ସଂକ୍ଷେପରେ ଆଜିର ତାଜା ଖବର - Sunday, 24 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅଫଲାଇନ୍‌ରେ ହେବ ଏକଜାମ୍‌: ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ କରୋନା ସଂକ୍ରମଣ ହେବ ଚାଲେଞ୍ଜ୍‌

ଚଳିତ ବର୍ଷ ମାଟ୍ରିକ୍‌ରେ ୫ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। More

ପଦ୍ମଶ୍ରୀ ବୀଣାପାଣି ମହାନ୍ତଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି। More

ଘନଘନ ବିଦ୍ୟୁତ୍ କାଟକୁ ନେଇ ତେଜୁଛି ଅସନ୍ତୋଷ: ଜଳସ୍ତର ଠିକ୍ ଥାଇ ବି କ୍ଷମତାର ୪ ଭାଗରୁ ମାତ୍ର ଭାଗେ ହେଉଛି ବିଦ୍ୟୁତ୍ ଉତ୍ପାଦନ

ହାଇଡ୍ରୋ ପାଓ୍ୱାର ଉତ୍ପାଦନରେ ବିଫଳତା ହିଁ ଏକ ବଡ଼ କାରଣ ବୋଲି କୁହାଯାଉଛି । More

'ମୋ ସହ ୨ ବର୍ଷ ସମ୍ପର୍କ ରଖି ଛାଡିଦେଲେ, ସବୁ ପ୍ରମାଣ ରଖିଛି'

 ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ More

ଉତ୍ପାତ କରୁଛନ୍ତି ବାଲି ମାଫିଆ ! ଲୁଟୁଛନ୍ତି ଟ୍ରକ ଟ୍ରକ ବାଲି...

ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି... More

ଓଡ଼ିଆ ଟିଭି ସିରିଏଲ୍ ଅଭିନେତା ଥାନାରେ ଅଟକ

ଥାନାରେ ଅଟକ ଓଡ଼ିଆ ଟିଭି ସିରିଏଲ୍ ଅଭିନେତା। ଓଡ଼ିଆ ସିରିଏଲ୍‌ରେ ଅଭିନୟ କରିଥିବା ସୁମନଙ୍କ ବିରୋଧରେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି।  More

୪୦ ଡିଗ୍ରୀ ଉପରେ ୬ ସହର : ସର୍ବାଧିକ ଉତ୍ତପ୍ତ ସହର ଭୁବନେଶ୍ୱର

ଦିନ ୨ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି । More

ରହସ୍ୟ ଘେରରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ସାମ୍ନାକୁ ଆସିଲା ଚାଟିଂ

ବିଦେଶରେ ଥିବା ଜଣେ ବନ୍ଧୁଙ୍କ ସହ ନିଶାନ୍ତଙ୍କ ମୋବାଇଲ୍ ଚାଟିଂ ଏବେ ସାମ୍ନାକୁ ଆସିଛି। କଲେଜରେ କିଭଳି ରାଗିଂ ଚାଲିଥିଲା ସେନେଇ ଚାଟିଂରେ ନିଶାନ୍ତ ବନ୍ଧୁଙ୍କ ଶେୟାର କରିଥିବା ଦେଖିବାକୁ ମିଳିଛି।  More

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେପି ପକ୍ଷରୁ ଆଜି ଥାନା ଆଗରେ ଧାରଣା ଦିଆଯାଇଛି More

‘ମୋ ମୃତଦେହ ତୋ ବିବାହ ଉପହାର ’ : ହୃଦୟ କାନ୍ଥରେ ଅକୁହା ପ୍ରେମକୁ ଜାବୁଡ଼ି ଜୀବନ ହାରିଲେ ଯୁବକ

ଏକତରଫା ପ୍ରେମରୁ ଆତ୍ମହତ୍ୟା । ପ୍ରେମିକାର ବିବାହ ହୋଇଯିବା ପରେ ଜୀବନ ହାରିଦେଲେ ଯୁବକ । More

ଅନୁପଯୁକ୍ତ ସ୍କୁଲ୍‌ ବସ୍ ଉପରେ ନଜର ରଖ: STA

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍‌ ଗୁଡ଼ିକର ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେବାକୁ STA(State Transport Authority ) ଅପିଲ କରିଛି। More

୧୧ OASଙ୍କ ବଦଳି, ପ୍ରକାଶ ପାଇଲା ବିଜ୍ଞପ୍ତି

୧୧ ଜଣ ଓଡ଼ିଶା ପ୍ରଶାସନିକ ସେବା(OAS) ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ବଦଳି କରାଯାଇଛି। More

ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ..୩ ଗିରଫ

ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ । More

ଘର ଉପରକକୁ ବୋମାମାଡ଼; ଜଣେ ଆହତ

ଘର ଉପରକୁ ବୋମା ମାଡ । ପୁରୀର ଏନ୍‌ଫୋର୍ସମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । More

ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅତିରିକ୍ତ ତହସିଲଦାର, ହେଲେ ଜାଣି ନଥିଲେ ଏମିତି ହେବ....

ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଅତିରିକ୍ତ ତହସିଲଦାର। ଏପରିକି ସମ୍ପୃକ୍ତ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ, ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। More

ଓଲଟିଲା ଯାତ୍ରୀବାହୀ ବସ୍; ୨୫ ଆହତ

ବସ୍ ଓଲଟି ୨୫ ଆହତ । ୧୬ ନମ୍ବର ଜାତୀୟ ରାଜପଥରେରେ ଘଟିଛି ଏହି ଦୁର୍ଘଟଣା । ଗଂଜାମ ଜିଲ୍ଲା ରମ୍ଭା ପେଟ୍ରୋଲ ପମ୍ପ ନିକଟରେ ବସ୍ ଓଲଟି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । More

ରାଜଧାନୀରେ ଡବଲ୍‌ ମର୍ଡର, ଘର ଭିତରୁ ମିଳିଲା ୨ ମହିଳାଙ୍କ ମୃତଦେହ

ରାଜଧାନୀରେ ଡବଲ୍‌ ମର୍ଡର। ଘର ଭିତରୁ ଜଣେ ମହିଳା ଓ ତାଙ୍କ ସାନ ଭଉଣୀଙ୍କ  ମୃତଦେହ ଉଦ୍ଧାର କରାଯାଇଛି।  More

ଗଞ୍ଜାମରେ ବିଜେଡି ନେତାଙ୍କୁ ମର୍ଡର ! ବିଲରୁ ମିଳିଲା ମୃତଦେହ

ଗଞ୍ଜାମ ଜିଲ୍ଲାରେ ୨ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। More

ପାଣିପାଗ ବିଭାଗର ସତର୍କ ସୂଚନା; ଆସନ୍ତା ୨୫ରୁ ୨୭ ବର୍ଷିବ ନିଆଁ !

ରାଜ୍ୟରେ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ୩ ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । More

ଆଗମୀ ରଣନୀତି କଣ ରହିଛି?: ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ମାଗିଲେ ନବୀନ

ଗୋଟିଏ ପଟେ ବିଜେଡିକୁ ସଙ୍ଗଠନ ମଜଭୁତ୍ କରିବା ଚିନ୍ତା ଘାରିଥିବା ବେଳେ ଟେନସନ୍ ବଢାଉଛି ଅନ୍ତର୍ଦ୍ୱନ୍ଦ୍ୱ। More

ଆଶିଷ ଠାକ୍‌ରେଙ୍କ ସ୍ଥାନରେ ହାଜର ହେବେ ସୁପ୍ରିମକୋର୍ଟ ଓକିଲ

ଆଦିବାସୀ ବିରୋଧୀ ଅଫିସରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛି କଂଗ୍ରେସ। More

ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ଅଘୋଷିତ ପାୱାରକଟ୍‌ ?

ପ୍ରଶ୍ନ, ବିଦ୍ୟୁତ୍ ବଳକା ରାଜ୍ୟ ହେବା ସତ୍ତ୍ୱେ କାହିଁକି ବିଜୁଳି କାଟ୍ ହେଉଛି ? More

ରାଜଧାନୀରେ ନିଆଁ ବର୍ଷା : ୪୧.୭ ଡ଼ିଗ୍ରୀ ସହ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଭୁବନେଶ୍ୱର

ତତଲା ତାଓ୍ୱା, ତତଲା ହାଓ୍ୱା । ବର୍ଷୁଥିବା ନିଆଁରେ ଜଳୁଛି ରାଜଧାନୀ । ପଥଚାରୀଙ୍କ ପାଇଁ ପ୍ରାଣ ଛାଡ଼ିଗଲା ଭଳି ସ୍ଥିତି । More

ଡ୍ରାଇଭର ଅଶୋକ ସାହୁଙ୍କ ସହ ମୋର ସମ୍ପର୍କ ଭାଇ-ଭଣଣୀ ପରି

ଗତ ୪ ବର୍ଷ ଧରି ସେ ପରକୀୟା ସମ୍ପର୍କରେ ରହିଆସୁଛନ୍ତି। More