/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696421356.jpg)
Bhanda Baba
ଭଣ୍ଡ ବାବାଙ୍କ ଆଉ ଏକ କାରନାମା । ରାଜଧାନୀରେ ମାତିଛନ୍ତି ସ୍ୱାମୀ ଓ ସ୍ତ୍ରୀ । ଲୋକଙ୍କୁ ତନ୍ତ୍ର ମନ୍ତ୍ର ସାଧନା କରାଇବାକୁ କହି, ଧନ ସମ୍ପତ୍ତି ଲୋଭ ଦେଖାଇ ଠକିଛନ୍ତି । ସେହି ଦୁଇ ଜଣ ଭଣ୍ଡ ଭାବା ହେଲେ ସ୍ପର୍ଶକାନ୍ତ ସାହୁ ଓ ପତ୍ନୀ ରିନୀ ସାହୁ । ଜଣେ ବ୍ୟକ୍ତି ସହ ବନ୍ଧୁତା ସ୍ଥାପନ କରିଥିଲେ ରିନି । ପରେ ନିଜ ସ୍ୱାମୀଙ୍କୁ ତ୍ରିକାଳ ଦର୍ଶୀ କହି ଠକି ଚାଲିଥିଲେ ଟଙ୍କା । ଏପରିକି ପୀଡ଼ିତଙ୍କ ସିସିଟିଭି ଫୁଟେଜକୁ ହାତେଇ ବିଭିନ୍ନ ଭବିଷ୍ୟବାଣୀ କରୁଥିଲେ । ୮ ଲକ୍ଷ ଟଙ୍କା ଠକିବା ପରେ ତାଙ୍କ ସମ୍ପତ୍ତି ବି ଠକିବାକୁ ଗେମ୍ ପ୍ଲାନ୍ ହୋଇଥିଲା । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରି ଏବେ ତଦନ୍ତ କରୁଛି ପୋଲିସ ।
Advertisment
ଭଣ୍ଡ ବାବାଙ୍କ କଳା କାରନାମା । ରାଜଧାନୀରେ ମାତିଥିଲେ ସ୍ୱାମୀ ଓ ସ୍ତ୍ରୀ । ଧନ ସମ୍ପତ୍ତି ଲୋଭ ଦେଖାଇ ଠକିଥିଲେ । ଭଣ୍ଡ ବାବା ଓ ପତ୍ନୀଙ୍କୁ ଗିରଫ କଲା ପୋଲିସ୍ #Baba#Crimepic.twitter.com/nBRZAEu8qe
— ଓଟିଭି (@otvkhabar) October 4, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)