Advertisment

Jharsuguda Bypoll : ଦଶମ ରାଉଣ୍ଡ ସୁଦ୍ଧା ୨୫,୪୮୪ ଭୋଟ୍‌ରେ ଆଗୁଆ ବିଜେଡି

ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ଅଦ୍ୟତନ ହୋଇଛି
Odisha Jharsuguda Bypoll Result 2023

Jharsuguda Bypoll

Advertisment

ବିଜୟମୁହାଁ ବିଜେଡି । ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ପୁଣି ଝାରସୁଗୁଡ଼ାରେ ମୁକୁଟ ଜିଣିପାରେ ବିଜୁ ଜନତା ଦଳ । ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜ ପତିଆରା ପ୍ରଦର୍ଶନ କରୁଛି ବିଜେଡି । ଦଶମ ରାଉଣ୍ଡ୍‌ ସୁଦ୍ଧା ବିଜେଡି ଆଗୁଆ ରହିଥିବା ବେଳେ ବିଜେପି ଦ୍ୱିତୀୟରେ ଓ କଂଗ୍ରେସ ରହିଛି ତୃତୀୟ ସ୍ଥାନରେ . .

Advertisment

ପ୍ରଥମ ରାଉଣ୍ଡ୍‌

ଝାରସୁଗୁଡ଼ା ଉପନିର୍ବାଚନ; ୧ମ ରାଉଣ୍ଡରେ ବିଜେଡି ଆଗୁଆ

ଦ୍ୱିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ

ଦ୍ୱିତୀୟ ରାଉଣ୍ଡ୍‌

ଝାରସୁଗୁଡ଼ା: ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

୨ୟ ରାଉଣ୍ଡ ସୁଦ୍ଧା ବିଜେଡି ୪୫୧୦ ଭୋଟରେ ଆଗୁଆ

ଦ୍ୱିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ

୩ୟ ରାଉଣ୍ଡ

ଝାରସୁଗୁଡ଼ା: ବିଜେଡି ଆଗୁଆ

ଝାରସୁଗୁଡ଼ା: ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୭୬୩୩ ଭୋଟରେ ଆଗୁଆ

୪ର୍ଥ ରାଉଣ୍ଡ

ଝାରସୁଗୁଡ଼ା: ବିଜେଡି ଆଗୁଆ

ଝାରସୁଗୁଡ଼ା: ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୪୫୧୦ ଭୋଟରେ ଆଗୁଆ

ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୦ ହଜାର ୧୭୮ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

୫ମ ରାଉଣ୍ଡ୍‌

୫ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୧୩, ୫୪୫ ଭୋଟରେ ଆଗୁଆ

ବିଜେଡି-୩୫୬୦୯

ବିଜେପି-୧୯୮୫୮

କଂଗ୍ରେସ-୧୯୩୯

ଷଷ୍ଠ ରାଉଣ୍ଡ

ଝାରସୁଗୁଡ଼ା: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୧୫, ୭୫୧ ଭୋଟରେ ଆଗୁଆ

ସପ୍ତମ ରାଉଣ୍ଡ୍‌

ସପ୍ତମ ରାଉଣ୍ଡ୍‌ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୧୮, ୨୪୬ ଭୋଟରେ ଆଗୁଆ

ଦ୍ୱିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ

ଅଷ୍ଟମ ରାଉଣ୍ଡ

ଝାରସୁଗୁଡ଼ା: ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୨୧, ୬୬୬ ଭୋଟରେ ଆଗୁଆ

ଦ୍ୱିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ

ଅଷ୍ଟମ ରାଉଣ୍ଡ ସଂଖ୍ୟା

ବିଜେଡି-୪୭୨୨୩

ବିଜେପି-୨୫୫୫୭

କଂଗ୍ରେସ-୨୬୮୫

ନବମ ରାଉଣ୍ଡ

ଝାରସୁଗୁଡ଼ା: ନବମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୨୩, ୫୯୦ ଭୋଟରେ ଆଗୁଆ

ଦ୍ୱିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ

ନବମ ରାଉଣ୍ଡ ସଂଖ୍ୟା

ବିଜେଡି-୫୧୭୮୦

ବିଜେପି-୨୮୧୯୦

କଂଗ୍ରେସ-୨୮୨୩

ଦଶମ ରାଉଣ୍ଡ୍‌

ଝାରସୁଗୁଡ଼ା: ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିର ଦୀପାଳି ଦାସ ୨୫, ୪୮୪ ଭୋଟରେ ଆଗୁଆ

ଦ୍ୱିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ

ଦଶମ ରାଉଣ୍ଡ ସଂଖ୍ୟା

ବିଜେଡି ୫୭୬୫୦

ବିଜେପି ୩୨୧୬୬

କଂଗ୍ରେସ ୩୦୬୬

ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ରହିବେ। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ମାଇକ୍ରୋ ଅବଜରଭର ରହିବେ। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ରହିବେ। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହେବେ।

ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳିପାରିବ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ। ...

Advertisment
Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ