ସଂକ୍ଷେପରେ ଆଜିର ତାଜା ଖବର - Thursday, 22 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦିଲ୍ଲୀରେ ତେଜିଛି ଭେଟଘାଟ୍ ପଲିଟିକ୍ସ : ରାଜ୍ୟ ସ୍ୱାର୍ଥ ଆଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟୁଛନ୍ତି ନେତା

ଭେଟିବାକୁ ବିଜେଡି-ବିଜେପି ମଧ୍ୟରେ କମ୍ପିଟିସନ୍,ସଂସଦରେ ଅର୍ଚ୍ଚନା ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି More

ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ ମହାପ୍ରଭୁଙ୍କ ଦର୍ଶନ : ହ୍ୱିଲ ଚେୟାର ଓ ରାମ୍ପ୍ ସୁବିଧା ନଥିବାରୁ ବଢୁଛି ଅସନ୍ତୋଷ

ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଇନଜୀବୀଙ୍କ ଅନୁରୋଧ More

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା ! କେମିତି ଜଣେ ମା’ ନିଜକୁ ସମ୍ଭାଳିବ

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ କୁନି ପୁଅ ବି ଏବେ ଅଫେରା ଦୁନିଆରେ . . . ଆମ୍ବୁଲାନ୍ସ ଭିତରେ ପୁଅ ଶୋଇଥିବା ବେଳେ ରଡ଼ି ଛାଡ଼ି କାନ୍ଦୁଛି ମା More

ଓଟିଭି ପରିବାର ସଦସ୍ୟ ରବି ନାରାୟଣ ଦାଶଙ୍କ ଦୁଃଖଦ ମୃତ୍ୟୁ

ରବି ନାରାୟଣଙ୍କ ବିୟୋଗରେ ଆଜି ଓଟିଭି ଅଫିସ୍ ପରିସରରେ ଏକ ଶୋକସଭାର ଆୟୋଜନ ହୋଇଥିଲା। More

ଗୋବିନ୍ଦ ମୃତ୍ୟୁକୁ ନେଇ ତେଜିଲା ରାଜନୀତି : ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଇନ ଶୃଙ୍ଖଳା ବିଭାଗ ଯାହା ପାଖେ ସିଏ ଉତ୍ତର ଦେବା ଜରୁରୀ More

ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳା ପିନ୍ଧିଲେ ନୋ ଏଣ୍ଟ୍ରି

କଳାକୁ ଏତେ ଡର କାହିଁକି? ସଭା ସ୍ଥଳ ଯିବା ପୂର୍ବରୁ କଳା ଜିନିଷ ବାହାରେ ରଖି ଯିବାକୁ ପଡ଼ିଲା More

ବିଶ୍ୱବ୍ୟାଙ୍କ ସର୍ଭେରୁ ଖୁଲାସା- ଓଡ଼ିଶାରେ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା !

ଓଡ଼ିଶାରେ ୫୧% ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। More

ଦାବି ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲେ ଦିବ୍ୟାଙ୍ଗ, ଦେଖନ୍ତୁ ଭିଡିଓ

ଆବାସ ଯୋଜନାରେ ଘରଟିଏ ପାଇଁ ଦାବି କରିଛନ୍ତି ସଂପୃକ୍ତ ଦିବ୍ୟାଙ୍ଗ । More

ଶିମିଳିପାଳ ହାତୀପୋଡ଼ି ଘଟଣା: ପ୍ରମାଣ ନଷ୍ଟ ପାଇଁ ବନ କର୍ମଚାରୀଙ୍କୁ ବିଷ ଦେଇ ମାରିଦେଲେ !

ଶିମିଳିପାଳ ହାତୀପୋଡ଼ି ଘଟଣାରେ ବିଷ ପିଇ ବନ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସମ୍ପୃକ୍ତ ବନ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।  More

ସବୁ ଦୁଃଖ ଯେମିତି ୟାଙ୍କ ପାଇଁ ଥିଲା ! ବେଲୁନ୍‌ ବିକିଲେ ଘର ଚଳିବ, ବ୍ଲଡ୍ କ୍ୟାନ୍‌ସର ପାଇଁ ଔଷଧ ବି ଖାଇବେ

ଏଇ ବେଲୁନ ବିକିଲେ ପରିବାର ଚଲେଇବା ସହ ଖାଉଛନ୍ତି ଔଷଧ । ସେ ଯୁବକ ଜଣକ ହେଉଛନ୍ତି ବିଭାସ ଦାସ୍‌ । More

ଗାଁରେ କାହାକୁ ମିଳୁନି ଆବାବସ ! କୁଆଡ଼େ ଯାଉଛି ସରକାରଙ୍କ ଟଙ୍କା, କିଏ ନେଉଛି ?

ବଡ଼ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର । More

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ, ପରେ ଭୁଲି ଗଲେ; ଏବେ ଜେଲ୍‌ରେ BJD ନେତା

ମାମଲା ଥାନାରେ ରୁଜୁ ହେବା ପରେ ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ । More

ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ଟେଷ୍ଟିଂ ବେଳେ କୌଣସି ଲକ୍ଷଣ ନଥିଲା, ପରେ ଜଣାପଡ଼ିଲା ଆକ୍ରାନ୍ତ...

ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା। More

ଚୀନ୍‌ରେ କୋଭିଡ ସ୍ଥିତି ଭୟଙ୍କର, ଭାରତକୁ ସତର୍କ ଘଣ୍ଟି ! ଓଡ଼ିଶାରେ ବି ଚୀନ୍‌ ଭାଇରସ..

ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ । More

ଗୁରୁ ଚୋରି କରୁଥିଲେ ଚାଉଳ : ଧରି ପକାଇଲେ ଗ୍ରାମବାସୀ

ଲଜ୍ଜା !! ଚାଉଳ ବିକ୍ରି ବେଳେ ଗାଁ ଲୋକଙ୍କ ଦ୍ୱାରା ଧରାପଡିଲେ ଶିକ୍ଷକ More

ହୋର୍ଡିଂ ଉପରେ ହାଇଡ୍ରାମା ! ମୁକ୍ତିକାନ୍ତଙ୍କ ଆତ୍ମାହୁତି ଧମକ୍‌, ବଢ଼ାଇଦେଲା ସରକାରଙ୍କ ଚିନ୍ତା

ସାମୂହିକ ଦାବିକୁ ନେଇ ନବୀନ ନିବାସ ପାଖରେ ହାଇଡ୍ରାମା । More

କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା ନାହିଁ ! ବିଜେପି କହୁଛି CBI, କଂଗ୍ରେସ କହୁଛି SIT କରୁ ତଦନ୍ତ

ବିଜେପିର ସିବିଆଇ ଓ କଂଗ୍ରେସର ଏସଆଟି ତଦନ୍ତ ଦାବି । ରାଜ୍ୟ ସରକାର ଆଇନ୍ ସହ ସାଲିସ୍ କରନ୍ତିନି କହିଲା ବିଜେଡି । More

ନିରାଶ୍ରୟଙ୍କୁ ଜାଡ଼ ଯନ୍ତ୍ରଣା : ବାସହୀନଙ୍କ ମୁହଁରେ ଦୁର୍ଦ୍ଦଶାର କାହାଣୀ . . .

ଖୋଲା ଆକାଶ ତଳେ ବାସହୀନ More