ ଚେକ୍ ଦେବାକୁ ପ୍ଲାନ୍

ଆଦିବାସୀ ଭୋଟ୍ ନେବାକୁ ବି ଷ୍ଟ୍ରାଟେଜି ରହିଥିବା ଚର୍ଚ୍ଚା । ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କଲେ ବିରୋଧୀ । ଏଭଳି ମନ୍ତ୍ରିମଣ୍ଡଳ ପୁନର୍ଗଠନ କୌଣସି ପ୍ରଭାବ ପଡ଼ିବନି କହିଲେ ବିରୋଧୀ । More

ବଜାରରେ ପୁଣି ହାଉଜାଉ ସବୁଠୁ ବଡ଼ ନୋଟ୍, ଆଗ ଅପେକ୍ଷା ୮ ଗୁଣା ବଢ଼ିଯାଇଛି ବ୍ୟବହାର

ବ୍ୟାଙ୍କ କାଉଣ୍ଟରରେ ସୁବିଧାରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି RBI। More

ଅସନ୍ତୁଷ୍ଟ କି ସୁଶାନ୍ତ ? ସମୂହ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ସମର୍ଥକ

ବରଗଡ଼ ଓ ବଲାଙ୍ଗିରରେ ଖୋଲାଖୋଲି ଅସନ୍ତୋଷ । ବରଗଡ଼ ଓ ବଲାଙ୍ଗିର ବିଜେଡି ଯୁବ ସଭାପତିଙ୍କ ଅସନ୍ତୋଷ । More

ଟିମ୍ ନବୀନରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ, ବାଚସ୍ପତି ପଦକୁ ନେଇ ଏବେ ବି ସସ୍‌ପେନ୍‌ସ

କ୍ୟାବିନେଟ୍ ମନ୍ତ୍ରୀ ଭାବେ ବିକ୍ରମ, ସୁଦାମ, ସାରଦାଙ୍କ ଶପଥପାଠ । ଆରୁଖଙ୍କୁ ଅର୍ଥ, ସୁଦାମଙ୍କୁ ସ୍କୁଲ ଓ ଗଣଶିକ୍ଷା, ସାରଦାଙ୍କୁ ଶ୍ରମ ବିଭାଗ । More

ବଢ଼ିଲା ଆଡମିଶନ୍ ଚିନ୍ତା; ଚଳିତବର୍ଷରୁ ଅନଲାଇନରେ ହେବ +2 ସ୍ପଟ ଆଡମିଶନ୍

କଳା ବିଜ୍ଞାନ ଓ ବାଣିଜ୍ୟ ବର୍ଗରେ ଅଧିକ ଇଛୁକ ହେଉଥିବାରୁ ଯୁକ୍ତ ଦୁଇ ଆଡମିଶନ ସମସ୍ୟା ଉପୁଜୁଛି । ସେଥିପାଇଁ ମାଟ୍ରିକ୍ ପଢୁଥିବା ସମୟରେ ପିଲା ଓ ଅଭିଭାବକଙ୍କୁ ରାଜ୍ୟରେ ଥିବା ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ପଢିବା ଲାଗି ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । More

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ IPS ସୁଧାଂଶୁ ଷଡ଼ଙ୍ଗୀ 

ବିନୟତୋଷ ମିଶ୍ରଙ୍କ ଠାରୁ କଲେ ଦାୟିତ୍ବ ଗ୍ରହଣ । ଜରୁରୀକାଳିନ ବିଭାଗର ଉନ୍ନତି ପାଇଁ କାର୍ଯ୍ୟ କରିବେ କହିଲେ । More

ବିରଳ ମହାଜାଗତିକ ଦୃଶ୍ୟ ! ଜୁନ ୧୫ ଯାଏଁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର

ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖିହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖିହେବ । More

ମନ୍ତ୍ରି ପଦ ନମିଳିବାରୁ ଅସନ୍ତୁଷ୍ଟ କି ସୁଶାନ୍ତ ସିଂ ? ହୋଇପାରେ ବିଦ୍ରୋହ..

ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ନିଆଯାଇନାହିଁ । More

ବିଶିଷ୍ଟ ଶିଳ୍ପପତି ଡକ୍ଟର ବଂଶୀଧର ପଣ୍ଡାଙ୍କ ଆଜି ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ

ଦେଶ ଏବଂ ଓଡ଼ିଶା ପାଇଁ ବଂଶୀଧରଙ୍କ ଅବଦାନ, ନିଯୁକ୍ତି ସୁଯୋଗ ଓ ଉପାନ୍ତରେ ରହୁଥିବା ହଜାର ହଜାର ଲୋକଙ୍କୁ ବଞ୍ଚିବାର ରାସ୍ତା ଦେଖାଇଥିଲେ । More

‘ନୂଆ ବୋତଲରେ ପୁରୁଣା ମଦ ପୁରାଉଛନ୍ତି ସରକାର’

କାହିଁକି ନିର୍ବାଚନ ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଏହି ପରିବର୍ତ୍ତନ? ୩ ନୂଆ ମନ୍ତ୍ରୀଙ୍କ ଶପଥ ପାଠ ଓ ଦାୟିତ୍ୱ ମିଳିବା ପ୍ରସଙ୍ଗର ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । More

ଶପଥ ଗ୍ରହଣ ପରେ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ, ଜାଣନ୍ତୁ...

ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More

ନବୀନଙ୍କ ମନ୍ତ୍ରିମଣ୍ତଳରେ ସାମିଲେ ହେଲେ ୩ ନୂଆ ମନ୍ତ୍ରୀ

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । More

ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ଅଦଳବଦଳ, ଶପଥ ନେବେ ୩ ନୂଆ ମନ୍ତ୍ରୀ

ଆଜି ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ। ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାରାଣ୍ଡି ଆଜି ମନ୍ତ୍ରୀ ଭାବେ ଶପଥ ନେବେ। ତେବେ କିଏ କେଉଁ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ତାହା ଜଣାପଡ଼ିନି। More

୪ ହଜାର ବଦଳରେ ଆସିଲା ୭ କୋଟି ଟଙ୍କାର ଇଲେକ୍ଟ୍ରି ବିଲ୍‌, କ୍ଷମା ମାଗିଲା କମ୍ପାନୀ

ସ୍ମାର୍ଟ ମିଟରରେ ନୀଳାଦ୍ରି ବିହାର ଅଞ୍ଚଳର ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ମେ ମାସ ଲାଗି ଆସିଥିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କାର ବିଦ୍ୟୁତ ବିଲ୍। ଆଉ ତାପରେ... More

ଶପଥ ପୂର୍ବରୁ ସାରଦାଙ୍କ ପ୍ରତିକ୍ରିୟା; କହିଲେ, ଓଡ଼ିଶାବାସୀଙ୍କ ସେବାର ସୁଯୋଗ ସୌଭାଗ୍ୟର ବିଷୟ

୬୪ ବର୍ଷୀୟ ସାରଦା ୨୦୦୪ରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ଏବଂ ୨୦୧୯ରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ । More

ଏବେ ବି ରାଜ୍ୟରେ ମାଳ ମାଳ ଫେକ୍ ଶିକ୍ଷକ, ପ୍ରମାଣିତ ହେବା ପରେ ବି ଅଛନ୍ତି ଚାକିରିରେ

କାହିଁକି ଡିଇଓ ଏବଂ ବିଇଓ ମାନେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି? ଏହାପଛରେ ଆଉ କିଛି କାରଣ ଅଛି କି? ନା ଭିତିରି ବୁଝାମଣା? More

ଓଡ଼ିଶାରେ ତାଲିବାନୀ ବର୍ବରତା: ସର୍ବସମ୍ମୁଖରେ ପିଟିପିଟି ମାରିଦେଲେ, ମଜା ନେଲେ ଲୋକେ

ଖାପ୍ ପଞ୍ଚାୟତ, କଙ୍ଗାରୁ କୋର୍ଟ, ଭିଡ଼ ହିଂସା...। ଏସବୁର କେବେ ଘଟିବ ଅନ୍ତ? ଆଧୁନିକ ସମାଜରେ ମଧ୍ୟଯୁଗୀୟ ବର୍ବରତା ବଞ୍ଚି ରହିବାର କାରଣ କଣ? More

ଲାଗିଲା ଡିଜେଲ ଇଞ୍ଜିନ୍‌; ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଅଧାରେ ଅଟକିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଛି । More