/odishatv-khabar/media/post_attachments/uploadimage/library/16_9/16_9_0/Elevator_1696511183.jpg)
Elevator
ଲିଫ୍ଟ ଭିତରେ ଫସିଗଲା କୁନି ଝିଅ । ଲକ୍ଷ୍ନୌର ଏକ ବିଲ୍ଡିଂରେ ଗୋଟିଏ ୭ ବର୍ଷର ଝିଅ ୨୦ ମିନିଟ୍ ଧରି ଫସି ରହିଥିବା ଦେଖିବାକୁ ମିଳିଥିଲା । ଲକ୍ଷ୍ନୌର ଜାନକୀପୁରମ୍ ଅଞ୍ଚଳରେ ଥିବା ଜନେଶ୍ବର ଏନକ୍ଲେଭ ଆପାର୍ଟମେଣ୍ଟରେ ଝିଅଟି ଫସି ରହି ଛଟପଟ ହୋଇଥିଲା । ତେବେ ୨୦ ମିନିଟ୍ ପରେ ଲିଫ୍ଟଟି ହଠାତ୍ ଖୋଲିବା ପରେ ଝିଅଟି ବାହାରକୁ ଆସିଥିଲା ।
Advertisment
#ଲିଫ୍ଟ_ଭିତରେ_ଫସିଗଲା_କୁନି_ଝିଅ
ଲକ୍ଷ୍ନୌର ଜାନକୀପୁରମ୍ ଅଞ୍ଚଳରେ ଥିବା ଏକ ବିଲ୍ଡିଂର ଲିଫ୍ଟରେ ଫସିଗଲା କୁନି ଝିଅ । ୨୦ ମିନିଟ୍ ଧରି ଫସି ରହିଲା ୭ ବର୍ଷର ଝିଅ ।#Lucknow#LiftStuck#OTVpic.twitter.com/j0n9IjDfBF— ଓଟିଭି (@otvkhabar) October 5, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)