ସଂକ୍ଷେପରେ ଆଜିର ତାଜା ଖବର - Sunday, 12 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟର ସବୁ ଛୋଟ ବଡ଼ ମେଡିକାଲରେ ଡାକ୍ତର ମରୁଡ଼ି : କେଉଁଠି ବି ନାହାନ୍ତି ପ୍ରଫେସର ଓ ସ୍ପେଶାଲିଷ୍ଟ ଡାକ୍ତର

ସ୍ୱାସ୍ଥ୍ୟସେବାରେ ଅଗ୍ରଣୀର ଡିଣ୍ଡିମ ପିଟୁଥିବା ଓଡ଼ିଶାର ବାସ୍ତବ ଚିତ୍ର ପୂରା ଓଲଟା More

ନୂଆ ସିନେମାର ନୂଆ ଠିକଣା ‘ଅଳଙ୍କାର’

ଜିଆର୍‌ପି ଦୌଡରେ ଆଗେଇ ଚାଲିଛି ‘ଅଳଙ୍କାର’। ବର୍ତ୍ତମାନ ଓଡିଶାର ପ୍ରଥମ ଓ ଏକମାତ୍ର ଓଡିଆ ଚାନେଲ୍ ହୋଇପାରିଛି। More

ଟସ୍‌ ହାରି ବ୍ୟାଟିଂ କଲା ଭାରତ, ଆରମ୍ଭରୁ ବିପର୍ଯ୍ୟୟ

ପ୍ରଥମ ଟି-୨୦ ଟିମ୍‌କୁ ବାରବାଟୀରେ ରିପିଟ୍ କରିଛି ଭାରତ More

ଫିଲ୍ମ ଷ୍ଟାଇଲରେ କଫସିରଫ୍ ଚୋରା ଚାଲାଣକାରୀ କାବୁ : ଗୋଡ଼ାଇ ଗୋଡ଼ାଇ କାବୁ କଲା ବରଗ଼ଡ ଜିଲ୍ଲା ପୋଲିସ

ବୋଲେରୋରେ କଫ ସିରଫ ବୋଝେଇ କରି ଚାରିଜଣ ନିଶା ବେପାରୀ ବେଆଇନ ଭାବେ ଚାଲାଣ କରୁଥିବା ଖବର ପାଇଥିଲା ବରଗଡ ପୋଲିସର ସ୍ପେସିଆଲ ଟିମ ପୋଲିସ ଟିମ ବୋଲେରୋକୁ ପଛପଟୁ ପିଛା କରିଥିଲା । More

'ବିଧାନସଭାରେ ମୁଖ୍ୟମନ୍ତ୍ରୀ ନରହିବା ଗଣତନ୍ତ୍ର ପାଇଁ ଅଶୁଭ'

ଖବର ଯଦି ସତ, ତେବେ ଏହା ଚିନ୍ତାଜନକ More

ଭୂତ ନାଁରେ ଘର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ଧରଣର ଜାଲିଆତି

ସମାକୁଦ ଗାଁର ଭାନୁମତୀ ସାହୁଙ୍କର ୧୦ ବର୍ଷ ତଳେ ମୃତ୍ୟୁ ହୋଇଥିଲା କିନ୍ତୁ ଆରଟିଆଇ କାଗଜ କହୁଛି, ଭାନୁମତୀଙ୍କ ନାଁରେ ଘର ତିଆରି କରାଯାଇଛି More

ଗ୍ରାହକ ସାଜି ଚୋରି କରିବାକୁ ଆସିଥିଲେ, ମାଡ଼ ଖାଇ ଥାନାକୁ ଗଲେ...

ପୋଲିସ୍‌ ସାମ୍ନାରେ ଚୋରକୁ ନିର୍ଧୁମ ପିଟିଲେ ଲୋକେ। ଏକ ଲୁଗା ଦୋକାନକୁ ଜଣେ ଯୁବକ ଗ୍ରାହକ ହୋଇ ଡ୍ରେସ୍‌ ଦେଖିବାକୁ ଆସିଥିଲେ। ହେଲେ ମାଡ଼ ଖାଇ ଥାନାକୁ ଗଲେ। More

ଇଟାଭାଟି ମାଲିକଙ୍କ ହିଟଲରୀ ଶାସନ : ନଦୀ ପଠା ଓ ଖେଳପଡିଆ ଉପରେ କବଜା, ଗାଁ ଲୋକେ ଅସନ୍ତୁଷ୍ଟ

ଫଳରେ ପାଖରେ ଥିବା ଅନ୍ୟ ଜମିରେ ଅତଡ଼ା ଖସୁଛି ଏବଂ ଧାନ ଚାଷ ହୋଇ ପାରୁ ନାହିଁ. ତେଣୁ ଏଭଳି ଅନେକ ସମସ୍ୟା ସୃଷ୍ଟି ହେଉଛି । ଏପରି ମାଟି ଖୋଳା ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସବୁ ଜାଣି ଚୁପ More

ସତରେ କଣ ଆମ୍ବ ଗଛରେ ବସି ଆମ୍ବ ଖାଇଲେ ଶ୍ରୀକୃଷ୍ଣ?

ଠାକୁର ଘରର ଆଣ୍ଠୁଆ ଗୋପାଳ ମୂର୍ତ୍ତି କେମିକି ଗଲା ଆମ୍ବ ଗଛ ଉପରକୁ? ପ୍ରଭୁ ଶ୍ରୀକୃଷ୍ଣଙ୍କର ଆମ୍ବ ଖାଇବାକୁ କାହିଁକି ଇଚ୍ଛା ହେଲା? ଘର ସାରା କେମିତି ବିଛାଡ଼ି ହୋଇପଡ଼ିଲା ତୁଳସୀ ପତ୍ର? ପ୍ରଭୁ କଣ ନିଜେ ଗଲେ ଆମ୍ବ ଗଛକୁ ନା ତାଙ୍କୁ କିଏ ନେଇ ସେଠାରେ ଥୋଇଛି? ଦେଖନ୍ତୁ ଏହି ଭିଡ଼ିଓ...ଜାଣନ୍ତୁ ଭାଇରାଲ ପଛର ସତ କଣ? More

ପୁଣି ଜଳିଲା ଭୁବନେଶ୍ୱର କେଶରୀ ମଲ୍‌

ଭୁବନେଶ୍ୱର କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି।  More

ମାଟି ତଳୁ ମିଳିଲା ୨ ହଜାର ବର୍ଷ ପୁରାତନ ସଭ୍ୟତା, ଖନନ ବେଳେ ଉଦ୍ଧାର ହେଲା ଏହିସବୁ ଜିନିଷ...

ମାଟି ତଳୁ ୨ ହଜାର ବର୍ଷ ପୁରାତନ ସଭ୍ୟତା ମିଳିଛି। ଖନନ ବେଳେ ମାଟି ତଳୁ ବିରଳ ମୁଦ୍ରା, ମାଟିପାତ୍ର ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି।  More

ଜଳିଗଲା RWSSର କୋଟିକୋଟି ଟଙ୍କାର ପାଣି ପାଇପ

ନିଆଁ ଲାଗି ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ । More

ଶ୍ରୀମନ୍ଦିରରେ ନୀତି ବିଳମ୍ବ; ସିଂହଦ୍ୱାରରେ ଭିଡ଼ ଜମାଇଲେ ହଜାର ହଜାର ଭକ୍ତ

ମଦନମୋହନ ଓ ରୁକ୍ମଣୀ ବିବାହ ନୀତିକାନ୍ତି ବିଳମ୍ବ ଯୋଗୁ ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହୋଇଥିଲା । More

ଗାଁରେ ବୁଲୁଛନ୍ତି ଗଜରାଜ, ବନ ବିଭାଗର ଉଦାସୀନତାକୁ ଦାୟୀ କରି ଲୋକେ କ୍ଷୁବ୍ଧ

ଗାଁରେ ଗଜରାଜ ଆତଙ୍କ । ଭୟରେ ଲୋକେ ଛାନିଆ... More

ଜୋର ଜବରଦସ୍ତ କରି ପାହାଡ଼ ଉପରେ ଅଶ୍ଳୀଳ ଭିଡିଓ ଶୁଟ୍‌ କଲେ, ତା’ ପରେ...

ଶୁଟ୍‌ କରିଥିବା ଅଶ୍ଳୀଳ ଭିଡିଓ ଦେଖାଇ ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ବ୍ଲାକ୍‌ମେଲିଂ କରିବା କରିଥିଲେ ଅଭିଯୁକ୍ତ। ୫୦ ହଜାର ଟଙ୍କା ନଦେଲେ ଭିଡିଓ ଭାଇରାଲ୍‌ କରିଦେବାର ଧମକ ଦେଇଥିଲେ ଅଭିଯୁକ୍ତମାନେ। More

Daily Horoscope 12th June 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଖୁସି ଖବର..

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ତିଥି – ୧୩ ଶୀ ରାତ୍ରି ୧୨/୨୭/୦୬ ଗତେ ୧୪ଶୀ । ଚନ୍ଦ୍ର -  ତୁଳା ସନ୍ଧ୍ୟା  ୦୬/୩୨ ଗତେ ବିଛା ।  More

ଜୁଲାଇ ୧ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ !

ଜୁଲାଇ ୧ ରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ଧମକ ଦିଆଯାଇଛି। ୯ ଦଫା ଦାବି ନେଇ ବସ୍ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଧମକ ଦେଇଛି। More

ସୁପର ସନଡେ'ରେ ମହାମୁକାବିଲା; ଇଣ୍ତିଆ-ଇଣ୍ତିଆ ଧ୍ୱନିରେ କମ୍ପିବ ବାରବାଟୀ

ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ଦ୍ୱିତୀୟ ଟି-୨୦କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । More

ପୁରୀ ସମୁଦ୍ରରେ ସ୍ନାନ ବେଳେ ୫ ପର୍ଯ୍ୟଟକ ଆହତ

ପୁରୀ ସମୁଦ୍ରରେ ସ୍ନାନର ମଜା ଉଠାଉଥିବା ୫ ପର୍ଯ୍ୟଟକ ଜେଲି ଫିସ୍ ଦଂଶନରେ ଆହତ ହୋଇଛନ୍ତି। ଆଜି ଏହି ଘଟଣା ଘଟିଛି। ସମସ୍ତେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। More

ବଡ଼ପଣ୍ଡୁସ ଦୁର୍ଘଟଣା; କୁସୁମୀ ପୋଲ ତଳ ଧ୍ୱଂସସ୍ତୁପ ବଖାଣୁଛି ବିସ୍ଫୋରଣର ଭୟାବହତା

ନୟାଗଡ଼ ଇଟାମାଟିରେ ଗତକାଲି ମଧ୍ୟରାତ୍ରିରେ ଘଟିଥିବା ଡିଜେଲ ଟ୍ୟାଙ୍କର ଦୁର୍ଘଟଣା ଓ ଭୟଙ୍କର ବିସ୍ଫୋରଣ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ନିଆଁରେ ପୋଡ଼ି ଜଣେ ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସମସ୍ତ ମୃତାହତଙ୍କ ଘର ସ୍ଥାନୀୟ ଅଞ୍ଚଳରେ । More

୨୪ ରେ କିଏ ଫୁଙ୍କିବ ମନ୍ତ୍ର ଆଉ କାହାର ବାଜିବ ବାଜା?

୨୪ ନିର୍ବାଚନ ପାଇଁ ହାତରେ ହାତରେ ଆଉ ମାତ୍ର ଦୁଇ ବର୍ଷ । ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ପରେ ବିଜେପି-ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । More

ସୁପର୍‌ ସନଡେ'ରେ ବର୍ଷିବ ଛକା-ଚୌକା, ଝଡ଼ିବ ୱିକେଟ୍, ଫ୍ୟାନ୍ସଙ୍କ ହୋ ହାଲ୍ଲାରେ କମ୍ପିବ ଷ୍ଟାଡିୟମ

ବାରବାଟୀରେ ବିଗ୍ ଫାଇଟ୍ । ବିଶ୍ୱର ଦୁଇଟି ବଡ ଟିମ୍ ମଧ୍ୟରେ ହେବ ବଡ ଲଢେଇ । ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ପ୍ରସ୍ତୁତ ବାରବାଟୀ ଷ୍ଟାଡିୟମ୍ । ମେନ୍ ଇନ୍‌ ବ୍ଲୁ ଏବଂ ପ୍ରୋଟିଆଜ୍ ମଧ୍ୟରେ ହେବ ଟକ୍କର । More

ଭୀଷଣ କଷ୍ଟରେ ଛଟପଟ ଗୁଳିବିଦ୍ଧ ଦନ୍ତା

ନରସିଂହପୁରରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା । ହାତୀ ଖାଇବା ଛାଡ଼ି ଦେଇଥିବାରୁ ଏବେ ଚିନ୍ତା ଅଧିକ ବଢ଼ିବାରେ ଲାଗିଛି । More