ସଂକ୍ଷେପରେ ଆଜିର ତାଜା ଖବର - Friday, 09 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ ପୁଣି ଖୋଲିବ ପ୍ରାଇଭେଟ୍ ଡିଗ୍ରୀ ଓ ପ୍ରଫେସନାଲ କଲେଜ

ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ । More

ବୋଲୁଛନ୍ତି ମହାପ୍ରଭୁଙ୍କ ଭଜନ, ପାଳୁଛନ୍ତି ହିନ୍ଦୁ ପର୍ବପର୍ବାଣୀ : ମୁସଲମାନ ହୋଇ ରାମ ନାମ ସହ କୃଷ୍ଣଙ୍କ ଜଣାଣ ଗାଉଛନ୍ତି

ନୂଆପଡ଼ା କାଣ୍ଡେତରା ଗାଁର ଯୁବ କଣ୍ଠଶିଳ୍ପୀ ମୁଜିବ ଖାଁଙ୍କୁ ନେଇ ଚର୍ଚ୍ଚା More

ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? ପଦ୍ମପୁର ରେଜଲ୍ଟ ପରେ ଦଳର ୩ ଟାଣୁଆ ବିଧାୟକଙ୍କ ଶଙ୍କା

ଯେଉଁ କଂଗ୍ରେସ ଦଶନ୍ଧୀ ଦଶନ୍ଧୀ ଧରି ଓଡ଼ିଶାର କ୍ଷମତା ରଜ୍ଜୁ ନିଜ ହାତରେ ରଖିଥିଲା, ଆଜି ଅସ୍ଥିତ୍ୱ ହରାଇବା ସ୍ଥିତିକୁ ଆସିଗଲାଣି ଯାହାର ସଦ୍ୟ ପ୍ରମାଣ ମିଳିଛି ପଦ୍ମପୁର ଉପନିର୍ବାଚନ ଫଳାଫଳରୁ । More

ବଡ଼ ମେଡିକାଲ, ବଡ଼ ବଡ଼ କୋଠା ! ହେଲେ କାମ, ସେବା ଓ ପରିବେଶକୁ ନେଇ ଲୋକେ ନିରାଶ

ପ୍ରତିଷ୍ଠାର ୫ ବର୍ଷ ପରେ ବି ଲୋକେ ନିରାଶ, ଚିକିତ୍ସା ପାଇଁ ନାହାଁନ୍ତି ଆବଶ୍ୟକ ଡାକ୍ତର କି ପ୍ରଫେସର More

ରାଜ୍ୟରେ ହୁ ହୁ ହୋଇ ମାଡ଼ୁଛି ଲମ୍ପି ଚର୍ମ ରୋଗ

ଲମ୍ପି ଭାଇରସ୍‌ ଯୋଗୁଁ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । More

‘ନୋଟା ସହ କଂଗ୍ରେସର ଭୋଟ ହାର ସମାନ’

ଦଳର ସୋ କଲ୍ଡ ସିନିୟର ନେତା ଏବେ ଦଳର ଆସେଟ୍ ନୁହଁନ୍ତି । ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ More

ଧନୁଯାତ୍ରାର ‘ବଳରାମ’ଙ୍କ ଆକସ୍ମିକ ମୃତ୍ୟୁ ! ଖେଳୁ ଖେଳୁ ଚାଲିଗଲେ ୧୨ ବର୍ଷୀୟ କୁନି କଳାକାର

ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଝାରୀଙ୍କ ଅକାଳ ବିୟୋଗ More

କାହିଁକି ପଦ୍ମପୁରରେ ହାରିଲା ବିଜେପି ଓ କଂଗ୍ରେସ ? ଚାଲିଛି କାରଣ ଖୋଜା...

ଧାମନଗର ଓ ପଦ୍ମପୁରରେ ଅମାନତ ଗଲା।  ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି। More

କମେଣ୍ଟମରାକୁ ନେଇ ବାପା-ପୁଅଙ୍କୁ ଆଣ୍ଠେଇ ଦେଲେ, ପରେ ଭିଡିଓ ଭାଇରାଲ୍‌ କଲେ...

କମେଣ୍ଟମରାକୁ ନେଇ ଦୁଇଜଣ ଯୁବକଙ୍କ ସହ ସେମାନଙ୍କର ବାପାଙ୍କୁ ସର୍ବ ସମ୍ମୁଖରେ ଆଣ୍ଠେଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। More

କାନ୍ଦି କାନ୍ଦି ନୟାନ୍ତ, କେମିତି ଚଳିବେ ? ସ୍ୱାମୀ ଚାଲିଗଲେ, ପୁଅ-ଝିଅ଼-ଶାଶୁଙ୍କ କଥା ବୁଝିବ କିଏ ?

ଜ୍ୱର ଅତ୍ୟଧିକ ହେବାରୁ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ କଟକ ମେଡିକାଲକୁ ବିପିନଙ୍କୁ ନେଇଥିଲେ ପରିବାର ଲୋକ । More

ପିଲାଠୁ ବୁଢ଼ା.. ନାଚିଲେ-ଗାଇଲେ, ପାହାଡ଼ ଚଢ଼ିଲେ-ମସ୍ତି କଲେ.. ଲୋକଙ୍କୁ ସଚେତନ ବି କଲେ

ଯୁବବର୍ଗ ଯେପରି ପଥବ୍ରଷ୍ଟ ହେଉଛନ୍ତି ସେଥିରୁ ମୁକ୍ତି ହେବା ସହ ଯୁବକମାନଙ୍କ ମନବଳକୁ ସୁଦୃଢ କରିବା । More

ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡା ଦାନ, କଡ଼ା ସୁରକ୍ଷା ବଳୟରେ ଦେବୀ ମୁହାଣରୁ ଧାମରା

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମାଗମ । କଇଁଛ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସଚେତନତା ଶିବିର । More

ଦୁଃଖ ବୁଝିବ କିଏ ? କ’ଣ କରୁଛନ୍ତି ସରକାର ? ଧାନ ବଦଳରେ ଅଗାଡ଼ି କାଟୁଛନ୍ତି ଚାଷୀ !

ଜଳସେଚନ ବ୍ୟବସ୍ଥା ନଥିବାରୁ ଶୁଖିଯାଉଛି ଫସଲ । ଅମଳ ସମୟରେ ଚାଷୀଙ୍କୁ ଘାରୁଛି ଫସଲ ଚିନ୍ତା । More

Today Panchang 9th Dec 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ...

ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର ଚନ୍ଦ୍ର  – ମିଥୁନ ଅହୋରାତ୍ର ତିଥି- ପ୍ରତିପଦ ଦିବା ୧୧/୩୪ ଗତେ ୨ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବିଛା, ଧନୁ, ମୀନ। ଜାଣନ୍ତୁ, ଆଜି କେଉଁ ସମୟରେ ଶୁଭ କାମ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇପାରେ। More

ଚାଷୀଙ୍କ ବଡ଼ ଚିନ୍ତା, ମଣ୍ଡି ଖୋଲୁନି ଧାନ ବିକ୍ରି ହେଉନି..!

କେଉଁଠି ଆଦୌ ଖୋଲିନି ତ ଆଉ କେଉଁଠି ଦେଖା ନାହାନ୍ତି ମିଲର୍ସ । More

ଧାମନଗରରେ ଜୋର୍ କା ଝଟକା, ପଦ୍ମପୁରରେ ସାନଦାର ଜିତ୍ ! କିପରି ବିଜୟ ଧାରାକୁ ଫେରିଲା ଶଙ୍ଖ ଦଳ ?

ମାସକ ଭିତରେ ବିଜେଡି ପାଇଁ କେମିତି ବଦଳିଗଲା ସ୍ଥିତି ? More

ପଦ୍ମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ: ନବୀନ

ବିଜୟ ଲାଗି ପଦ୍ମପୁରବାସୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। More

କାହିଁକି ପଦ୍ମପୁରରେ ଜିତିଲା ବିଜେଡି ? ଜାଣନ୍ତୁ ୫ ପ୍ରମୁଖ କାରଣ

ଅତି ନିକଟରେ ଧାମନଗର ଉପ-ନିର୍ବାଚନରେ ବିଜୟ ଧ୍ୱଜା ଉଡ଼ାଇଥିବା ବିଜେପିର କାହିଁକି ପଦ୍ମପୁରରେ ହେଲା ପରାଜୟ ? More

ପଦ୍ମପୁରରେ ବିଜେଡିର ବମ୍ପର ବିଜୟ ! ୪୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବାଜି ମାରିଲେ ବର୍ଷା

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଲେ ବିଜେଡି ପ୍ରାର୍ଥିନୀ ବର୍ଷା More

ପଦ୍ମପୁରରେ କାମ ଦେଲାନି ବିଜେପିର ଧାମନଗର ଫର୍ମୁଲା ! ବାଜି ମାରିନେଲେ ବର୍ଷା

ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ More