Advertisment

ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା; ମାହାଙ୍ଗାରୁ ଲଢିବେ ଦେବେନ୍ଦ୍ର ସାହୁ...

ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ତୃତୀୟ ପର୍ଯ୍ୟାୟରେ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

ଅଦ୍ୟତନ ହୋଇଛି
Congress announces candidate list

Congress

Advertisment

ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା । ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ତୃତୀୟ ପର୍ଯ୍ୟାୟରେ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ମାହାଙ୍ଗାରୁ ଲଢିବେ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ଲଢିବେ ମନୋଜ ରଥ, ଭୁବନେଶ୍ବର ମଧ୍ୟରୁ ଲଢିବେ ପ୍ରକାଶ ଜେନା, ଭୁବନେଶ୍ବର ଉତ୍ତରରୁ ଲଢିବେ ଅଶୋକ ଦାସ । 

Advertisment


ପୂର୍ବରୁ ଘୋଷଣା ହୋଇଥିବା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା...

  • ଅତାବିରା- ଅଭିଷେକ ସେଠ
  • ତଳସରା- ଦେବେନ୍ଦ୍ର ଭିତରିଆ
  • କୁଚିଣ୍ଡା- କେଦାରନାଥ ବରିହା
  • ରେଙ୍ଗାଲି- ଦିଲୀପ କୁମାର ଦୁରିଆ
Advertisment

ଅଧିକ ପଢ଼ନ୍ତୁ: ବିଜେପିକୁ ଚେକ୍‌ ଦେବା ପାଇଁ କାମ ଦେବ ତ ନବୀନଙ୍କ କଣ୍ଟାବାଞ୍ଜି ଚାଲ୍‌ ?

  • ସମ୍ବଲପୁର- ଦୁର୍ଗାପ୍ରସାଦ ପାଢ଼ୀ
  • ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍
  • ଦେବଗଡ଼- ସେମ୍ ହେମ୍ବ୍ରମ୍
  • ତେଲକୋଇ- ନିର୍ମଳ ଚନ୍ଦ୍ର ନାଏକ
  • ଘଷିପୁରା- ସୁବ୍ରତ ଚକ୍ର
  • ଆନନ୍ଦପୁର- ଜୟଦେବ ଜେନା
  • ପାଟଣା- ହୃଷିକେଶ ନାଏକ
  • କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାୟକ
  • ଚମ୍ପୁଆ- ଯଶୋବନ୍ଦ ଲାଗୁରି
  • ଯଶିପୁର- ଶ୍ୱେତା ଛତର
  • ସାରସକଣା- ରାମକୁମାର ସୋରେନ
  • ରାଇରଙ୍ଗପୁର- ଯୋଗେନ୍ଦ୍ର ବଅଁର
  • ବାଙ୍ଗରିପୋଷି- ମୂରଲୀଧର ନାଏକ
  • କରଞ୍ଜିଆ- ଲକ୍ଷ୍ମୀଧର ସିଂ
  • ଉଦଳା- ଦୁର୍ଗାଚରଣ ଟୁଡୁ
  • ବାରିପଦା- ବାଦଲ ହେମ୍ବ୍ରମ୍
  • ମୋରଡ଼ା- ପ୍ରଭାସ କରମହାପାତ୍ର
  • ଭୋଗରାଇ- ସତ୍ୟଶିବ ଦାସ
  • ବସ୍ତା- ବିଜନ ନାୟକ
  • ରେମୁଣା- ସୁଦର୍ଶନ ଜେନା
  • ସୋର- ସୁବ୍ରତ ଧଡ଼ା
  • ସିମୁଳିଆ- ହିମାଂଶୁ ଶେଖର ବେହେରା
  • ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ
  • ଭଦ୍ରକ- ଅସିତ ପଟ୍ଟନାୟକ
  • ବାସୁଦେବପୁର- ଅଶୋକ କୁମାର ଦାସ
  • ଧାମନଗର- ରଞ୍ଜନ କୁମାର ବେହେରା
  • ଚାନ୍ଦବାଲି- ଅମୀୟ କୁମାର ମହାପାତ୍ର
  • ବିଞ୍ଝାରପୁର- କନକଲତା ମଲ୍ଲିକ
  • ବରୀ- ଆରତୀ ଦେଓ
  • ଧର୍ମଶାଳା- କିଷନ ପଣ୍ଡା
  • ଯାଜପୁର- ସୁଦୀପ କୁମାର କର
  • ଢେଙ୍କାନାଳ- ସୁସ୍ମିତା ସିଂଦେଓ
  • ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ
  • କାମାକ୍ଷାନଗର- ବିପ୍ରବର ସାହୁ
  • ପରଜଙ୍ଗ- ରଞ୍ଜିତ କୁମାର ସାହୁ
  • ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ
  • ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ
  • ଛେଣ୍ଡିପଦା- ନରୋତ୍ତମ ନାୟକ
  • ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ
  • ବୀରମହାରାଜପୁର- ପ୍ରଦୀପ ସେଠୀ
  • ସୋନପୁର- ପ୍ରିୟବ୍ରତ ସାହୁ
  • ଟିଟିଲାଗଡ଼- ବୀରେନ୍ଦ୍ର ବାଗ
  • ଖଡ଼ିଆଳ- କମଳଚରଣ ତାଣ୍ଡି
  • ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ
  • ବଡ଼ମ୍ବା- ସଞ୍ଜୟ କୁମାର ସାହୁ
  • ବାଙ୍କୀ- ଦେବାଶିଷ ପଟ୍ଟନାୟକ
  • ଆଠଗଡ଼- ମେହମୁଦ ଅହମ୍ମଦ ଖାନ୍
  • ଚୌଦ୍ୱାର-କଟକ - ମୀରା ମଲ୍ଲିକ
  • ନିଆଳୀ- ଜ୍ୟୋତିରଞ୍ଜନ ମଲ୍ଲିକ
  • କଟକ ସଦର - ରାମଚନ୍ଦ୍ର ଗୋଚ୍ଛାୟତ
  • ସାଲେପୁର - ଆକିବ ଉଜ୍ଜମାନ ଖାନ୍
  • ପାଟକୁରା- ରତିକାନ୍ତ କାନୁନଗୋ
  • ଆଳି- ଦେବସ୍ମିତା ଶର୍ମା
  • ପାରାଦୀପ- ନିରଞ୍ଜନ ନାୟକ
  • ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ
  • ବାଲିକୁଦା-ଏରସମା - ଇଂ ନଳିନୀ ସ୍ବାଇଁ
  • ପୁରୀ - ସୁଜିତ ମହାପାତ୍ର
  • ବ୍ରହ୍ମଗିରି - ମିତ୍ରଭାନୁ ମହାପାତ୍ର
  • ଜୟଦେବ - ଜୟନ୍ତ କୁମାର ଭୋଇ
  • ଏକାମ୍ର ଭୁବନେଶ୍ୱର - ପ୍ରଶାନ୍ତ କୁମାର ଚମ୍ପତି
Advertisment

ଅଧିକ ପଢ଼ନ୍ତୁ: ବିଜେଡି ପ୍ରାର୍ଥୀ ଅଦଳବଦଳ; ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ?

    • ଜଟଣୀ - ସନ୍ତୋଷ ଜେନା
    • ବେଗୁନିଆ - ପୃଥ୍ବୀବଲ୍ଲଭ ପଟ୍ଟନାୟକ
    • ରଣପୁର- ବିଭୁପ୍ରସାଦ ମିଶ୍ର
    • ନୟାଗଡ଼ - ରଞ୍ଜିତ ଦାସ
    • କବିସୂର୍ଯ୍ୟନଗର - ବିପିନ ବିହାରୀ ସ୍ୱାଇଁ
    • ଖଲ୍ଲିକୋଟ - ଚିତ୍ରସେନ ବେହେରା
    • ଆସ୍କା - ସୁରଭି ବିଷୋୟୀ
    • ହିଞ୍ଜିଳି - ରଜନୀକାନ୍ତ ପାଢ଼ୀ
    • ବ୍ରହ୍ମପୁର - ଦୀପକ ପଟ୍ଟନାୟକ
    • ଦିଗପହଣ୍ଡି - ଶ୍ରୀଧର ଦେବ

    ଅନ୍ୟପପଟେ ପ୍ରଥମ ପର୍ଯ୍ୟାୟରେ ୪୭ଟି ବିଧାନସଭା ସିଟରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ । ଘୋଷଣା କରିଥିବା ୪୭ ଆସନ ମଧ୍ୟରୁ ୫ ବିଧାୟକଙ୍କୁ ରିପିଟ୍ କରିଥିଲା ଦଳ। କେଉଁଠି ବାପା-ପୁଅ, ତ ଆଉ କେଉଁଠି ବାପା-ଝିଅଙ୍କୁ ଦେଇଥିଲା ଟିକେଟ୍। ଖୋଦ୍ ସେନାପତି ଅର୍ଥାତ୍, ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ । ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ। ସେହିପରି ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ଭାବେ ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ ନାଁ ଘୋଷଣା କରିଥିଲା କଂଗ୍ରେସ । ତେବେ ଆଜି ଆଉ ୪ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

    Congress General Elections 2024
    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ