ସଂକ୍ଷେପରେ ଆଜିର ତାଜା ଖବର - Monday, 17 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରସ୍ତୁତ ହୋଇସାରିଲାଣି ନକ୍ସା, ଏଥର ଏୟାରପୋର୍ଟ ଭଳି ଚମକିବ ମାଷ୍ଟର କ୍ୟାଣ୍ଟିନ୍‌ ରେଳ ଷ୍ଟେସନ

ଷ୍ଟେସନକୁ ଯିବା ଆସିବା ଲାଗି ୪ଟି ଏକ୍ସାଲେଟର୍ ରହିବ । ଯାତ୍ରୀଙ୍କ ସୂଚନା ପାଇଁ ଡିସପ୍ଲେ ବୋର୍ଡ ଓ ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ । More

କଟକରେ ତାଲିବାନୀ ଶାସନ ! ୧୫ ଶହ ଟଙ୍କା ପାଇଁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇଲେ

ଯୁବକଙ୍କୁ ସ୍କୁଟରରେ ବାନ୍ଧି ବିଚ୍ ରାସ୍ତାରେ ଦୌଡ଼ାଇଲେ ଅଭିଯୁକ୍ତ । ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସର ଖୋଳତାଡ଼ । ବର୍ବରତାକୁ ସଭ୍ୟ ସମାଜର ନିନ୍ଦା । More

CBSE ରାସ୍ତାରେ ମାଧ୍ୟମିକ ଶିକ୍ଷା ବୋର୍ଡ, ନବମ-ଦଶମ ପିଲାଙ୍କ ପାଇଁ ୪ ନୂଆ ବିଷୟ

ପିଲାଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଉଦ୍ଦେଶ୍ୟ । ଉଭୟ ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ । ୧୦୦ ମାର୍କର ହେବ ପରୀକ୍ଷା । More

ଧାମନଗରରେ ଫେଲ୍ ମାରିଲା ବିଜେଡିର 'ମ୍ୟାନେଜ୍' ପ୍ଲାନ୍

ରାଜେନ୍ଦ୍ର ଲଢୁଥିବା ସ୍ପଷ୍ଟ ହୋଇଯିବା ପରେ ଧାମନଗର ଗଣିତ ବଦଳି ଯାଇପାରେ ବୋଲି ବହୁ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି। More

ଭଗବାନ କ’ଣ ଏମିତି ନିଷ୍ଠୁର ହୋଇପାରନ୍ତି ! ଦୁନିଆକୁ ଚିହ୍ନିବା ପୂର୍ବରୁ କୁନି ପୁଅକୁ କାହିଁକି ଏତେ କଷ୍ଟ ?

ଦୁନିଆ ସମ୍ପର୍କରେ କିଛି ଜାଣିବା ପୂର୍ବରୁ ଏମିତି ରୋଗ ଯନ୍ତ୍ରଣାରେ ଘାଂଟି ହେଉଛି ଯେ ତାର କଷ୍ଟକୁ ସେ ବୁଝିପାରୁଛି ନା ଅନ୍ୟ କାହାକୁ ବୁଝାଇ ପାରୁଛି ? ଆଉ ସେହି କଷ୍ଟ ଭିତରେ ବି ଖେଳରେ ମାତିଛି ସ୍ୱରୂପ । More

ବାପା ନା ଯୌନ ରାକ୍ଷାସ ? ୪ ବର୍ଷ ହେଲାଣି ଝିଅ ରଖିଛି ଶାରୀରିକ ସଂପର୍କ !

ଯୁବତୀଙ୍କ ବାପା ଦିବାକର ଦାସ ପୋଲିସ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ । More

ଠିକା ନିଯୁକ୍ତି ହଟିଲା, ଏବେ ଆସିବ ଢ଼େର ବାହାଘର ପ୍ରସ୍ତାବ

ଦରମା କଥା ଶୁଣିବା ପରେ ଝିଅ ଘର ଲୋକ କାଳେ କହୁଥିଲେ ପିଲା ୧୩ ହଜାର ପାଉଛି । ଏଥିରେ ସେ ନିଜେ ତ ଚଳିପାରୁନଥିବ ଝିଅକୁ ଚଳାଇବ କେମିତି ? More

ବିଭିନ୍ନ ମଡେଲ ଅନୁଧ୍ୟାନ ପରେ ବାତ୍ୟା ଆଶଙ୍କା !

ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର ଦାଢ଼ରେ ଚାଷ-ବାସ କରୁଥିବା ଲୋକମାନେ। More

ନବମ, ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଆସିବ ନୂଆ ବିଷୟ

ଚଳିତ ବର୍ଷ ନବମ ଶ୍ରେଣୀରୁ ନୂଆ ବିଷୟ ଆରମ୍ଭ ହେବ। More

ଉତ୍ତର ଦିଗକୁ ମୁହାଁଉଛି ଘୂର୍ଣ୍ଣିବଳୟ, ଆସିବ କି ବାତ୍ୟା ?

 ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।  More

ବିଚ୍‌ ରାସ୍ତାରେ କଟକରେ ଦାଦାଗିରି, ଆକ୍ସନ୍ ମୋଡ୍‌ରେ ପୋଲିସ୍

କଟକରେ ଯୁବକଙ୍କ ହାତ ବାନ୍ଧି ରାସ୍ତା ଉପରେ ଦୌଡ଼ାଇବା ଘଟଣାରେ ଆକ୍ସନ୍ ମୋଡ୍‌ରେ ପୋଲିସ୍। ଆଜି ଦୁଇ ଜଣ ଯୁବକଙ୍କୁ ଲାଲବାଗ୍ ପୋଲିସ୍ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। More

ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ, ୨୦ ତାରିଖ ବେଳକୁ ଲଘୁଚାପ ସମ୍ଭାବନା

୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । More

ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ

ଅର୍ଚ୍ଚାନାଙ୍କୁ ତ୍ରାହି ନାହିଁ, ଏବେ ଜେଲର ଚାରିକାନ୍ଥ ଭିତରେ ରହିବେ ବ୍ଲାକମେଲ More

କଟକରେ ଦାଦାଗିରି: ପୋଲିସ୍‌ ଆଖି ସାମ୍ନାରେ ବିଚ୍‌ ରାସ୍ତାରେ ଯୁବକଙ୍କ ହାତ ବାନ୍ଧି ଦୌଡ଼ାଇଲେ

୨ଟି ଗାଡ଼ିରେ ୪ରୁ ୫ ଜଣ ଯୁବକ ବସି ଆଗେ ଆଗେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି। ଏହାପରେ ଦୌଡ଼ାଇ ଦୌଡ଼ାଇ ପାଖାପାଖି ୨ କିଲୋମିଟର ଯାଏ ଯୁବକମାନେ ସମ୍ପୃକ୍ତ ଯୁବକଙ୍କୁ ନେଇଥିଲେ। More

ଆଜି ଏହି ସମୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ, ଶୁଭ ଫଳ ପ୍ରାପ୍ତି ହୋଇପାରେ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ, ସୋମବାର। ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ବାଜି ପଲଟିବ ନା ନିଜ ନିଷ୍ପତ୍ତିରେ ଅଟଳ ରହିବେ ରାଜୁ ଦାସ...

ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ସ୍ୱାଧୀନ ଭାବେ ଲଢ଼ିବେ। ତାହା ଆଜି ସ୍ପଷ୍ଟ ହୋଇଯିବ। More

ଦିନେ ରାଜ ଉଆସରେ ରହୁଥିଲେ, ଆଜି ଜେଲ୍‌ରେ ଗଡ଼ାଉଛନ୍ତି ଲୁହ...

ପାପଧନ ଅର୍ଜନ କରି ଯିଏ ଦିନେ ବିଳାସମୟ କୋଠାରେ ରହୁଥିଲେ, ଆଜି ସେହି ଲେଡି ବ୍ଲାକ୍‌ମେଲର୍‌ ଏବେ ବିଚରାଧିନ ବନ୍ଦୀ। କୁହାଯାଉଛି, କେତେବେଳେ ଜେଲ୍‌ ଭିତରେ ଅର୍ଚ୍ଚନା ଲୁହ ଗଡ଼ାଉଛନ୍ତି ତ ଆଉ କେତେବେଳେ ଗୁମ୍‌ସୁମ୍‌ ରହୁଛନ୍ତି।  More

ତିନି ଝିଅଙ୍କ ସଫଳତାର କାହାଣୀ: ଦିନରେ ପାଠପଢା, ସନ୍ଧ୍ୟାରେ ଫାଷ୍ଟଫୁଡ୍ ଷ୍ଟଲ

ପାଠ ପଢିବାକୁ ଉଭୟଙ୍କ ଆଗ୍ରହ, ଦିନେ ବି କ୍ଲାସ୍ ମିସ୍ ହୁଏନି। ଘରେ ବି ପାଠ ପଢନ୍ତି। ହେଲେ ପାଠପଢା ସହ ଆତ୍ମନିର୍ଭରଶୀଳ ହେବାକୁ ଉଭୟଙ୍କ ଥିଲା ଇଚ୍ଛା। More

ପୁରୀରେ ଆକ୍ୱାରିୟମ୍ ପ୍ରକଳ୍ପ ପାଇଁ ୫ କୋଟି ନେଲାଣି ଓଟିଡିସି, ଏଯାଏଁ ପଡିନି ଖଣ୍ଡିଏ ବି ପଥର

୨୦୦୯ରୁ ୨୦୨୨ ଯାଏଁ ଏହି ୧୩ ବର୍ଷ ଭିତରେ ଏ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରତିବର୍ଷ ବିଭାଗକୁ ବିନିଯୋଗ ପ୍ରମାଣପତ୍ର ମାଗି ଆସୁଛି ରାଜ୍ୟ ଅର୍ଥ ବିଭାଗ କିନ୍ତୁ ପର୍ଯ୍ୟଟନ ବିଭାଗ, ଅର୍ଥ ବିଭାଗକୁ ନା ଉତ୍ତର ଦେଉଛି ନା ୟୁସି। More

ଧାମନଗର ଉପନିର୍ବାଚନ: କାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ; ରାଜେନ୍ଦ୍ର ଲଢ଼ିବେ ନା ଓହରିବେ?

ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବା ପରେ ସ୍ଥାନୀୟ ବିଜେଡି କର୍ମୀମାନେ ଦଳୀୟ ନେତାଙ୍କୁ ଏ ସଂପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। More

ଚୁକ୍ତିଭିତ୍ତିକ କର୍ମଚାରୀ ମହଲରେ ଖୁସି, ହେଲେ ନିରାଶ ଅସ୍ଥାୟୀ କର୍ମଚାରୀ

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦକୁ ନେଇ ରାଜନୀତି ବି ସରଗରମ। ବିରୋଧୀଙ୍କ ଯୁକ୍ତି ଶାସକ ବିଜେଡ଼ିର ଇଏ ଆଉ ଏକ ଧୂଆଁବାଣ। More

ଯେଉଁଠି ବର୍ଷ ବର୍ଷ ଧରି ରହି ଆସୁଥିଲେ, ଆଜି ସେଠି ବେସାହାରା

ପିଲା ଛୁଆଙ୍କୁ ଧରି ଏମିତି ଭଙ୍ଗା କାନ୍ଥ ଓ ରାସ୍ତା ଉପରେ ଶୋଇ ରହିଛନ୍ତି ଛୋଟ ପିଲା, ମହିଳା ଓ ବୟସ୍କ । More