/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718505831.jpg)
Murlidhar Chandrakant Bhandare
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ। ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୨୦୦୭ରୁ ୨୦୧୩ ଯାଏଁ ଓଡ଼ିଶାର ରାଜ୍ୟପାଳ ଥିଲେ ମୁରଲୀ ଚନ୍ଦ୍ରକାନ୍ତ ଭଣ୍ଡାରେ। ମହାରାଷ୍ଟ୍ରର ଏହି ବରିଷ୍ଠ କଂଗ୍ରେସ ନେତା ୩ ଥର ସାଂସଦ ଥିଲେ ଏବଂ ସୁପ୍ରିମକୋର୍ଟ ଆଇନଜୀବୀ ମଧ୍ୟ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଭଣ୍ଡାରେଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)