ସଂକ୍ଷେପରେ ଆଜିର ତାଜା ଖବର - Sunday, 03 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଡ଼ଠାକୁରଙ୍କ ଶ୍ରୀମନ୍ଦିରରେ ସାଂଘାତିକ ଦୁଃସାହସ: କିଏ ଭାଙ୍ଗିଲା 'ଜଗା'ର ଚୁଲି?

ହେଲେ ରାତିରେ କିଏ ଏଭଳି କାଣ୍ଡ କଲା-ସବୁ ଅସ୍ପଷ୍ଟ। More

ସିନ୍ ରିକ୍ରିଏସନ୍ ଓ ଜେରା ସତ୍ତ୍ୱେ ସ୍ପଷ୍ଟ ହେଲାନି ମାନସଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ : ଆଶଙ୍କାରେ କ୍ରାଇମବ୍ରାଞ୍ଚର, ଚିପ୍ ମିଳିବା ଆଶା କମ୍

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ଆଣ୍ଡ କୋଙ୍କ ସରିଲା ପ୍ରଥମ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ । ଏବେ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡକୁ ସାମ୍ନା କରିବେ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । କାଲିଠୁ ଆରମ୍ଭ ହେବ ୩ଦିନିଆ ରିମାଣ୍ଡ ଅବଧି More

ବଢିଲା ଶର୍ମିଷ୍ଠାଙ୍କ ରିମାଣ୍ଡ ଅବଧି

୫ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଅନୁରୋଧ କରିଥିଲା। More

ମାନବିକତାର ମହାନ ଉଦାହରଣ; ମାଲିକ ମରିଯିବା ପରେ ଶବ ଆଗରେ ଜଗି ରହିଲା କୁକୁର

ମଣିଷ ଏବଂ ପଶୁ ଭିତରେ ପ୍ରେମର କରୁଣ ଚିତ୍ର । ଜୀବନ ଥିବା ବେଳେ ସାଥିରେ ବୁଲୁଥିଲା କୁକୁର , ହେଲେ ମାଲିକ ମରିଗଲା ପରେ ମଧ୍ୟ ଘଣ୍ଟା ଘଣ୍ଟା ଶବ ପାଖରେ ଜଗି ବସିଲା କୁକୁର । More

ଖେଳିଗଲା ଆତଙ୍କ ! ରାଜଧାନୀ ପରେ କୋରାପୁଟ ରାସ୍ତାରୁ ମିଳିଲା ଖପୁରୀ

ପ୍ରମାଣ ନଷ୍ଟ ପାଇଁ ହତ୍ୟା କରି ପୋଡିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ଛାନ୍‌ଭିନ୍ ଚଳାଇଛି । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୋରାପୁଟ ଏସ୍‌ଡିପିଓ କହିଛନ୍ତି । More

ମାନସ ସ୍ୱାଇଁ ହତ୍ୟା ମାମଲା: କୋର୍ଟ ଅଭିମୁଖେ ବାହାରିଲା କ୍ରାଇମବ୍ରାଞ୍ଚ ଟିମ୍

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଚାନ୍ଦବାଲି JMFCରେ ହାଜର କରି କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ । More

ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା-ମାଆ: ମାଡ଼ ମାରିଲେ, ଘରୁ ବାହାର କରିଦେଲେ

ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହେଲେଣି ବୁଢା ବାପା-ମାଆ। ଶାଶୂଙ୍କୁ ଚାକରାଣୀ ବୋଲି ଖଟାଉଥିଲା ବୋହୂ। କଥା ମାନିଲାନି ବୋଲି ବୁଢୀ କାଳରେ ଦାଆ ଧରି ହାତ କାଟିଲା, ଘୋଷାରି ଘୋଷାରି ଘରୁ ବାହାର କରିଦେଲା...ସେପଟେ ବାପାର ଡ୍ରେସ୍‌ ଚିରି ଘରୁ ବାହାର କରିଦେଲା କଳିଯୁଗର କୁଳାଙ୍ଗାର ପୁଅ । More

ବାୟା କରୁଛି ସାର୍‌ଙ୍କ ବଂଶୀ ସ୍ୱର, ସ୍କୁଲ ଯିବା ପାଇଁ ତରତର କୁନି ପିଲା

କିମିଆ କରୁଛି ସାର୍‌ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍‌ଙ୍କ ବଂଶୀ ସ୍ୱର... More

୧୦ କୋଟିରୁ ଊର୍ଦ୍ଧ୍ୱ GST ଠକେଇ, ରାଉରକେଲା ସହର ଓ କଲୁଙ୍ଗାରେ ରେଡ୍

ରାଉରକେଲାରେ ଜିଏସ୍‌ଟି ଠକେଇ ଅଭିଯୋଗରେ କେନ୍ଦ୍ରୀୟ GST ଟିମ୍‌ର ରେଡ୍ । ୧୦ କୋଟିରୁ ଊର୍ଦ୍ଧ୍ୱ GST ଠକେଇ ହୋଇଥିବା ସୂଚନା । ଘରୋଇ ସଂସ୍ଥା ଟପ୍ ଟେକ୍ର କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ରେଡ୍ କରାଯାଇଛି । More

ମହାଦେବ ଶିବଙ୍କ ନାଁରୁ ଆସିଛି ଭୁବନେଶ୍ୱର ! ଏପ୍ରିଲ ୧୩-୧୫ ଯାଏଁ ରାଜଧାନୀ ଦିବସ

୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖ ଦିନ, ‘ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ’ ଭାବରେ ପାଳନ କରାଯାଏ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । More

ଶ୍ରୀମନ୍ଦିର ଚାରିପାଖେ ଖନନ କାର୍ଯ୍ୟ: ଥମୁନି ବିବାଦ ! କୁଆଡ଼େ ଗଲା ମାଟି, କ’ଣ ହେଉଛି ନିର୍ମାଣ ?

ନିର୍ମାଣ ବେଳେ ଶ୍ରୀମନ୍ଦିର ଚାରିପଟୁ ବହୁ ମାଟି କାଢ଼ି ନିଆଯାଇଛି । ସେସବୁ ଗଲା କୁଆଡ଼େ ? ତାକୁ ନେଇ ବି ନାନା ପ୍ରଶ୍ନ । ଅପରପକ୍ଷେ ଏବେ ବି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ଓ ଶଙ୍କା ରହିଛି । More

ଆଜିଠାରୁ ଆରମ୍ଭ ହେଉଛି ରମଜାନ ମାସ, ରୋଜା ରଖିବେ ମୁସଲମାନମାନେ ଭାଇ ଭଉଣୀ

ଆଜିଠାରୁ ଆରମ୍ଭ ହେଉଛି ରମଜାନ ମାସ। ଇସଲାମରେ ରମଜାନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାସ। ଏହି ପୂରା ମାସଟି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଉପବାସ କରାଯାଏ। ହିଜ୍ରି କ୍ୟାଲେଣ୍ଡର ଅନୁଯାୟୀ ନବମ ମାସ ହେଉଛି ରମଜାନ। ଇସଲାମିକ ସମ୍ପ୍ରାଦାୟର ବିଶ୍ଵାସ ଅନୁଯାୟୀ, ଏହି ମାସରେ ଉପବାସ କରୁଥିବା ଲୋକମାନେ ଆଶୀର୍ବାଦ ପ୍ରାପ୍ତି ହୁଅନ୍ତି। More

BIG BREAKING ! ଶ୍ରୀମନ୍ଦିର ରୋଷ ଘରେ ୪୦ ଚୁଲା ଭଙ୍ଗିଲା

ପୁରୀ ଶ୍ରୀମନ୍ଦିର ରୋଷ ଘରେ ୪୦ରୁ ଊର୍ଦ୍ଧ୍ୱ ଚୁଲା ଭଙ୍ଗାରୁଜା ହୋଇଥିବା ସୂଚନା । କିଏ ଓ କାହିଁକି ରୋଷଘର ଚୁଲା ଭାଙ୍ଗିଲା ତାହା ସ୍ପଷ୍ଟ ହୋଇନି । More

ନାଁ କୁମାତ୍ର ଇଏସ୍‌ଆଇ ହସ୍ପିଟାଲ, ସ୍ୱାସ୍ଥ୍ୟସେବା କଥା ନହିବା ଭଲ

କେନ୍ଦୁଝରର ବଡ଼ବିଲ ଅଞ୍ଚଳରେ ଥିବା କିଛି ଡାକ୍ତରଖାନା ଉପରେ ଆମର ନଜର ପଡ଼ିଥିଲା । ଯେଉଁଠି କେବଳ କାଗଜପତ୍ରରେ ଚାଲିଛି ସ୍ୱାସ୍ଥ୍ୟସେବା । More

ଆସୁଛି ଆଉ ଏକ ଲଘୁଚାପ: IMD

ପୁଣି ଆସୁଛି ଆଉ ଏକ ଲଘୁଚାପ । ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ବାୟୁମଣ୍ଡଳର ଉପରି ଭାବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । More

ମାନସ ହତ୍ୟା ମାମଲା, ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର ହେବେ ଅଭିଯୁକ୍ତ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ କ୍ରାଇମବ୍ରାଞ୍ଚ ରିମାଣ୍ଡ ସରିଛି । ଆଜି ଅଭିଯୁକ୍ତ ମାନଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ । ତେବେ ଏହି ଘଟଣାରେ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମ ବ୍ରାଞ୍ଚ । More

ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ

ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନ ଯିବା ପରେ ପଦ ଥିଲା ଖାଲି । More

କିଏ ସତ କହୁଛି କିଏ ମିଛ ? କ’ଣ ୪ଟି ଟୟଲେଟ୍‌ ପାଇଁ ଖୋଳାଯାଇଛି ୩୦ ଫୁଟ୍‌ର ଖାଲ ?

ଗୁରୁବାର ପାର୍ଲାମେଣ୍ଟରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଥିବା ତଥ୍ୟକୁ ନେଇ ସୃଷ୍ଟି ହୋଇଛି ହଇଚଇ, ବଢୁଛି ବିରୋଧ । ହେଲେ ଆଜି ନିଜର ସେ ତଥ୍ୟ ସପକ୍ଷରେ ସଫେଇ ଦେଇ ପିନାକୀ କହିଛନ୍ତି- ତାଙ୍କ ମନ୍ତବ୍ୟକୁ ମାତ୍ର କିଛି ଲୋକ ଗ୍ରହଣ କରୁନାହାନ୍ତି । More

ସାତିର୍‌ ନୁହେଁ ମହା ସାତିର ଥିଲା ନିରଞ୍ଜନ, ମର୍ଡର ପ୍ଲାନ୍‌ର ମାଷ୍ଟର ମାଇଣ୍ଡ

ସେଦିନ ଥିଲା ଫେବ୍ରୁୟାରୀ ୭ । ଚାନ୍ଦବାଲି ପଳାସପୁରରୁ ସକାଳୁ ମାନସଙ୍କୁ ଅପହରଣ କରି ଦୟାଲ ଆଶ୍ରମକୁ ଆଣିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ । More

ଦିନେ କଂଗ୍ରେସର ବାହୁବଳି ବିଧାୟକ ଥିଲେ, ଏବେ ଜୀବନ ସାରା ରହିବେ ଜେଲ୍‌ରେ

ଉଭୟ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । More

‘ସାଂସଦ ପିନାକୀ ମିଶ୍ର ଯେଉଁ ଯାହା ଦେଖାଉଛନ୍ତି ତାହା ASIର NOC ନୁହେଁ, କେବଳ NMAର ଚିଠି’

୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି । More

ଶ୍ରୀମନ୍ଦିର ଚାରିପାଖେ ଖନନ କାର୍ଯ୍ୟକୁ ନେଇ ଯାହା କହିଛି ସତ କହିଛି: ପିନାକୀ ମିଶ୍ର

କିଛି ବି ମିଛ କହିନାହିଁ । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ । More