ସଂକ୍ଷେପରେ ଆଜିର ତାଜା ଖବର - Tuesday, 21 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସବୁ ଉଜାଡ଼ିଦେଲା କୁଆପଥର ବର୍ଷା, ଘର ଭାଙ୍ଗିଲା ଫସଲ ନଷ୍ଟ ହେଲା..!

ଭେଡା ଅଂଚଳର ବରାହିପୁର ଗାଁରେ ୮ ବଖରା ଘରକୁ ସର୍ବନାଶ କରିଦେଇଛି କୁଆପଥର ମାଡ ସାଙ୍ଗକୁ ପ୍ରବଳ ଝଡ ବର୍ଷା । More

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ! MS ଲ' ୟୁନିଭର୍ସିଟିରେ ୫୦ଟି ଯାକ ଅଧ୍ୟାପକ ପଦବି ଖାଲି

ଆରଟିଆଇ ଓ ବିଧାନସଭା ତଥ୍ୟରୁ ମିଳିଛି ଏଭଳି ସାଂଘାତିକ ତଥ୍ୟ । More

ସରକାରଙ୍କ ଶ୍ୱେତପତ୍ରକୁ ବିରୋଧୀଙ୍କ ଟାର୍ଗେଟ୍ ! ପୋଲିସ କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି କହିଲେ ବିରୋଧୀ

ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ପୋଲିସର କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି । କେହି କାହାକୁ ମାନୁ ନାହାନ୍ତି । More

BJPର ଡାଇରେକ୍ଟ ଆଟାକ୍, ପ୍ରଣବଙ୍କ କ୍ରୀତଦାସ ମନ୍ତବ୍ୟକୁ ବିରୋଧ; 5T ସଚିବ କେମିତି ହେଲେ CMO?

ବିଧାୟକମାନେ ଲୋକଙ୍କ ପ୍ରତିନିଧି, ଆମେ ଲୋକଙ୍କ କଥା ଉଠାଇବୁ, କ୍ରୀତଦାସ କେମିତି ହେବୁ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରୟଣ । More

ସୀମା ଲଂଘୁଛି ସରକାରୀ ବାବୁଙ୍କ ଅହଙ୍କାର ! ବ୍ଲକ ଓ ତହସିଲରୁ ଆସୁଛି ଦୁର୍ଭାଗ୍ୟଜନକ ଚିତ୍ର

ଅଫିସ ପରିସରରେ ଏବଂ ବାହାରେ ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲେ ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର । More

ଓଡ଼ିଶାରେ ମମତା ବାନାର୍ଜୀ, ପୁରୀରେ ଦୁଇ ଦିନ କରିବେ ରାତ୍ରିଯାପନ

ପଶ୍ଚିମବଙ୍ଗ ପୋଲିସ ଏବଂ କମିଶନରେଟ ସହ ଆଲୋଚନା କରାଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି । More

କାଏମ ରହିଲା SAT ଉଚ୍ଛେଦ ନିଷ୍ପତ୍ତି

ସ୍ୟାଟ୍ ଉଚ୍ଛେଦ ନେଇ ଗତ ୨୦୧୯ରେ ବିଜ୍ଞପ୍ତି ଜାରି କରିଥିଲା କେନ୍ଦ୍ର । More

୩ ଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ More

ସ୍ୱାମୀ-ସ୍ତ୍ରୀଙ୍କ ଏମିତି କଳି, ଅନ୍ଧାର ରାସ୍ତାରେ ଛୁଆକୁ ଛାଡ଼ି ଛୁ . . .

କଳିରୁ ପ୍ରଥମେ ଗାଡିରୁ ସ୍ତ୍ରୀ ଓ ପୁଅକୁ ଓହ୍ଲାଇ ପଳାଇଥିଲା ସ୍ୱାମୀ । ସ୍ୱାମୀ ଯିବା ପରେ ଅନ୍ୟ ଜଣଙ୍କ ସହ ବାଇକରେ ପଳାଇଥିଲେ ସ୍ତ୍ରୀ । ରାତିରେ ପାଟ୍ରୋଲିଂ ବେଳେ ରାସ୍ତାରୁ ଛୁଆକୁ ଉଦ୍ଧାର କଲା ପୋଲିସ । More

ଖୋଲିବ କି ଆଜେକ୍ସଙ୍କ ମୃତ୍ୟୁ ଗୁମର ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଆଜେକ୍ସ(DZ Azex Death Case)ଙ୍କ ବେକରେ ଦାଗ ଥିବା ମଧ୍ୟ ଉଲ୍ଲେଖ More

ଆଜିଠୁ ରାଜ୍ୟରେ କମିବ ବର୍ଷା, ବଢିବ ତାପମାତ୍ରା

ରାଜଧାନୀ ଭୁବନେଶ୍ୱରରେ ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । More

ମେଡିକାଲରେ ମିଛ ନାଟକ; ଗର୍ଭବତୀ କାର୍ଡ କରି ପାଉଥିଲେ ସରକାରୀ ସୁବିଧା

ମାଥିଲି ବ୍ଲକ୍ ବିରେନପାଲିର କୌଶଲ୍ୟା ଭୂୟାଁ ଗର୍ଭବତୀ ଥିବା ମିଛ ବାହାନା କରି ପ୍ରତିମାସରେ ଏଏନଏମଙ୍କ ପାଖକୁ ଯାଉଥିଲେ ।ଏପରିକି ଗର୍ଭବତୀ କାର୍ଡ କରି ସମସ୍ତ ସରକାରୀ ସୁବିଧା ପାଉଥିଲେ । More

ଗୃହ ବିଭାଗର ଶ୍ୱେତପତ୍ର; ରାଜ୍ୟରେ ୧୫% ବଢ଼ିଛି ଅପରାଧ

ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧ ଲକ୍ଷ ୭୮ହଜାର ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪ ହଜାର ୮୯୩ଟି ଚୋରି, ୩ ହଜାର ୧୮୪ଟି ଦୁଷ୍କର୍ମ ମାମଲା ସାମିଲ ଅଛି । More

ଶ୍ରୀଜିଉଙ୍କ ଶ୍ରୀଅଙ୍ଗର ହୋଇନି କ୍ଷତି ସୂଚନା ଦେଲେ ବରିଷ୍ଠ ଦଇତାପତି ସେବାୟତା

ମୂଷା ଓ ଅସରପା ଏସବୁକୁ କାଟି ଦେଇଥିବା କହିଛନ୍ତି ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରା । ଖସାପଡା ନୀତି ସମୟରେ ଏହାକୁ ଭରଣା କରାଯାଇଛି । କୌଣସି ପ୍ରକାରରେ ମହାପ୍ରଭୁଙ୍କ ଦାରୁ କ୍ଷତି ହୋଇନାହିଁ କିନ୍ତୁ ତୁରନ୍ତ ମୂଷାର ଦୋରାତ୍ମକୁ ଦୂର ନକଲେ ଶ୍ରୀଅଙ୍ଗ ପ୍ରତି ବିପଦ ରହିଛି ବୋଲି ସେ ଦୋହରାଇଛନ୍ତି । More

ପଖାଳ ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ

ପୂର୍ବରୁ ପଖାଳ କହିଲେ ବାସି କିମ୍ବା ସଜ ପଖାଳ । ହେଲେ ଏବେ ପଖାଳ, ପଚାଶ ପ୍ରକାରର । ମଲ୍ଲିଫୁଲିଆ, ମୁଡି ପଖାଳ, ଛୁଙ୍କ ପଖାଳ, ଚିପୁଡା ପଖାଳ, ଘିଅ ପଖାଳ, ଲେମ୍ବୁ ଓ ଦହି ଛୁଙ୍କ ଦିଆ ପଖାଳ । More

ଅଦିନିଆ ବର୍ଷା ଧୋଇନେଲା ଚାଷୀ ସମ୍ପତ୍ତି; ଉଜୁଡ଼ିଲା ସୁନାର ଫସଲ

ରାୟଗଡ଼ାର କାଶୀପୁର, କଳାହାଣ୍ଡିର କୋକସରା ଆଉ ଭଦ୍ରକର ବାସୁଦେବପୁର । ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ-ବର୍ଷା ପରେ ସବୁଠି ପୂରନ୍ତା କ୍ଷେତର ଉଜୁଡ଼ା ସ୍ଥିତି ଉପଜିଛି । More

ଗର୍ଭ ଗୃହରେ ଉତ୍ପାତ କରୁଛନ୍ତି ମୂଷା-ଅସରପା !

ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି । More

ନବ ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ଗର୍ଜନ, ଗୋପାଳକୁ ନେଇ ବିଧାନସଭାରେ ମନ୍ତ୍ରୀ ଦେଲେ ନୂଆ ତଥ୍ୟ..

ବିଜେପି ବି ସୁଶାନ୍ତଙ୍କ ଆଡ଼କୁ ଉଠାଇଲା ଅଙ୍ଗୁଳି । ଗୋପାଳ ପାଗଳ କି ନା ବିଧାନସଭାରେ ସରଗରମ ଚର୍ଚ୍ଚା । More

ଏଥର ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ସୀମା ଟପିଲା ! ପ୍ରଶ୍ନପତ୍ର ଲିକ୍‌ ନେଇ କମ୍ପିଲା ଗୃହ...

ଗଣଶିକ୍ଷା ମନ୍ତ୍ରୀ କାଉଣ୍ଟର ଆଟାକ୍ କରି କହିଛନ୍ତି, ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି । କିନ୍ତୁ ବିରୋଧୀ ଦଳମାନେ ପିଲାଙ୍କୁ ନେଇ ରାଜନୀତି କରୁଛନ୍ତି । More