/odishatv-khabar/media/post_attachments/uploadimage/library/16_9/16_9_0/Vote_1649245536.jpg)
Vote
ଆସନ୍ତାକାଲି ହେବାକୁ ଥିବା ପୌର ଉପାଧ୍ୟକ୍ଷ ନିର୍ବାଚନ ନେଇ ସୂଚନା । ନିର୍ବାଚନ ବିଧି ସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଦେଲେ ସୂଚନା । ନିୟମ ଅନୁସାରେ ଦଳୀୟ କାଉନସିଲର ଏଜେଣ୍ଟଙ୍କୁ ଦେଖାଇ ଭୋଟ ଦେବେ । କାହାକୁ ଭୋଟ ଦେଲେ ସଂପୃକ୍ତ ଦଳ ପକ୍ଷରୁ ନିଯୁକ୍ତ ଏଜେଣ୍ଟଙ୍କୁ ଦେଖାଇବେ ।
Advertisment
ଉପାଧ୍ୟକ୍ଷ ପାଇଁ ୨ରୁ ଅଧିକ ପ୍ରାର୍ଥୀ ଥିଲେ ଏକାଧିକ ଥର ନିର୍ବାଚନ ହେବ । ୩ ଜଣ ଥିଲେ, ଭୋଟ ହୋଇ ସର୍ବଶେଷ ପ୍ରାର୍ଥୀଙ୍କୁ ବାଦ୍ ଦିଆଯିବ ବୋଲିସ କୁହାଯାଇଛି । ଅଧିକ ଭୋଟ ପାଇଥିବା ୨ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡ଼ାନ୍ତ ମୁକାବିଲା ହେବ । ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ୍ ସମାନ ହୁଏ, ଲଟେରୀ ଜରିଆରେ ଫଇସଲା ହେବ ବୋଲି କହିଛନ୍ତି ସଚିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)