ସଂକ୍ଷେପରେ ଆଜିର ତାଜା ଖବର - Monday, 05 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମନେ ପଡ଼ନ୍ତି ସ୍ୱର୍ଗତ ନନ୍ଦ ସାର୍‌ ଓ ଡି ପ୍ରକାଶ ରାଓ

ସିଏ ଅଫେରା ରାଇଜର ଅତିଥି ହୋଇ ବି ଅମର । ବଖାଣିବା ଦରକାର ନାହିଁ ତାଙ୍କ ପରିଚୟ । ବିଷମ ପରିସ୍ଥିତିରେ ବି କେମିତି ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ବିଚ୍ୟୁତି ହୋଇନଥିବା ଦୁଇଜଣ ବଣମଲ୍ଲୀଙ୍କୁ । More

ନିଦ ନ ହେବାରୁ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ହାତଲେଖା ଚିଠି ମିଳିବା ପରେ ସମସ୍ତେ ସ୍ତବ୍ଧ 

ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢାଇଛି। More

ଟିଆଇ ପରେଡ୍‌କୁ ଆସିବା ପାଇଁ ପୀଡ଼ିତାଙ୍କୁ କିଏ ଅଟକାଉଛି ?

ରହସ୍ୟଜନକ ହୋଇପଡ଼ିଛି ପାରାଦୀପ ଗଣଦୁଷ୍କର୍ମ ମାମଲା । ଆଗରୁ ୨ ଅଭିଯୁକ୍ତଙ୍କ ଟେଷ୍ଟ ଆଇଡେଣ୍ଟିଫିକେସନ୍ ବା ଟିଆଇ ପରେଡ୍ ସରିଥିବା ବେଳେ ବାକି ୨ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ଶନିବାର ହେବାର ଥିଲା । ହେଲେ ଠିକ୍ ସେହି ଦିନ ହିଁ ପୀଡ଼ିତା ନିଖୋଜ । More

କୁଆଡୁ ଆସିଲେ ବିଷାକ୍ତ ନାଲି ପିମ୍ପୁଡ଼ି ? କାରଣ ଖୋଜିଲା ଓୟୁଏଟି ଟିମ୍

କାମୁଡିବା କ୍ଷଣି ଲାଲ ପଡିଯାଇ କୁଣ୍ଡେଇ ହୋଇ ଘାଆ ହୋଇଯାଉଛି। More

ଆୱାର୍ଡ ପରେ ସେଲିବ୍ରେସନ୍‌ ପାଇଁ ଏତେ ତରବର କାହିଁକି?

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଆୱାର୍ଡ, ଜୋସ୍‌ରେ ବିଜେଡି କ୍ୟାମ୍ପ । ଗତକାଲି ଦିଲ୍ଲୀରେ ଗ୍ରାଣ୍ଡ ସେଲିବ୍ରେସନ୍ ପରେ ଆସନ୍ତାକାଲି ଭୁବନେଶ୍ୱରେ ଶକ୍ତି ପ୍ରଦର୍ଶନ କରିବ ଶଙ୍ଖ ।  More

ଲେଖି ଦେଇଗଲେ ଶେଷ ଚିଠି, କହିଲେ ‘ମୋ ମୃତ୍ୟୁ ପାଇଁ ମୁଁ ଦାୟୀ’

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଏକ ଚିଠି ମିଳିଛି । More

ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ସୋ: ଟିପି ରଖନ୍ତୁ ଟାଇମ୍‌ ଟେବୁଲ୍‌

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ।  More

ଗୁହାଳ ଘରେ ରହୁଛନ୍ତି ୮୫ ବର୍ଷୀୟା ମାଳତୀ ଗୁରୁମା, ଗଢ଼ିଛନ୍ତି ଶହଶହ ପିଲା

ତିନି ପିଢ଼ିର ଗୁରୁମା ମାଳତୀ ଦାସ। ବାପପୁଅ ଆଉ ପୁଅର ପୁଅଝିଅଙ୍କୁ ମଧ୍ୟ ସେ ପାଠ ପଢ଼ାଇଛନ୍ତି। ଗୁହାଳ ପାଲଟି ଯାଇଥିବା ତାଙ୍କର ଘରଟି ମଧ୍ୟ ଖୁବ୍ ଗହଗହ ଥିଲା। More

‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି, ଭଗବାନ ମୋତେ ନେଇଯାଅ...’

ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ୍‌ ରୁମ୍‌ରୁ ହାତଲେଖା ଚିଠି ମିଳିଛି। ଯେଉଁଥିରେ ଲେଖା ହୋଇଛି ଯେ, ‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଭଗବାନ ମୋତେ ନେଇଯାଅ Sorry, Sorry।’ More

ଦିନକୁ ଦିନ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା : ସ୍ଥିତି ଅନୁଧ୍ୟାନ କରୁଛି ପ୍ରଶାସନ

ଡେଙ୍ଗୁ ମୁକାବିଲା ପାଇଁ ଭୁବନେଶ୍ୱର ହାଇଟେକ୍ ମେଡିକାଲରୁ ଏକ ୧୬ ଜଣିଆ ଟିମ୍ ମୋହନା ପହଞ୍ଚିଛି More

ଓଡ଼ିଶାରୁ ଇଶ୍ୱର ସାର୍‌ ପାଇଲେ ଜାତୀୟ ଶିକ୍ଷକ ସମ୍ମାନ

ଓଡିଶାର ଇଶ୍ୱର ଚନ୍ଦ୍ର ନାୟକ ଆଜି ଗୁରୁଦିବସ ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି । More

ନିଖୋଜର ୨ ଦିନ ପରେ ମିଳିଲା ଗଣଦୁଷ୍କର୍ମ ପୀଡ଼ିତାଙ୍କ ପତ୍ତା

ପୀଡିତାଙ୍କ ବାପାଙ୍କ ସୂଚନା ଅନୁସାରେ, ଶନିବାର ଡ୍ୟୁଟି ଯାଇଥିବା ବେଳେ ଲୋକଙ୍କ ଟାହିଟାପରା ପରେ ଝିଅ ମର୍ମାହତ ହୋଇଥିଲା। ଆଜି ସକାଳୁ ଅଜଣା ନମ୍ବରରୁ ପୀଡିତା ଫୋନ୍ କରି ନିଜ ବାପାଙ୍କୁ ଜଣାଇଥିଲେ। More

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ହଷ୍ଟେଲରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ହଷ୍ଟେଲ୍‌ରୁ ଜଣେ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। More

ଅଧ ରାତିରେ SP ଅଫିସ୍‌ ଘେରାଉ କଲେ ଗାଁ ଲୋକେ

ଜଣେ ବ୍ୟକ୍ତି ପଞ୍ଚାୟତ ଅଫିସ ନିକଟରେ ବେଆଇନ୍‌ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ସେ ବିଭିନ୍ନ ଅପରାଧର ମାଷ୍ଟରମାଇଣ୍ଡ୍‌ ବୋଲି ଲୋକେ ବାରମ୍ବାର ଅଭିଯୋଗ କରି ‌ଆସୁଛନ୍ତି। More

୨୪ ଘଣ୍ଟାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା; ୨୩ ଜିଲ୍ଲାକୁ ଚେତାବନୀ

ଅନେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି। More

ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ : ସେଲିବ୍ରେସନ୍ ମୁଡରେ ବିଜେଡି

ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜଧାନୀରେ ବ୍ୟାପକ ଆୟୋଜନ More

ନବମ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ : କମେଣ୍ଟ ମରାକୁ ବିରୋଧ କରିବାରୁ ହତ୍ୟା ଅଭିଯୋଗ

ଥାନାରେ ଏତଲା ପରେ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ More

ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ! ଶରୀରରୁ ନଷ୍ଟ ହେଇଯାଉଛନ୍ତି ଉପକାରୀ ବ୍ୟାକ୍ଟେରିଆ

RMRCର ଗବେଷଣାରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, କୋଭିଡ୍ ଆରୋଗ୍ୟଙ୍କ ଉପରେ ହୋଇଥିଲା ଗବେଷଣା More

ଫୁଡ୍ ପଏଜନିଂ, ନା ପ୍ରି-ପ୍ଲାନଡ୍ ମର୍ଡର୍?

ଲାବ୍ରୋଟୋରିକୁ ଗଲା ଭାତ, ଘୁଗୁନି, ଚାଟ୍ ଓ ପାଣିର ନମୁନା More

ଦୁର୍ନୀତିଗ୍ରସ୍ତ ବାବୁ ଧରା ପଡ଼ିବାରେ ଓଡ଼ିଶା ଦେଶରେ ପ୍ରଥମ : ଏନସିଆରବି ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ

ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ନଂ୧ More