• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ତିଥି – ୧୩ ଶୀ ରାତ୍ରି ୧୨/୨୭/୦୬ ଗତେ ୧୪ଶୀ । ଚନ୍ଦ୍ର -  ତୁଳା ସନ୍ଧ୍ୟା  ୦୬/୩୨ ଗତେ ବିଛା । 

ଘାତ ଚନ୍ଦ୍ର-  ନାସ୍ତି
ଘାତ ବାର -ମେଷ ରାଶିର
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା  ୦୪/୦୩/୫୨ ଗତେ ୧ ପାଦ - କୃଷି ହାନି-  ଭୂମିଦାନ- ୨ ପାଦ କୃଷି ଓ ବଂଶହାନି ତିଳକାଞନ ଦାନ ।

ଶୁଭ ସମୟ- ପ୍ରାତଃ ୦୭/୫୬/୩୨ ରୁ ୦୯/୩୪/୪୩, ଦିବା ୦୧/୨୫/୨୫ ରୁ ୦୨/୫୧/୦୬, ଦିବା ୦୬/୩୬/୩୩ ରୁ ୦୪/୪୩/୦୯, ସନ୍ଧ୍ୟା ୦୬/୨୨/୦୧ ରୁ ୦୭/୪୮/୩୪, ରାତ୍ରି ୧୦/୪୩/୪୧ ରୁ ୧୨/୫୧/୩୦

ଅଶୁଭ ସମୟ- ରାହୁକାଳ-  ଦିବା ୦୪/୪୩/୯୦ ରୁ ୦୬/୨୨/୦୧, କାଳବେଳା-  ଦିବା ୧୧/୪୬/୩୨ ରୁ ୦୧/୨୫/୨୫, ବାରବେଳା – ଦିବା ୧୦/୦୭/୪୦ ରୁ ୧୧/୪୬/୩୩, କାଳରାତ୍ରି-  ରାତ୍ରି ୦୧/୦୭/୪୪ ରୁ ୦୨/୨୮/୫୩

ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ଓ କ'ଣ ରହିଛି ଆପଣଙ୍କ ରାଶିରେ..

ମେଷ:-

ଅଶ୍ୱନୀ – ସରକାରୀ  ସାହାର୍ଯ୍ୟରୁ ଅର୍ଥ ଲାଭ ହୋଇପାରେ ।
ଦ୍ୱିଜା – ଆୟିନି ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରିପାରନ୍ତି ।
କୃତିକା –ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ ।
ପ୍ରତିକାର -  ବଗଳାମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ ।
 

ବୃଷ:-
କୃତିକା  -ଗୁରୁ ଦୃଷ୍ଟି ଲାଭ କରି ପାରନ୍ତି ।
ରୋହିଣୀ – ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ ।
ମୃଗଶିରା –ରଚନାତ୍ମକ କାର୍ଯ୍ୟରୁ ପ୍ରଂଶସିତ ହେବେ ।
ପ୍ରତିକାର –ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ ।
 

ମିଥୁନ:-
ମୃଗଶିରା  - ଭାତୃ ସଂପର୍କରେ ଉନ୍ନତି ଘଟିବ ।
ଆଦ୍ରା -  ରାଜନୈତିକ ପୃଷ୍ଟ ପୋଷକତା ଲାଭ କରିବେ ।
ପୁନର୍ବସୁ -  ସାସୃତିକ ପରିବେଶରେ ଯୋଗଦାନ କରିବେ ।
ପ୍ରତିକାର –ପ୍ରଭୁ ନାରାୟଣଙ୍କୁ ତୁଳସୀ ପତ୍ର ଚଢାନ୍ତୁ ।
 

କର୍କଟ:-
ପୁନର୍ବସୁ -  ସପଂର୍କ ଓ ସନ୍ତାନ ମଧ୍ୟ ରେ ବ୍ୟତିକ୍ରମ ଘଟିବାର ଆଶଙ୍କା ରହିଛି ।
ପୁଷ୍ୟା – କ୍ରନିକ ରୋଗର ପିଡା ପ୍ରତି ସାବଧାନ ରହିବା ଦରକାର ।
ଅଶ୍ଳେଷା –  ସନ୍ଦେହ ଓ ଭୁଲ ବୁଝାବଣାରୁ ପାରିବାରିକ କଳହ ସୃଷ୍ଟି ହୋଇପାରେ ।
ପ୍ରତିକାର –   ହନୁମାନ ଚାଳିଶା ପାଠ କରନ୍ତୁ ।
 

ସିଂହ:-
ମଘା –  ନିଜ ମନକୁ ସାନ୍ତନା ଦେବେ ।
ପୂ , ଫାଲଗୁନୀ -  ଧାର୍ମିକ ଭାବନାରେ ଶାନ୍ତି ପାଇବେ ।
ଉ ,ଫାଲଗୁନୀ – ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ ।
ପ୍ରତିକାର –ମାତଙ୍ଗିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

କନ୍ୟା:-
ଉ , ଫାଲଗୁନୀ – ସ୍ଥଗିତ କାର୍ଯ୍ୟ ତ୍ୱରାନିତ ହେବ । 
ହସ୍ତା -  ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ ।
ଚିତ୍ରା –ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ ।
ପ୍ରତିକାର -  ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
 

ତୁଳା:- 
ଚିତ୍ରା – ସହକର୍ମୀଙ୍କ ସହିତ ମଧୁର ସଂପର୍କ ରହିବ ।
ସ୍ୱାତୀ – ବେପାର ବୃତିରେ ସଫଳତା ହାସଲ କରିବେ ।
ବିଶାଖା –ନିକଟସ୍ଥ ସହରକୁ ବୁଲି ଯାଇପାରନ୍ତି ।
ପ୍ରତିକାର – କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

ବିଛା:-
ବିଶାଖା -  ପ୍ରତିବାଦର ସାମନା କରିବାକୁ ପଡିପାରେ ।
ଅନୁରାଧା – ବନ୍ଧୁ ମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖା ଦେଇପାରେ ।
ଜ୍ୟେଷ୍ଠା  –  ଅସ୍ଥିରତା ଭିତରେ ସମୟ କାଟିବେ ।
ପ୍ରତିକାର –  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ ।
 

ଧନୁ:-
ମୂଳା –ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ ।
ପୂ , ଷାଢା –ଖୁସିରେ ଆପଣ ଅଧିକ ଖର୍ଚ୍ଚ କରିପାରନ୍ତି ।
ଉ , ଷାଢା –ସୁଆଦିଆ ଖାଦ୍ୟ ଭୋଜନ କରିବାର ସୁଯୋଗ ପାଇପାରନ୍ତି ।
ପ୍ରତିକାର – ଶିବଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।

ମକର:-
ଉ , ଷାଢା -  ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।
ଶ୍ରବଣା –ବଡ କଂପାନି ରେ ଚାକିରି ପାଇଁ ସୁଯୋଗ ଆସିପାରେ ।
ଧନିଷ୍ଠା –ଆପଣଙ୍କ କାମ ଅନ୍ୟକୁ ଖୁସି ଦେଇପାରେ ।
ପ୍ରତିକାର – ଜଗନ୍ନାଥଙ୍କର ପୂଜାର୍ଚ୍ଚନା କରନ୍ତୁ ।
 

କୁମ୍ଭ:-
ଧନିଷ୍ଠା -  ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ ।
ଶତଭିଷା – ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ ।
ପୂ , ଭାଦ୍ରପଦ –  ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।
ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ ।
 

ମୀନ:-
ପୂ , ଭାଦ୍ରପଦ - ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସ୍ଥିତି ରହିପାରେ ।
ଉ , ଭାଦ୍ରପଦ-  ସାଂସାରିକ ସମସ୍ୟା ଘେରି ରହିବ ।
ରେବତୀ –ବରମ୍ବାର ସ୍ୱାସ୍ଥ୍ୟଗତ ସମସ୍ୟା ଚିନ୍ତାର କାରଣ ହେବ ।
ପ୍ରତିକାର – ହଳଦିଆ ରଙ୍ଗର ଭୋଗ ଲଗାଇ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ।