ସଂକ୍ଷେପରେ ଆଜିର ତାଜା ଖବର - Friday, 01 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଫରେଷ୍ଟ ଅଫିସରଙ୍କ ମହାନତା; ପୋଖରୀ ଖୋଳି ଗାଁ ଲୋକଙ୍କ ଦୁଃଖ ଦୂର କଲେ

ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ । ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା । ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ । More

ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଅଫତାବ୍‌ ହୁସେନଙ୍କ ଉଦ୍ୟମରେ ହେଲା ରଥଯାତ୍ରା

କରୋନା କଟକଣା ହଟିବା ପରେ ଇଟାମାଟିରେ ଅଫତାବଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା । More

ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିବେ ବିରୋଧି, ହୁଲସ୍ତୁଲ ହେବ ଗୃହ

ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ବିଧାନସଭାରେ ମଧ୍ୟ ପୂରା ନୂଆ ଟିମ୍ । ବାଚସ୍ପତି, ସଂସଦୀୟ ବ୍ୟାପର ମନ୍ତ୍ରୀ, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ସମସ୍ତେ ନୂଆ । ତେଣୁ ବଜେଟ ଅଧିବେଶନ ପରିଚାଳନା ଏମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ । More

ରାଜ୍ୟରେ ତିନି ବର୍ଷ ତଳୁ ପ୍ଲାଷ୍ଟିକ୍‌ ବ୍ୟାନ୍‌ ସତ୍ତ୍ୱେ କାହିଁକି ମିଳୁନି ସୁଫଳ ?

କଟକଣା ଲାଗିଲା, ଧରପଗଡ ଆରମ୍ଭ ହେଲା, ଆଉ ଆରମ୍ଭରୁ ତୁତୁ ମେମେ ଦେଖିବାକୁ ମିଳିଲା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର ଡମଣା ହାଟରେ ଚଢାଉ କରାଯାଇଛି । More

ରାଜ୍ୟ ଓ ରାଜ୍ୟ ବାହାରେ ବି ଗଡ଼ିଲା ରଥ, ଅହମ୍ମଦାବାଦ-କୋଲକାତା-ହାଇଦ୍ରାବାଦରେ ରଥଟଣା

ହାଇଦ୍ରାବାଦରେ ରଥଯାତ୍ରାରେ ସାମିଲ ହେଲେ ବୈଜୟନ୍ତ । ଚିଲିକାରେ ନୌକାରେ ନିର୍ମିତ ରଥରେ ଠାକୁରଙ୍କ ଜଳଯାତ୍ରା । More

ଘୋଷଯାତ୍ରାରେ ମହାବାହୁ, ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଗୁଣ୍ଡିଚା ଅଭିମୁଖେ ଟାଣିନେଇଥିଲେ ଭକ୍ତ । ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍‌ଘର୍‌ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ । More

ଦିନେ ବନ୍ଧୁକ ଧରି ମୁଣ୍ଡ ଗଡ଼ାଉଥିଲେ, ଆଜି ଜଳଖିଆ ଦୋକାନ କରି ଲୋକଙ୍କୁ ଖୁଆଉଛନ୍ତି

ଦିନେ ଜଙ୍ଗଲ ଭିତରେ ଲାଲ ଝଣ୍ଡା ଧରି ସରକାରଙ୍କ ବିରୋଧରେ ସ୍ୱର ଉଠାଉଥିଲେ । ଘଞ୍ଚ ଜଙ୍ଗଲରେ ବୁଲି ଶହଶହ ଲୋକଙ୍କ ମୁଣ୍ଡ ବି ଗଡାଉଥିଲେ, ହେଲେ ଅମର-ଆରତୀଙ୍କ ବଦଳି ଯାଇଛି ଜୀବନ ଶୈଳୀ । ଯେଉଁ ହାତରେ ବନ୍ଧୁକ ଧରୁଥିଲେ, ସେଇ ହାତରେ ଛାଣୁଛନ୍ତି ବରା-ପିଆଜି। ୟାଙ୍କ ଜଳିଖିଆ ଦୋକାନ ସାମ୍ନାରେ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍‌ । More

ନିଆରା ରଥଯାତ୍ରା : ଡଙ୍ଗା ସାଜେ ନନ୍ଦିଘୋଷ, ତାଳଧ୍ୱଜ

ଏଠି ହୁଏ ଅଜବ ରଥଯାତ୍ରା। ଡଙ୍ଗାରେ ବିଜେ କରନ୍ତି ଜଗନ୍ନାଥ, ବଳଭଦ୍ର। କରନ୍ତି ଜଳଯାତ୍ରା। More

ଆସନ୍ତା ୪ ତାରିଖରେ ଲଘୁଚାପ ସମ୍ଭାବନା !

ଆସୁଛି ଲଘୁଚାପ । ଚାଷୀଙ୍କୁ ଆଶ୍ୱସ୍ତି ମିଳିପାରେ । More

ଓଡିଆ ଫିଲ୍ମର କାହାଣୀରେ ମହାପ୍ରଭୁ ଜଗନ୍ନାଥ

ଓଡିଆ ପ୍ରାଣ ଓ ହୃଦୟର ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଜଗନ୍ନାଥଙ୍କୁ ନେଇ ତିଆରି ହୋଇଛି ଅନେକ ଓଡିଆ ଫିଲ୍ମ। ତେବେ ଆସନ୍ତୁ ଏହି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା। More

ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ

ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି।  More

ନିଶାରେ ସାପକୁ ଚୁମା ଦେବା ମହଙ୍ଗା ପଡ଼ିଲା : ଚୋଟ ପରେ ଚୋଟ ମାରିଲା ନାଗ

ନାଗ ଚୋଟରେ ରକ୍ତାକ୍ତ ହୋଇଥିବା ମଦ୍ୟପ ଯୁବକଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । More

ମୁକ୍ତ ଆକାଶରେ ଉଡ଼ିବାର ଇଚ୍ଛା : ଅନ୍ଧାରୀ ମୂଲକର ଅଙ୍କାବଙ୍କା ରାସ୍ତା ଛାଡ଼ି ଏବେ ଟେଲରିଂ ଶିଖାଉଛନ୍ତି ସୁଲୋଚନା

ସେ ଏବେ ପୋଷାକ ତିଆରି କରି ପେଟ ପୋଷୁଛନ୍ତି । More

ଉପରୁ ଖସିଲା ହାଇୱା, ଶ୍ରମିକଙ୍କ ଉପରେ ଚଢ଼ିଗଲା...

ଶୋଇ ଥିବାବେଳେ ଫ୍ଲାଏ ଓଭରରୁ ବାଲି ବୋଝେଇ ହାଇୱା ଖସି ୨ ଜଣଙ୍କ ଜୀବନ ଚାଲି ଯାଇଛି। ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି। More

ରଥଯାତ୍ରରାରେ ଘରେ ତିଆରି କରନ୍ତୁ 'ପୁରୀ ଖଜା'

ଆଜି ପବିତ୍ର ରଥଯାତ୍ରା । ରଥଯାତ୍ରା ଉପଲକ୍ଷେ ଘରେ ପୁରୀ ଖଜା ପ୍ରସ୍ତୁତ କରି ଭଗବାନଙ୍କ ନିକଟରେ ଭୋଗ ଲଗାନ୍ତୁ ।  ଖଜାର ଏହି ସୁଆଦିଆ ରେସିପି ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ରଥାଯାତ୍ରାରେ ଦୁଃଖଦ ଘଟଣା: ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି। ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି।  More

୨ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ, କାଳିଆ ଆସିବ ବୋଲି ବିଭୋର ଭକ୍ତ...

ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ଚଳଚଞ୍ଚଳ ପୁରୀ। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ଅଗଣିତ ଭକ୍ତ। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଯାତ୍ରା କରିବେ ତିନି ଠାକୁର।  More

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି

ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଭକ୍ତଙ୍କ ଗହଣକୁ ଆସିବାକୁ ବ୍ୟାକୁଳ ହେଲେଣି ଭଗବାନ। More

ଆମେରିକାରେ ତରଙ୍ଗ ପ୍ଲସ୍‌ ଟିମ୍‌। ରଙ୍ଗ ତରଙ୍ଗ ଉତ୍ସବର ଚାଲିଛି ରିହଲସଲ୍‌

ଆମେରିକା ଦେଖିବ ଓଡ଼ିଆ ଗୀତ, ସଂସ୍କୃତିର ଝଲକ More

ଗିରଫ ପାଇଁ ଏତେ ତରତର କାହିଁକି ?

ଜାମିନ୍ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଦ୍ଧେନ୍ଦୁ ଦାସ । ବିଚାର ବିଭାଗୀୟ ହାଜତକୁ ଗଲେ ଘରୋଇ ନ୍ୟୁଜ୍ ଚାନେଲ ସଂପାଦକ ଅର୍ଦ୍ଧେନ୍ଦୁ । ସରକାରଙ୍କ ବିରୋଧରେ ଯିବାରୁ ଆକ୍ରୋଶମୂଳକ ପଦକ୍ଷେପ ନେବାରୁ ଏପରି କରାଯାଇଥିବା ଅର୍ଦ୍ଧେନ୍ଦୁ କହିଛନ୍ତି । More

ଦରସିଝା ଖେଚୁଡି ଖାଇ, ସାତ ପାହାଚ ଦେଇ ଦଇତାଙ୍କ କାନ୍ଧରେ ଝୁଲିଝୁଲି ବଡ଼ଦାଣ୍ତକୁ ବିଜେ କରିବେ କାଳିଆ ସାଆନ୍ତ

ରଥଯାତ୍ରାରେ ପୁରୀରେ ହେବ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ । ସୁରକ୍ଷା, ଟ୍ରାଫିକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ୫ ସ୍ତରୀୟ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ପ୍ରବେଶ ପଥରେ କଡ଼ା ଚେକିଂ କରାଯିବ । ମାଳତିପାଟପୁର ଓ ତାଳବଣିଆରେ ଭାରୀ ଯାନ ପାର୍କିଂ ବ୍ୟବସ୍ଥା ରହିଛି । More

ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ More

ପୁରୀ ଆସିନପାରିଲେ ଟିଭିରେ ଦେଖନ୍ତୁ ରଥଯାତ୍ରା: ଗଜପତି ମହାରାଜ

ଯେଉଁମାନେ ପୁରୀ ଆସି ପାରୁନାହାନ୍ତି ସେମାନେ ଘରେ ରହି ବି ଟେଲିଭିଜନ୍‌ରେ ଶ୍ରୀଜିଉଙ୍କୁ ଦେଖିପାରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରଦ୍ଧାଳୁଙ୍କ ପାଇଁ ଏପରି ପରାମର୍ଶ ଦେଇଛନ୍ତି । More