ସଂକ୍ଷେପରେ ଆଜିର ତାଜା ଖବର - Thursday, 02 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ସାଇବର ଠକଙ୍କ ଆତଙ୍କ ! ଗୋଟିଏ କଲ୍‌ରେ ଉଡ଼ାଇ ନେଲେ ଲକ୍ଷାଧିକ ଟଙ୍କା

ଯେଉଁ ନମ୍ବରରେ ମେସେଜ ଆସିଥିଲା ସେ ନମ୍ବରକୁ ଫୋନ କରିବା ପରେ ସେ ତାଙ୍କ ଠାରୁ ଚତୁରତାର ସହ SBI ୟୋନୋର ଆଇଡି ପାସୱାର୍ଡ ମାଗି ନେଇଥିଲେ । More

କାହିଁକି କାଟିଲ ଗଛ, ସାଧାରଣ ପ୍ରଶାସନ ବିଭାଗକୁ ଜବାବ ତଲବ

କୁନି କୁନି ସ୍କୁଲ ପିଲାଙ୍କୁ ଗଛକଟା ଯାଇଥିବା ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ରଙ୍ଗତୂଳୀରେ ପରିବେଶ ସଚେତନତାର ଚିତ୍ର ଅଙ୍କାଯାଇ କରାଯାଇଛି ଅଭିନବ ଢଙ୍ଗରେ ପ୍ରତିବାଦ More

ଛିଣ୍ଡୁନି ପରିକ୍ରମା ପ୍ରକଳ୍ପ ବିବାଦ ! ବେଆଇନ୍‌ ନିର୍ମାଣ କାମକୁ ନେଇ ଜିଦ୍‌ରେ ଅଟଳ ସରକାର

ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା । More

ପ୍ରେମକୁ ସ୍ୱୀକାର କଲାନି ପରିବାର, ପୋଲିସକୁ ସୁରକ୍ଷା ମାଗିଲେ ପ୍ରେମୀଯୁଗଳ

ଭୁବନେଶ୍ୱର ଏୟାରପୋର୍ଟରେ ପ୍ରେମକୁ ନେଇ ହାଇଡ୍ରାମା । ପ୍ରେମୀଯୁଗଳଙ୍କୁ ଏସ୍କର୍ଟ କରି ଆଣିଲା ପୋଲିସ । ପାଠ ପଢିବା ବେଳେ ଯୁବକ-ଯୁବତୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । More

ସାବିତ୍ରୀ ପରଦିନ ସ୍ତ୍ରୀ ଚମ୍ପଟ, ଶାଢୀ ଧରି କାନ୍ଦୁଛି ସ୍ୱାମୀ

ଏହାରି ଦୁଃଖରେ ଏବେ ରାହୁଲ ରାତି ଦିନ କାନ୍ଦୁଛନ୍ତି। ସ୍ତ୍ରୀଙ୍କ ଫଟୋ ଦେଖି ତାଙ୍କୁ ଝୁରୁଛନ୍ତି।   More

ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ, ଜିଲ୍ଲାପାଳ-ଟାଟା ପ୍ରୋଜେକ୍ଟ -OBCC ନାଁରେ ଥାନାରେ ମାମଲା

ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ । More

କିନ୍ନରଙ୍କ ଫ୍ୟାଶନ ଶୋ ! ୫୦ କିନ୍ନର ଚାଲିରେ ରାମ୍ପରେ, ଦର୍ଶକଙ୍କ ହୃଦୟ କିଣିଲେ

କିନ୍ନର ମାନଙ୍କୁ ଏହା ଏକ ପ୍ରକାର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରୋତ୍ସାହନ ବୋଲି ଅନେକ ମତ ଦେଇଛନ୍ତି । More

''ଆମକୁ ଏକାଠି ରହିବାକୁ ରହିବାକୁ ଦିଅ''

ଆଜି ବେଙ୍ଗାଳୁରୁରୁ ଉଭୟେ ଆସୁଥିବା ବେଳେ ଅସୁରକ୍ଷିତ ଅନୁଭବ କରିଥିଲେ। More

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଟ୍ୱିଷ୍ଟ ! ବର୍ଷାଙ୍କୁ ହାଇକୋର୍ଟଙ୍କ ବଡ଼ ଝଟ୍‌କା

ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ କହିଥିଲେ ଅନୁଭବ । More

ଶ୍ରୀମନ୍ଦିର ପ୍ରକଳ୍ପ ମାମଲାର ରାୟ ସଂରକ୍ଷିତ,ଆସନ୍ତାକାଲି ଶୁଣାଣି

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଥିଲା । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ । ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । More

ପୁଣି ଆତଙ୍କୀ ଖେଳିଲେ ରକ୍ତର ହୋଲି : ଜମ୍ମୁ କାଶ୍ମୀରରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା

ଜମ୍ମୁ କାଶ୍ମୀରରେ ଥମୁନି ଟାର୍ଗେଟ କିଲିଂ । ଜଣକ ପରେ ଜଣଙ୍କ ଜୀବନ ନେଉଛନ୍ତି ଆତଙ୍କୀ । More

କଂଗ୍ରେସ ନବ ସଂକଳ୍ପ ଶିବିରରେ ଅନୁପସ୍ଥିତିର କାରଣ ଜଣାଇଲେ ତାରା

ନବ ସଂକଳ୍ପ ଶିବିରରେ ତିନି ବିଧାୟକ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ରମେଶ ଜେନାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଯୋର ଧରିଛି। ସ୍ୱାସ୍ଥ୍ୟଗତ କାରଣରୁ ଗତକାଲି ସଂକଳ୍ପ ଶିବିରରେ ଯୋଗ ଦେଇପାରିନଥିଲି ବୋଲି ତାରା ବାହିନୀପତି ନିଜ ପ୍ରତିକ୍ରିୟାରେ କହିଛନ୍ତି । More

ସାଧାରଣ ଜନତାଙ୍କୁ ଝଟକା : ଆଜି ପୁଣି ବଢ଼ିଲା ସୁନା ଓ ରୂପା ଦର

ଗତକାଲି କମିଥିଲା, ଆଜି ବଢ଼ିଲା ସୁନା ଦର More

ମୁମ୍ବାଇରେ ଉପରମୁହାଁ କୋଭିଡ୍‌ ଗ୍ରାଫ୍‌, ଦିନକରେ ସଂଖ୍ୟା ୭ ଶହ ପାର..

ପୁଣିଥରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମହାମାରୀ କରୋନା ତା’ର କାୟାବିସ୍ତାର କରିବା ଆରମ୍ଭ କରିଛି। ପଜିଟିଭିଟି ରେଟ୍ ୮.୪ ପ୍ରତିଶତକୁ ବୃଦ୍ଧିପାଇଛି । More

ବାଜିବ ଶାହାନାଇ, ହୋମନିଆଁ ଜଳିବ : ବିବାହରେ ରହିବନି ବର, ନିଜକୁ ନିଜେ ବାହାହେବେ କ୍ଷମା

ନିଜ ପ୍ରେମରେ ପାଗଳ କ୍ଷମା । ନିଜକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । More

ରସୁଲଗଡ଼ ଓଭରବ୍ରିଜରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି। More

ଚଉଠି ରାତିରେ ବିଦ୍ୟୁତ୍‌ ଚାଲିଗଲା ପରେ ଛାତରେ ଶୋଇପଡ଼ିଲା ବର : ତଳେ କାଣ୍ଡ କରିଦେଲା କନ୍ୟା

ବିବାହ ପରେ ଶାଶୂଘରୁ ଟଙ୍କା, ସୁନା, ଗହଣା ଧରି ଫେରାର ମାରିଲା କନ୍ୟା । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ । ମେ' ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟଳୟ । More

Daily Horoscope 2nd June: କଣ ରହିଛି ଆଜି ଆପଣଙ୍କ ଭାଗ୍ୟରେ, ଜାଣନ୍ତୁ..

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ତିଥି – ୩ୟା ରାତ୍ର ୧୨/୧୭/୨୪ ଗତେ ୪ର୍ଥୀ । ଚନ୍ଦ୍ର -  ମିଥୁନ ଅହୋରାତ୍ର । ଘାତ ଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର । ଘାତ ବାର - ତୁଳା,  କୁମ୍ଭ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା  ୦୪/୦୩/୫୨ ଗତେ ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ । More

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ତିଆରି ପାଇଁ କାହିଁକି ୪ଟି ଭେଣ୍ଡରଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର?

କର୍ପୋରେଟ୍ ପ୍ରୀତି ଯୋଗୁ ସରକାର ରାଜ୍ୟର ୨୦ ହଜାରରୁ ଅଧିକ ନମ୍ବର ପ୍ଲେଟ୍ ଓ ଷ୍ଟିକରିଂ ଆର୍ଟିଷ୍ଟଙ୍କ ପେଟକୁ ନାତ ମାରୁଛନ୍ତି।  More

କ୍ୱାରେଣ୍ଟାଇନ୍‌ ସମୟରେ ଦାଦନ ଶ୍ରମିକଙ୍କୁ ବୁଝାଇଥିଲେ ସୁଜିତ, ଏବେ ଜଣେ ଜଣେ ସଫଳ କୁକୁଡ଼ା ଚାଷୀ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲି, ବାଘଝରନ, ନାନ୍ଦୁପଲା, ଡମନିମାଲ ଏବଂ ଭଟଲି ଭଳି ଅନେକ ଗାଁର ଦାଦନ ଶ୍ରମିକଙ୍କୁ ମିଳିଛି ସରକାରୀ ସହୟତା । ହିତାଧିକାରୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ରଏଲର କୁକୁଡ଼ା ଚାଷ ପାଇଁ ସହଯୋଗ କରାଯାଇଛି । More

ଭୁବନେଶ୍ୱରରେ ଅଭିନେତ୍ରୀ-ଓଲା ଡ୍ରାଇଭର ମୁହାଁମୁହିଁ !

ଯଦି କାର୍‌ରେ ଆସିବା ପାଇଁ ସାମର୍ଥ୍ୟ ନାହିଁ ତାହାହେଲେ ଅଟୋରେ ଆସନ୍ତୁ। More

ଡାକ୍ତରଖାନାରୁ ମିଳୁନି ଜନ୍ମ ପ୍ରମାଣପତ୍ର ! ଏଡିଏମ୍‌ଓ ବାଢ଼ୁଛନ୍ତି ଅଜବ ଯୁକ୍ତି , ଶୁଣିଲେ ଆଶ୍ଚର୍ଯ୍ୟ ହେବେ

୫ ବର୍ଷ ବିତିଗଲା ପଛରେ ମିଳିପାରୁନି ଜନ୍ମ ପ୍ରମାଣପତ୍ର । ୭୦ରୁ ୮୦ଥର ଆସିଲେଣି ଅଫିସକୁ । କିନ୍ତୁ ନାନା ଆଳ କରି ତାଙ୍କୁ ଫେରାଇ ଦିଆଯାଉଛି । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନଥମୁଣୁ ପୁଣି ତେଜିଲାଣି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁରପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗ

ଯେପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ କାର୍ଯ୍ୟକାରୀ ହେଉଛି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ସମାନ ପ୍ରାବଧାନ ପାଇଁ ନୂଆ ଅଧ୍ୟାଦେଶ ଅଣାଯାଇଛି । More