• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଓଳମ୍ବାରେ ରାଜନୈତିକ ହିଂସା।

 ସବୁଠି ରାଜନୈତିକ ହିଂସା । ଗଂଜାମ ଧରାକୋଟ ବ୍ଲକରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା ।  ଓଳମ୍ବା ଗାଁରେ ନିର୍ବାଚନ ପ୍ରଚାରରେ ନିୟୋଜିତ ଗାଡ଼ିକୁ ପୋଡ଼ି ଦେଇଛନ୍ତି ବିପକ୍ଷ ଦଳର ଲୋକ । ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି ।

 ଗାଡ଼ିରେ ଥିବା ବ୍ୟାନର, ପୋଷ୍ଟର ସବୁ ପୋଡ଼ି ଯାଇଥିବା ବେଳେ, ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛିି । ପୂର୍ବରୁ ନାମାଙ୍କନ ବେଳେ ମୁଣ୍ଡମରାଇ ଠାରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ଥିବା ବେଳେ, ତାପୂର୍ବରୁ କାର ପୋଡି ଘଟଣା ପ୍ରଶାସନର ଚିନ୍ତା ବଢାଇଛି ।