/odishatv-khabar/media/post_attachments/uploadimage/library/16_9/16_9_0/Bus_Strike_1696770912.jpg)
Bus Strike
ଆସନ୍ତା୧୦ତାରିଖରୁଅନିର୍ଦ୍ଧିଷ୍ଟକାଳପାଇଁରାଜ୍ୟରେଗଡିବନାହିଁଘରୋଇବସ୍।ଆଜିପୁଣିଥରେଅଲ୍ଓଡିଶାଘରୋଇବସ୍ମାଲିକସଂଘଏଭଳିଚେତାବନୀଶୁଣାଇଛି।ଗତ୨୭ତାରିଖବୈଠକରେବିବସ୍ସେବାବନ୍ଦପାଇଁନିଷ୍ପତ୍ତିନେଇଥିଲେ।ହେଲେରାଜ୍ୟସରକାରଆଲୋଚନାକୁଡାକିଲେନାହିଁକିକୌଣସିଦାବିସରକାରମାନିଲେନାହିଁ।ତେଣୁବସ୍ଚଳାଚଳବନ୍ଦକରିବାକୁସଂଘନିଷ୍ପତ୍ତିନେଇଛି।ସ୍କୁଲ, କଲେଜ, ଟୁରଟ୍ରାଭେଲବସ୍ସହଘରୋଇବସବନ୍ଦରଖାଯିବବୋଲିକହିଛିସଂଘ।
#୧୦ରୁ_ବସ୍_ଧର୍ମଘଟ: ମାଲିକ ସଂଘ
-ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ
-ଅନିର୍ଦ୍ଦିଷ୍ଟ କାଳ ବସ୍ ଧର୍ମଘଟ କରିବାକୁ ମାଲିକ ସଂଘର ଘୋଷଣା
-ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା
-‘ସରକାର ସଂଘର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଧର୍ମଘଟ’#Bhubaneswar#Odisha#OTVpic.twitter.com/05J8nawvCd— ଓଟିଭି (@otvkhabar) October 8, 2023
‘ଲକ୍ଷ୍ମୀ’ ଯୋଜନାରେଚାଲିବାକୁଥିବାରୁଟରେଘରୋଇବସ୍ଗୁଡିକୁସବସିଡିଦେବାକୁସଂଘଦାବିକରିଛି।ସରକାରରାଜିହେଲେ, ଆମବସ୍ଗୁଡିକୁଲକ୍ଷ୍ମୀଯୋଜନାଅନୁଯାୟୀସଜାଇଦେବୁବୋଲିକହିଛିସଂଘ।ତେବେଏନେଇରାଜ୍ୟସରକାରଙ୍କପକ୍ଷରୁକୌଣସିପ୍ରତିକ୍ରିୟାମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)