ସଂକ୍ଷେପରେ ଆଜିର ତାଜା ଖବର - Thursday, 23 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନ୍ୟାୟ ନପାଇ ଥାନା ଆଗରେ ଆତ୍ମାହୁତି ! ମୋ ସରକାର ଢୋଲପିଟା ଭିତରେ କାହିଁକି ବଢୁଛି ଏଭଳି ଘଟଣା ?

ନିଜକୁ ଜାଳିବା ପରେ ଜୀବନ ସହ ଜୁଝୁଛନ୍ତି ଆଉ ଜଣେ ଅସହାୟ । ପୋଲିସ୍ ଉପରୁ ତୁଟୁଛି ସାଧାରଣ ଲୋକଙ୍କ ଆସ୍ଥା ? More

ଦିଲ୍ଲୀରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ

କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ। More

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଶ୍ରେୟ ପଲିଟିକ୍ସ ! NDA ପ୍ରାର୍ଥୀ ଘୋଷଣା ମାତ୍ରେ ବିଜେଡି ସମର୍ଥନକୁ ନେଇ ଚର୍ଚ୍ଚା

ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ୱାରା ଆଦିବାସୀ ଭୋଟ କାଳେ ବିଜେପିକୁ ଚାଲିଯିବ ସେଇ ଆଶଙ୍କାରେ ବିଜେଡି ଏଭଳି ମାହୋଲ ସୃଷ୍ଟି କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ।  More

ରଶ୍ମିରେଖାଙ୍କ ସହ ସମ୍ପର୍କ ଛିନ୍ନ ପରେ ତାଙ୍କୁ ଫୋନ୍ କରୁଥିଲେ କି ରାଜା?

ରଶ୍ମିରେଖା ମୃତ୍ୟୁ ମାମଲାରେ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ଙ୍କୁ ଚାଲିଛି। ଥାନାରେ ହାଜର ହୋଇ ଘଟଣା ସମ୍ପର୍କରେ ପକ୍ଷ ରଖିଛନ୍ତି ଟେଲି ଅଭିନେତା ରାଜା। ଏକାଧିକ ପ୍ରଶ୍ନ ସହ ରାଜାଙ୍କୁ ଗୁଡେଇ ତୁଡେଇ ଜେରା କରିଛି ନୟାପଲ୍ଲୀ ପୋଲିସ। More

ପୋଖରୀ ଭିତରେ ଫଶିଥିବା ହାତୀକୁ ବି ହୋଇଥିଲା ଗୁଳିମାଡ଼, DFO କଲେ ଖୁଲାସା

ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି ଯେ, ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି । More

ରାସ୍ତାକଡ଼ ଗଡ଼ିଆରେ ପଡ଼ି ଚାଲିଗଲା ୪ ଶିଶୁଙ୍କ ଜୀବନ

ଚାରି ଚାରି ଜଣ ଶିଶୁଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ । ଏହି ଅଘଟଣ ପାଇଁ ଠିକାଦାରଙ୍କୁ ଦାୟୀ କରି ଲୋକେ କ୍ଷତିପୂରଣ ଦାବି କରିଛନ୍ତି । More

ଦ୍ରୌପଦୀଙ୍କୁ BJDର ସମର୍ଥନ ନେଇ ଅପରାଜିତା କହିଲେ, ସମର୍ଥନ ନ ଦେଇ ଯିବେ କୁଆଡ଼େ

ବେଷ୍ଟ ଚଏସ୍‌କୁ ସମସ୍ତେ ସମର୍ଥନ ଦେବେ । ଯେଉଁମାନେ ସମର୍ଥନ ଦେଇଛନ୍ତି ଧନ୍ୟବାଦ ଦେବି । More

ମିଳିଗଲେ ଟୁଙ୍ଗୁରୁ ଭୋଳ, ବର୍ଷା ଖୁସ୍

ଆଉ ଟୁଙ୍କୁରୁଙ୍କୁ ପାଇ ଏବେ ବେଶ ଖୁସି ବର୍ଷା। More

ଏଥର ଅନ୍ଧାରରୁ ମିଳିବ ମୁକ୍ତି ! ‘ଗାଁକୁ ନିଶ୍ଚୟ ଆସିବ ବିଜୁଳି, ଦ୍ରୌପଦୀ ହେବେ ରାଷ୍ଟ୍ରପତି’

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ ।  ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର । More

ଦୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ: ନରସିଂହ ମିଶ୍ର

ମୁର୍ମୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀଦଳ ପ୍ରାର୍ଥୀ ଘୋଷଣା କରିଛି । ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ୍ କଥା ନୁହେଁ କହିଲେ ନରସିଂହ । More

‘ଏବେ ବି ବିଜେଡିରେ ମୋ ନାଁ ରହିଛି, ମୁଖ୍ୟମନ୍ତ୍ରୀ ମୋତେ ଭଲ ପାଆନ୍ତି’

ଏବେ ବି ତାଲିକାରେ ନାଁ ରହିଛି, ମିଡିଆରେ ବହିଷ୍କୃତ ହୋଇଛି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଯଦି ଭଲ ପାଉ ନ ଥାନ୍ତେ, ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ । More

ସାମ୍ନାକୁ ଆସିଲା ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଏକ ବାର୍‌ରେ ଡ୍ୟାନ୍ସ କରୁଥିବା ଏହି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। More

ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ।  More

ଶିଷ୍ୟ ହେବ ତ ଏମିତି ! ୧୦ ବର୍ଷ ହେଲା ଗୁରୁଙ୍କୁ କାନ୍ଧରେ ବୋହୁଛନ୍ତି

ଗୁରୁଙ୍କ ବାର୍ଦ୍ଧକ୍ୟ ସମୟରେ ସେ ଯେମିତି ଆଶାର ବାଡ଼ି ପାଲଟି ଯାଇଛନ୍ତି। More

ଗରିବ, ଖଟିଖିଆଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି

ଗରିବ ଖଟିଖିଆ ଲୋକଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି। ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। More

ଥାନା ସାମ୍ନାରେ ନିଜକୁ ଜାଳିଦେଲେ ଯୁବକ

ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି। More

ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ ପ୍ଲାଟ୍‌ଫର୍ମରୁ ଯୁବତୀ ନିଖୋଜ, ଫୋନ୍‌ ସ୍ୱିଚ୍‌ ଅଫ୍‌

ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ ପ୍ଲାଟ୍‌ଫର୍ମରୁ ଜଣେ ଯୁବତୀ ନିଖୋଜ ନେଇ ଅଭିଯୋଗ ହୋଇଛି।  ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ।  More

ଓଡ଼ିଶା ହାଇକୋର୍ଟରେ ପଡ଼ି ରହିଛି ୧ ଲକ୍ଷରୁ ଅଧିକ ମାମଲା

ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି। ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ି ରହିଛି। More

କୁଆଡ଼େ ଗଲେ ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ୍‌ ସନ୍ତୋଷ ? ନୋଟିସ୍‌ ପଠାଇଲା ପୋଲିସ୍‌

ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଲିଭ୍ ଇନ୍‌ ରିଲେସନସିପ୍‌ରେ ଥିବା ବୟଫ୍ରେଣ୍ଡ୍‌ ସନ୍ତୋଷଙ୍କୁ ହାଜର ପାଇଁ ପୋଲିସ ନୋଟିସ୍‌ ଜାରି କରିଛି।  More

ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ।  More

ସତର୍କ ସୂଚନା- ଆଜି ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା !

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଗତ ୨ ଦିନ ହେବ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇଛି। ଏଥିପାଇଁ ଆଜି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। More

Daily Horoscope 23rd June 2022: ଆଜି ଏହି ରାଶିର ବ୍ୟକ୍ତି ଟିକେ ଜଗି ରଖି ଚଳନ୍ତୁ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର। ଧନୁ ରାଶିର ପ୍ରାତଃ ୦୬/୧୪ ଗତେ ମେଷ ରାଶିର ଘାତ ବାର - ତୁଳା,  କୁମ୍ଭ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି More

ଖୋଲିବ ରହସ୍ୟ ! କାହିଁକି ଜୀବନ ହାରିଲେ ଅଭିନେତ୍ରୀ ରଶ୍ମିରେଖା ?

କାହିଁକି ରଶ୍ମିରେଖା ଆତ୍ମହତ୍ୟା କଲେ, ଏବେ ତାର କାରଣ ଖୋଜୁଛି ପୋଲିସ। ଏଥିପାଇଁ ୨ ବଏଫ୍ରେଣ୍ଡଙ୍କୁ ଥାନାରେ ହାଜର ପାଇଁ କୁହାଯାଇଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି। More

ଡ୍ୟାମ୍‌ରେ ପାଣି ନାହିଁ, ବଦ୍ୟୁତ ଉତ୍ପାଦନ ଠପ୍‌ ! ମୌସୁମୀ ବର୍ଷା ସାହା ଭରସା

ରାଜ୍ୟରେ ଥିବା ୭ଟି ମେଗା ଜଳବିଦ୍ୟୁତ କେନ୍ଦ୍ରର ମୋଟ ଉତ୍ପାଦନ କ୍ଷମତା ୨୦୯୯. ୫ ମେଗାୱାଟ୍ । କିନ୍ତୁ ଜୁନ୍ ୨୧ରେ ଏସବୁରୁ ଉତ୍ପାଦନ ହୋଇଛି ମାତ୍ର ୯୪.୫୪ ମେଗାୱାଟ୍, ଯାହାକି ମୋଟ୍ କ୍ଷମତାର ୫ ପ୍ରତିଶତରୁ ବି କମ୍ । More

ଏବେ ଆଗରେ ପଛରେ ମାଳମାଳ ଗାଡ଼ି, କିନ୍ତୁ ଦିନେ ତାଙ୍କ ପାଇଁ ଆସିଥିଲା ଦାରୁଣ ଦୁଃଖ

ଏବେବି ୫ ଦଶନ୍ଧି ତଳର ସ୍କୁଲ ରେଜିଷ୍ଟରରେ ଲିପିବଦ୍ଧ ତାଙ୍କରି ମୂଳ ନାଁ ଦ୍ରୌପଦୀ ଟୁଡୁ । ସ୍କୁଲ ଜୀବନ ପରେ ୧୯୭୫ରୁ ୧୯୭୯ ଭିତରେ ଦ୍ରୌପଦୀ ଆଇଏ-ବିଏ ଶେଷ କରନ୍ତି ରମାଦେବୀ ମହିଳା ମହାବିଦ୍ୟାଳୟରେ । More

ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ, ୨୪ରେ ଭରିବେ ନାମାଙ୍କନ

ଦ୍ରୌପଦୀ ମୁର୍ମୁ ଓଡିଶାର ମହିଳା ଟ୍ରାଇବାଲ୍ ଫେସ୍ । ତାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ବିଜେପି ମାଷ୍ଟର ଷ୍ଟୋକ୍ ଖେଳିଛି । ତେଣୁ ପୂର୍ବ ଭାରତରେ ଦଳର ଭୋଟ୍ ବ୍ୟାଙ୍କ ଉପରେ ଏହାର ପ୍ରଭାବ କଣ ପଡୁଛି ତା ଉପରେ ନଜର ରହିଛି । More

ପୋପ୍‌ଙ୍କୁ ଭେଟିଲେ ନବୀନ, ଉପହାର ବି ଦେଲେ

ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କଣ ଆଲୋଚନା ହୋଇଛି, ତାହା ଜଣାପଡ଼ିନି । More

ନୂଆ ଘର ଦେବେ ବୋଲି କହିଲେ, ପୁରୁଣା ଘର ଭାଙ୍ଗିବା ପରେ ଆଉ ଦେଲେନି

ପାଇଖାନାରେ ଆସବାବ ପତ୍ର ରଖୁଥିବା ବେଳେ ପାଇଖାନାକୁ ଲଗେଇ ଏକ ଝାଟିମାଟି ଚାଳ କୁଟୀର ତିଆରି କରି ପୂରା ପରିବାର ରହୁଛନ୍ତି । More