ତତଲା କଢ଼େଇରେ ସିଝୁଛି ସାରା ଓଡ଼ିଶା । ୪୨ ଡିଗ୍ରୀ ପାଖରେ ପହଞ୍ଚିଗଲା ରାଜ୍ୟରେ ତାତି। ଆଜି ରାଜ୍ୟର ୭ ସହରର ତାପମାତ୍ରା ୪୧ ଉପରେ ରହିଥିଲା। ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ହୋଇଥିବାବେଳେ ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣା ୪୧.୨ ଡିଗ୍ରୀ ରହିଥିଲା। ରାଜଧାନୀ ଭୁବନେଶ୍ବରରେ ତାପମାତ୍ର ୩୭.୨ ଏବଂ କଟକ ୩୮.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏମିତିକି ସକାଳ ୮ଟା ବେଳକୁ ରାଜଧାନୀରେ ତାମପାତ୍ରା ୩୦
Also Read