ସଂକ୍ଷେପରେ ଆଜିର ତାଜା ଖବର - Monday, 23 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାହିଁକି ମେଡାଲ୍ ରେସ୍‌ରୁ ଆଉଟ୍ ହେଲା ଇଣ୍ଡିଆ ? ହୋମଗ୍ରାଉଣ୍ଡ ଚାପକୁ ହ୍ୟାଣ୍ଡେଲ୍ କରିପାରିଲେନି କି ଖେଳାଳି ?

୯ରୁ ୧୬ ପୋଜିସନ୍ ଲାଗି ଜାପାନ ସହ ଲଢ଼େଇକୁ ଅପେକ୍ଷା । More

ବରପୁତ୍ରଙ୍କ ସ୍ମୃତିଚାରଣ ଆଳରେ ପାଓ୍ୱାର ସୋ, ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ବିଶାଳ ଶୋଭାଯାତ୍ରା । ୨୪ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଫୋକସ୍ ଚର୍ଚ୍ଚା । More

ଆବାସ ମାଇଲେଜ୍‌ ନେବା ମୁଡ୍‌ରେ ବିଜେପି, ଗାଁ ଗାଁରେ ଲଗାଇବ ମୋଦିଙ୍କୁ ଧନ୍ୟବାଦ ପୋଷ୍ଟର

ସବୁ ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଚେତାବନୀ ପତ୍ର । ଆବଶ୍ୟକ ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି । More

ଭାଇ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଟ୍ରଲି ବ୍ୟାଗ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗିଥିଲା ମୃତଦେହ

ନିର୍ଯାତନା ଅସହ୍ୟ ହେବାରୁ ଭାଇ ଓ ସାଙ୍ଗ ସହ କରିଛି ମର୍ଡର ! ସିସିଟିଭି ଫୁଟେଜ୍‌ରୁ ଧରାପଡିଲେ ହତ୍ୟାକାରୀ । More

ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିଲା ରୋକ୍ ! ଦିଶା ପଟାନୀଙ୍କୁ ହଁ, ଆମକୁ ନା କାହିଁକି ପଚାରିଲେ ରାଣୀ

ଆପତ୍ତି ଉଠାଇଲେ କଳାକାର, ଯାତ୍ରା ଆୟୋଜକଙ୍କ ସ୍ୱାଗତ । More

ନବ ଦାସଙ୍କ ଉପରେ ପଡ଼ିଛି କି ସଂକଟ ? ରକ୍ଷା ପାଇଁ ଶନିଙ୍କୁ ଦେଲେ ୨ କେଜିର ସୁନା କଳସ !

୧୭ ଶହ ଗ୍ରାମ ସୁନା ଓ ୫ କେଜି ରୁପାରେ ନିର୍ମିତ କଳସ । ମାତ୍ର ୧୦ଲକ୍ଷ ଦାନ ଦେଇଛି କହିଲେ ନବ ଦାସ । More

ଓଡିଶାରେ ନର୍ସିଂ ଅଫିସର ପଦ ପାଇଁ ନିଯୁକ୍ତି; ପୂରଣ ହେବ ୭୪୮୩ ଟି ପଦବୀ, ଦରମା ୯୨,୩୦୦

(OSSSC) ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ମୋଟ ୭୪୮୩ ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀମାନେ ୯୨,୩୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ। More

କହୁ କହୁ କହିଦେଲେ, ଅଟ୍ରୋସିଟି କେସ୍‌ରେ ଓକିଲ-ପୋଲିସ ନେଉଛନ୍ତି କମିଶନ

ପୀଡ଼ିତ ପାଉଥିବା କ୍ଷତିପୂରଣରୁ କିଛି ପୋଲିସ, କିଛି ଓକିଲ ନେଇଯାଉଛନ୍ତି । ୨ ଲକ୍ଷ ଟଙ୍କାରୁ ପୀଡ଼ିତ ୫୦ ହଜାର ପାଇଲେ ବି ଖୁସି ହେଉଛି । More

ଚମତ୍କାର ! ଜୀବନ ବଞ୍ଚାଇବା ପାଇଁ ମଝି ସମୁଦ୍ରରେ ସଂଘର୍ଷ କରୁଥିଲେ ନାବିକ, ଦେବଦୂତ ସାଜି ପହଞ୍ଚିଲେ ଭାରତୀୟ ତଟରକ୍ଷୀ ବାହିନୀ

ମଝି ସମୁଦ୍ରରେ ଫସିଥିବା ମିଆଁମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି ଭୁବନେଶ୍ୱର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। More

କାନ୍ଦି କାନ୍ଦି ଯିଏ ଗଡୁଥିଲା, ସେଇ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ

ଘଟଣାରେ ସଂପୃକ୍ତ ପତ୍ନୀ ମିଲି ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ।  More

‘ଦିଶା କଲେ ଭଲ, ଆମେ କଲେ ଖରାପ...କାହିଁକି ଏତେ ପାତରଅନ୍ତର ?’

ଅଶାଳୀନ ନୃତ୍ୟ ପରିବେଷଣ ନକରିବାକୁ ଯାତ୍ରା କମିଟିଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି ଜାରି କରିଛି। ସାମାଜିକ ଓ ଧାର୍ମିକ ଭାବନା ଯେପରି କ୍ଷୂର୍ଣ୍ଣ ନହେବ ତା’ ଉପରେ  ଧ୍ୟାନ ଦେବା ଲାଗି ଏହି ଏସ୍‌ଓପିରେ କୁହାଯାଇଛି।  More

ଟ୍ରଲି ବ୍ୟାଗରୁ ମିଳିଲା ସ୍ୱାମୀର ମୃତଦେହ ! ସ୍ତ୍ରୀ କହିଲା- ‘ମୋ ସ୍ୱାମୀଙ୍କ ବହୁତ ଶତ୍ରୁ ଅଛନ୍ତି’

ଯୁବକଙ୍କୁ ମାରି ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣାରେ ନୂଆମୋଡ଼। ମୃତ ଯୁବକଙ୍କ ମୁଣ୍ଡରେ ଏକ ପୁରୁଣା କ୍ଷତ ଚିହ୍ନ ଥିବା ଏବଂ ତାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା। More

ବୈଠକରେ ବୃଦ୍ଧାଙ୍କୁ ମନ୍ତ୍ରୀଙ୍କ ଅପମାନ : କାନ୍ଦି କାନ୍ଦି ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଦସ୍ୟା

‘ବିଜୁ ପଟ୍ଟନାୟକଙ୍କର ମୁଁ ମେନ୍ ଲୋକ ଥିଲି... ମୋତେ ଟିକେଟ ଦେଇଥିଲେ ବିଜୁବାବୁ । ମୁଁ ଅନ୍ୟାୟ ପାଇଁ ଲଢେଇ କରୁଛି । କିନ୍ତୁ ସମୀର ଦାଶ ଦଳରେ ମିଶିଲା ପରେ ମୋତେ ବହୁତ ଅସୁବିଧାରେ ପକାଉଛନ୍ତି । ଏପରି ଅଭିଯୋଗ କରିଛନ୍ତି ମହିଳା “ More

ରାସ୍ତା ନକରି ୧ ଲକ୍ଷ ୯୪ ହଜାର ଟଙ୍କା ବିଲ୍ କରିନେଲେ

କଂକ୍ରିଟ୍ ରାସ୍ତା ପାଇଁ ବିଲ୍ ହୋଇଛି, ହେଲେ କାମ ହୋଇନି More

ଶନି ମନ୍ଦିରକୁ କୋଟିଏ ଟଙ୍କାର ସୁନା କଳସ ଦାନ କଲେ ନବ ଦାସ

ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି। More

କଅଁଳା ଛୁଆକୁ ଛାଡ଼ି ମାଆ ଫେରାର : ସାହାଯ୍ୟ କରିବାକୁ ଅସହାୟ ବାପାର ନିବେଦନ

କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ More

ବ୍ରିଜ୍‌ ତଳକୁ ଖସିଲା ବସ୍‌ : ୨ମୃତ, ୩୦ ଆହତ

ବୁଲିବାକୁ ଯାଇଥିଲେ, ହେଲେ ବାଟରେ ଚାଲିଗଲା ଜୀବନ More

ରାଜ୍ୟ ରାଜନୀତିରେ ଗୋମାତା: ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ବିଜେଡିର କାଉଣ୍ଟର?

ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗୋଶାଳା ପରିଦର୍ଶନକୁ ନେଇ ରାଜନୀତି ବି ତେଜିଛି। More

ଦିବ୍ୟାଙ୍ଗ ସାଙ୍ଗକୁ ବର୍ଷେ ହେଲା କାନ୍ଧରେ ବୋହି ସ୍କୁଲକୁ ନେଉଛି ମାଙ୍ଗରୀ

ଜନ୍ମରୁ ଜେସିକାର ଗୋ଼ଡ଼ ଦୁଇଟି ଅଚଳ। ଗୁରୁଣ୍ଡି ଗୁରୁଣ୍ଡି ତା ପାଇଁ ଘରର ଏରୁଣ୍ଡି ଡେଇଁବା କଷ୍ଟ। More

ରମାଦେବୀରେ PhD କରିବେ ପୁରୁଷ ଫ୍ୟାକଲ୍‌ଟି

ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍ କମିବ କାହିଁକି? More

ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ନବୀନଙ୍କୁ ନିଶାନା: ନଡ୍ଡାଙ୍କ ମନ୍ତବ୍ୟକୁ ଗାଁ ଗାଁରେ ପହଞ୍ଚାଇବାକୁ ନିଷ୍ପତ୍ତି

ସାରା ଓଡ଼ିଶାରେ ସ୍ଥାଣୁତା ଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗକୁ ଗାଁ ଗାଁକୁ ନେବାକୁ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି। More

ସରିଯିବ ଭାରତୀୟ ଟେନିସ୍‌ରେ ସାନିଆଙ୍କ ଯୁଗ

ଦୁବାଇ ଚାମ୍ପିଅନ୍ସିପ୍ ହେବ ସୁପରଷ୍ଟାର୍ ସାନିଆ ମିର୍ଜାଙ୍କ ଦୀର୍ଘ ପେସାଦାର କ୍ୟାରିଅରର ଶେଷ ପ୍ରତିଯୋଗିତା। ଏହା ସହିତ ଭାରତୀୟ ଟେନିସ୍‌ରେ ସାନିଆଙ୍କ ଯୁଗର ଅନ୍ତ ଘଟିବ। More