ସଂକ୍ଷେପରେ ଆଜିର ତାଜା ଖବର - Thursday, 17 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ କୁକୁର ପାଳିଲେ ମାନିବାକୁ ପଡ଼ିବ ଏହିସବୁ ଗାଇଡଲାଇନ୍ସ, ନ ମାନିଲେ..

ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍‌ସି । More

ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ, ୧୦ ଦିନରେ ୨ଶହ କୋଟି ବ୍ୟବସାୟ..!

ମନ ଛୁଇଁଲା ଲେଜର ସୋ ଓ କଟକ ଇନ୍ କଟକ ଥିମ୍ । ପାଣି ବୋତଲରେ କ୍ୟୁଆର କୋଡ୍ ଯୋଜନା ଫେଲ୍ । More

ପଦ୍ମପୁର ଉପନିର୍ବାଚନ: ଫୋକସରେ ଚାଷୀ ଭୋଟ, ବୀମା ରାଶି ପ୍ରଦାନରେ ବିଳମ୍ବକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍‌ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି ତୋମାର । More

୧୦୮ ସେବାର ଉଡୁଛି ଧଜ୍ଜିଆ, କିଏ କହୁଛି ଅସଭ୍ୟ କଥା, ତ କିଏ କରୁଛିି ଗାଳିଗୁଲଜ୍

୧୦୮କୁ ଦୈନିକ ଆସୁଛି ୭ ଶହରୁ ଅଧିକ ଫେକ୍ କଲ । ଏତଲା ସତ୍ତ୍ୱେ ଆକ୍ସନ ଶୂନ, ଚିନ୍ତାରେ ହେଲ୍ପ ଲାଇନ କର୍ମଚାରୀ । More

ଛକାପଞ୍ଝା ଭିତରେ ସରିଲା ପଦ୍ମପୁର ଉପନିର୍ବାଚନ ନାମାଙ୍କନ; କାଲିଠୁ କମ୍ପିବ ପ୍ରଚାର ମଇଦାନ

ସବୁ ଦଳ ମୈଦାନକୁ ନିଜ ନିଜର ଯୋଦ୍ଧା ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତା’ପରେ ଜୋରଦାର ହେବ ପ୍ରଚାର । More

କୁଆଡ଼େ ଗଲା କଷ୍ଟଲି ଏଣ୍ଡଭର ? ଅର୍ଚ୍ଚନାର ଦାମୀ କାର ଯିଏ ଲୁଚାଇବ ସେ ବି ଫସିବ...

କାରକୁ ଜାଣିଶୁଣି କେହି ଲୁଚାଇବାରେ ସହଯୋଗ କରୁଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି ଇଡି । More

ଓଃ କି କଷ୍ଟ ପାଉଛି ଏ ଷଣ୍ଢ ! ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଗଡ଼ିବ.. ଦେଖନ୍ତୁ ଭିଡିଓ

କିଛି ଯୁବକ ଖୁବ୍‌ ଚେଷ୍ଟା କରିଥିଲେ ଷଣ୍ଢକୁ ସେହି କଷ୍ଟରୁ ରକ୍ଷା କରିବା ପାଇଁ । କିନ୍ତୁ ତାହା ଏତେ ସହଜ ନଥିଲା । More

୩୦ ବର୍ଷ ହେଲା ପଢ଼ାଉଛନ୍ତି ପାଠ, ହେଲେ ଦରମା ମିଳୁନି ! କେବେ ଦୁଃଖ ବୁଝିବେ ସରକାର..?

୧୯୮୨ ମସିହାରେ ସ୍ଥାପିତ ଏହି ହାଇସ୍କୁଲ ୧୯୯୪ ମସିହାରେ ସରକାରୀ ଅନୁଦାନ ପାଇଥିଲା । More

ଫସଲ ବୀମା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ !  ଚିଠି ଲେଖି ତାଗିଦ୍‌ କଲେ ତୋମାର

ରାଜ୍ୟ ସରକାର ନିୟମ ପାଳନ କରିନଥିବାରୁ ବୀମା ମିଳିବାରେ ଡେରି More

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ! ୧୯ ସୁଦ୍ଧା ଅବପାତରେ ପରିଣତ ହୋଇପାରେ . .

ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ MD ପକ୍ଷରୁ ସୂଚନା ଦିଆଯାଇଛି । More

୧୦୮କୁ ଅଶ୍ଲୀଳ କଲ୍‌: ‘କିଏ କହୁଛି ମ୍ୟାଡାମ୍‌ଙ୍କ ନମ୍ବର ଦିଅ’...ଆଉ କିଏ କହୁଛନ୍ତି- ‘କିଛି ହୋଇନି’

ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍‌ କରି ଟେଲି କଲର୍‌ଙ୍କ ସହ ଇଆଡ଼ୁ ସିଆଡ଼ୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି।  More

Today Panchang 17th Nov 2022: ଜାଣନ୍ତୁ ଆଜିର ଶୁଭ ସମୟ

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର More

ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ହୋଇଛି। ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ। More

ଫାଇଲ୍ ଫୋପାଡ଼ିବା ଘଟଣାରେ ନୂଆ ମୋଡ଼: ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା ସରକାରୀ ବାବୁ

ଗତ ମାସ ୧୫ ତାରିଖରେ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ିଥିଲେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ଏହାର ଭିଡିଓ ଭାଇରାଲ୍ ହୋଇଥିଲା।  More

୧୦ ଦିନର ତୁତୁ ମେମେ ପରେ କଲୋନୀ ଛାଡ଼ିଲା କୁକୁର

ପୂର୍ବରୁ ଘଟଣାକୁ ନେଇ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅନୁଧ୍ୟାନ ପାଇଁ ପହଁଚିଥିଲା ପୋଲିସ। More

ପୌରାଧ୍ୟକ୍ଷାଙ୍କ ଉଦ୍ଧତ ଆଚରଣ: ସର୍ବସମ୍ମୁଖରେ ସରକାରୀ ଅଧିକାରୀଙ୍କ ଉପରକୁ ଫୋପାଡିଲେ ଫାଇଲ୍

ରୋଚକ କଥା ହେଉଛି, ଫାଇଲ୍ ଫିଙ୍ଗା ଘଟଣା ଠିକ୍ ମାସକ ପରେ ଅର୍ଥାତ୍ ଗତକାଲି ନଭେମ୍ବର ୧୫ରେ ଆସିଛି ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କର ବଦଳି ଅର୍ଡର୍। More

ଭିଡିଓ ଆଣ୍ଡ୍ ବ୍ରଡବ୍ୟାଣ୍ଡ୍ ସମ୍ମିଟ୍: ବ୍ରଡକାଷ୍ଟ ମିଡିଆର ଭବିଷ୍ୟତ ଉପରେ ଆଲୋଚନା

ଆଲୋଚନା ଚକ୍ରରେ ଭାଗ ନେଇ ନିଜର ମତ ରଖିଥିଲେ ଓଡ଼ିଶା ଟେଲିଭିଜନ୍ ନେଟଓ୍ୱର୍କର ବିଜିନେସ ଡେଭଲପମେଣ୍ଟ ଅଫିସର ଲିତିଶା ପଣ୍ଡା। More

ପଦ୍ମପୁର ଭୋଟ୍ ପୂର୍ବରୁ ତେଜିଲା ଫାର୍ମର ପଲିଟିକ୍ସ ! ରାଜ୍ୟ ସରକାରଙ୍କ ଇନ୍‌ପୁଟ୍‌ ସବସିଡି ନେଇ ଦ୍ୱନ୍ଦ୍ୱ

କେନ୍ଦ୍ର କୃଷିମନ୍ତ୍ରୀ ତୋମାରଙ୍କୁ ଭେଟିଲେ ଧର୍ମେନ୍ଦ୍ର । More

ନବୀନଙ୍କୁ ଅସତ୍ୟର ସୌଦାଗର କହିଲା ବିଜେପି, ନିର୍ବାଚନ ଆସିଲେ ଜିଲ୍ଲା କଥା ମନେପଡେ କହିଲା କଂଗ୍ରେସ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ନବୀନଙ୍କ ପ୍ରତିଶ୍ରୁତି । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି । More