Advertisment

ରାଜଧାନୀରେ ଡବଲ୍‌ ମର୍ଡର, ଘର ଭିତରୁ ମିଳିଲା ୨ ମହିଳାଙ୍କ ମୃତଦେହ

ରାଜଧାନୀରେ ଡବଲ୍‌ ମର୍ଡର। ଘର ଭିତରୁ ଜଣେ ମହିଳା ଓ ତାଙ୍କ ସାନ ଭଉଣୀଙ୍କ  ମୃତଦେହ ଉଦ୍ଧାର କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Double Murder In Bhubaneswar

Double Murder In Bhubaneswar

ରାଜଧାନୀରେ ଡବଲ୍‌ ମର୍ଡର। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡରୁ ୨ଟି ମୃତଦେହ ଉଦ୍ଧାର ହୋଇଛି। ସରକାରୀ ମେଡିକାଲ ନିକଟ EWS- ୨୩/୪ ଘର ଭିତରୁ ଜଣେ ମହିଳା ଓ ତାଙ୍କ ସାନ ଭଉଣୀଙ୍କ  ମୃତଦେହ ଉଦ୍ଧାର କରାଯାଇଛି। 

Advertisment

ହତ୍ୟା ସନ୍ଦେହରେ ମହିଳାଙ୍କ ସ୍ୱାମୀ ବିଜୟ ସେଠୀଙ୍କୁ ଥାନାରେ ଅଟକ ରଖାଯାଇଛି। କିଏ ଓ କାହିଁକି ବିଜୟଙ୍କ ସ୍ତ୍ରୀ ଏବଂ ତାଙ୍କ ଭଉଣୀଙ୍କୁ ହତ୍ୟା କଲା ତାର କାରଣ ଜଣାପଡ଼ିନି। 

ସେପଟେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡି ଗାଁରେ ୨ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।  

Advertisment
Murder In Bhubaneswar Double Murder In Bhubaneswar
Advertisment
Advertisment