ସଂକ୍ଷେପରେ ଆଜିର ତାଜା ଖବର - Friday, 04 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଷ ବଳୟରେ ରାଜଧାନୀ ! ୨ କୋଟିରୁ ଅଧିକ ଲୋକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ସମ୍ମୁଖୀନ ହେବା ଆଶଙ୍କା

ଏୟାର କ୍ୱାଲିଟି ଇଣ୍ଡେକ୍ସକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିବା ବେଳେ ୧୦ ତାରିଖରେ ଶୁଣାଣି କରିବେ। More

ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଯନ୍ତ୍ରଣା ! ପଞ୍ଚୁକ ଆରମ୍ଭରୁ ନୀତି ବିଳମ୍ବ

ସିଂହଦ୍ୱାରରୁ ମରିଚିକୋଟ୍ ଯାଏଁ ବ୍ୟାରିକେଡ୍ ଜାମ୍, ପଞ୍ଚୁକ ଆରମ୍ଭରୁ ନୀତି ବିଳମ୍ବ More

ଦଲାଲଙ୍କ କବଜାରେ AIIMS ! ରୋଗୀଙ୍କୁ ଠକୁଥିବା ରାକେଟର ପର୍ଦ୍ଦାଫାସ୍

୧୩ ଜଣିଆ ଦଲାଲ୍ ରାକେଟକୁ ଗିରଫ କଲା ପୋଲିସ , ନାଁ ରେଜିଷ୍ଟ୍ରେସନ ପାଇଁ ନେଉଥିଲେ ୩ରୁ ୫ହଜାର ଟଙ୍କା More

ଚିକିତ୍ସା ବାହାନାରେ କୁକର୍ମ ! ଜାଣି ଜାଣି ଯୁବତୀର ପ୍ରାଇଭେଟ ପାର୍ଟକୁ ଛୁଇଁଲେ ଡାକ୍ତର

ଦାନ୍ତ ଡାକ୍ତରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଯୁବତୀ , ନ୍ୟାୟ ନମିଳିରେ ଆତ୍ମହତ୍ୟା ଧମକ ଦେଲେ ପୀଡ଼ିତା More

କ୍ୟାରି ବ୍ୟାଗ ବିକ୍ରି କରିବାରୁ ସପିଙ୍ଗ ମଲ୍‌କୁ ଫାଇନ !

ଅଭିଯୋଗକାରୀ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ। More

‘ଯେତେ କଷ୍ଟ ହେଉ ପଛେ, ଆଜି ଜଗାକୁ ଦେଖିବୁ’

ଜଗା ଦୁଆରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ! More

ଆସନ୍ତା ୨୩ ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା

ଆଜିଠୁ ଆଡମିଟ୍ କାର୍ଡ ଡାଉନଲୋଡ ହୋଇପାରିବ। More

ଚାଷ ପାଇଁ ପେଷା ବଦଳାଇଲେ ଇଞ୍ଜିନିୟର; ଭଲ ଆୟ ଦେଉଛି କୁକୁଡ଼ା ଚାଷ

ଭଲ ଚାକିରୀ ତ ଥିଲା କିନ୍ତୁ ଥିଲା ଅଧିକ ଟେନସନ । ଚାକିରିରୁ ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା ।କ’ଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ । More

ଭୁବନେଶ୍ୱରରେ ଫଟୋ ସାମ୍ବାଦିକଙ୍କୁ ମାଡ଼ ଘଟଣା: କାହା ଚାପରେ ପୋଲିସ୍‌ ଚୁପ୍‌ ?

ରାଜଧାନୀର ରାଜରାସ୍ତା ଉପରେ ଜଣେ ଫଟୋ ସାମ୍ବାଦିକଙ୍କୁ ପୋଲିସ୍ ମାଡ଼ ମାରିବା ଘଟଣାର ଦିନକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍‌। More

ସହାୟତା ଆଳରେ ରୋଗୀଙ୍କୁ ଠକୁଥିଲେ, ଶେଷରେ ବନ୍ଧା ହେଲେ

ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍‌। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍‌ ପାଳି। More

ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ୍‌ ପାଇଁ ୨୫ ହଜାର ଟଙ୍କା ଗଣିଲା ସପିଂ ମଲ୍‌

ମାତ୍ର ୬ ଟଙ୍କାର ପାଇଁ ଗଣିଲେ ୨୫ ହଜାର ଟଙ୍କା। ଗ୍ରାହକଙ୍କୁ କ୍ୟାରି ବ୍ୟାଗ୍‌ ବିକ୍ରି କରିବାରୁ ଏକ ସପିଂ ମଲ୍‌ ଉପରେ ଏହି ଫାଇନ୍‌ ପଡ଼ିଛି। More

ଭାଗ୍ୟର ବିଡ଼ମ୍ବନା ! ବାପା, ମାଙ୍କ ଆଖି ଆଗରେ ଦୁଇ ପୁଅଙ୍କୁ ଦଳିଦେଲା ହାତୀ

ପୁଅଙ୍କୁ ରକ୍ଷାକରିବାକୁ ଯାଇ ମା ଗୁରୁତର, ବାପା ବି ଆହତ । More

ଆଜିଠୁ ପଞ୍ଚୁକ, LED ସ୍କ୍ରିନ୍‌ରେ ଚାଲିଛି ଭୋଳାବାବଙ୍କ ଦର୍ଶନ

ଆଜି ହେଉଛି ପ୍ରଥମ ପଞ୍ଚକ। ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ। ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, ମନ୍ତ୍ର ଧ୍ୱନୀ ହେଉଛି, ହେଲେ ନାହାନ୍ତି ଭକ୍ତ। More

ପଞ୍ଚୁକରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ

ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି। More

କାହିଁକି ହୋଇପାରୁନି ରାଉରକେଲା ମହାନଗର ନିଗମ ନିର୍ବାଚନ ?

ମହାନଗର ମାନ୍ୟତା ମିଳିଲା, ହେଲେ ମେୟର ପାଇଲାନି ରାଉରକେଲା ମହାନଗର ନିଗମ। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ହକି ବିଶ୍ୱକପ୍‌ର ଆୟୋଜନ କରି ରାଉରକେଲାବାସୀଙ୍କ ଭାବମୂର୍ତ୍ତୀ ଜିଣିବାକୁ ଶାସକ ଦଳ ଚେଷ୍ଟା କରୁଛି।  More

ଭାଗ୍ୟରେ ଦୁଃଖ ଲେଖାଥିଲେ ମଣିଷ କରିବ ବା କ’ଣ ! ପଢ଼ନ୍ତୁ ଏହି ମାଆ ପୁଅଙ୍କ କାହାଣୀ..

ଦୃଷ୍ଟିବାଧିତ ମାଆର ପେଟପାଟଣା ପାଇଁ ଇଟା ଭାଟିରେ କାମ କରୁଥିଲା ପୁଅ । ଯାହା ଯେତିକି ଟଙ୍କା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପୁରା ପରିବାର । ପୁଅର ସୀମିତ ରୋଜଗାରରେ ବି ବେଶ୍‌ ଖୁସି ଥିଲା ମାଆ । ହେଲେ ଦୈବ ଯାହାର ଭାଗ୍ୟରେ ଦୁଃଖ ଲେଖିଥିବ ସିଏ କରିବ ବା କଣ ? More

ଓଲଟିଲା ଯାତ୍ରୀବାହୀ ବସ୍‌, ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା...

 ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୨ଜଣ ଆହତ ହୋଇଛନ୍ତି।  More

ଫଟୋ ସାମ୍ବାଦିକଙ୍କୁ ତଳେ ପକାଇ ମାରିଲେ ପୋଲିସ ବାବୁ !

କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି  । More

ଘଡ଼ିକି ଘଡ଼ି ବଦଳୁଛି ଧବଳେଶ୍ୱରଙ୍କ ଦର୍ଶନ ନିୟମ, ମନ ବୁଝେଇବାକୁ ଲାଗିବ ଏଲଇଡି

ଗଲା ୩୧ ତାରିଖରୁ ଲାଗି ରହିଛି ଧବଳେଶ୍ୱର ପୀଠରେ ଦର୍ଶନ ଦ୍ୱନ୍ଦ୍ୱ। More

କାହାର ହେବ ଧାମନଗର? ରେଜଲ୍ଟ ପୂର୍ବରୁ ତେଜିଲାଣି ବୟାନବାଜି

୨୪ ସାଧାରଣ ନିର୍ବାଚନ ପାଇଁ ଏହି ବାଇଇଲେକ୍ସନ ଅନେକ କିଛି ସଙ୍କେତ ଦେବ ବୋଲି ରାଜନୈତିକ ବିଶ୍ଳେଷକ କହିଛନ୍ତି। More

ନେତା ବାଛିଲା ଧାମନଗର, ଇଭିଏମ୍‌ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ 

ମତଦାନ କେନ୍ଦ୍ରରେ ଦିନ ତମାମ ଦେଖିବାକୁ ମିଳିଥିଲା ଭୋଟରଙ୍କ ଭିଡ଼। More

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାମହିମ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଛି।  More