/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696402849.jpg)
Digapahandi block chairman bypoll
ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ବାଜି ମାରିଲେ ବିପିନ ଗୋଷ୍ଠୀ। ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ନାମାଙ୍କନ ଦାଖଲ କରିନଥିଲେ। ଯାହାଫଳରେ ବିପିନ ଗୋଷ୍ଠୀର ଯମୁନା ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
#ଦିଗପହଣ୍ଡିରେ_ବିପିନ_ଗୋଷ୍ଠୀର_ବାଜିମାତ୍
-ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ: ବିପିନ ଗୋଷ୍ଠୀର ବାଜିମାତ୍
-ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଗୋଷ୍ଠୀର ଜବରଦସ୍ତ ବିଜୟ
-ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
-ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ନାମାଙ୍କନ କଲେନି#Digapahandi#Odisha#OTVpic.twitter.com/fa1x7POcZR— ଓଟିଭି (@otvkhabar) October 4, 2023
ବିପିନଙ୍କ ସମର୍ଥକଙ୍କ ବିଜୟ ଯୋଗୁଁ ବିପ୍ଳବ ପାତ୍ର ଗୋଷ୍ଠୀକୁ ଝଟ୍କା ଲାଗିଛି । ନିକଟରେ ବିଜେଡିରୁ ବିପିନ ପ୍ରଧାନ ନିଲମ୍ବିତ ହୋଇଥିଲେ । ଦଳବିରୋଧୀ କାର୍ଯ୍ୟ ଦର୍ଶାଇ ବିପିନଙ୍କୁ ନିଲମ୍ବିତ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)