Advertisment

Sweta Patra: ଗୃହ ବିଭାଗର ଶ୍ୱେତପତ୍ର; ଜାଣନ୍ତୁ ରାଜ୍ୟରେ କେତେ ହୋଇଛି ଅପରାଧ

୨୦୨୪ରେ ଅର୍ଥନୈତିକ ଅପରାଧ ଶାଖା ମୋଟ୍ ୧୩ଟି ମାମଲା ରୁଜୁ ହୋଇଛି। ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ବିଭିନ୍ନ କମ୍ପାନୀର ସଂପତ୍ତି ବ୍ୟାଜାପ୍ତି। ‘ରାଜ୍ୟରେ ଉଲ୍ଲେଖନୀୟ ଭାବେ ମାଓ ହିଂସା ହ୍ରାସ ପାଇଛି। ୨୦୨୪ରେ ମାଓବାଦୀଙ୍କ ଦ୍ୱାରା କେବଳ ୪ଟି ଘଟଣା ଘଟିଛି। ୬, ୩୦୭ଟି ପ୍ରତାରଣା ମାମଲା ରୁଜୁ ହୋଇଛି।

ଅଦ୍ୟତନ ହୋଇଛି
swetapatra

swetapatra

Advertisment

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର । ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୪ର ଶ୍ୱେତପତ୍ରରେ ଦର୍ଶାଯାଇଛି ଯେ, ୨୦୨୪ରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା। ୨୦୨୪ରେ ଆଖି ଦୃଶିଆ ଛାତ୍ର ଅଶାନ୍ତି ଉପୁଜିନାହିଁ।

Advertisment

୨୦୨୪ରେ ଅର୍ଥନୈତିକ ଅପରାଧ ଶାଖା ମୋଟ୍ ୧୩ଟି ମାମଲା ରୁଜୁ ହୋଇଛି। ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ବିଭିନ୍ନ କମ୍ପାନୀର ସଂପତ୍ତି ବ୍ୟାଜାପ୍ତି। ‘ରାଜ୍ୟରେ ଉଲ୍ଲେଖନୀୟ ଭାବେ ମାଓ ହିଂସା ହ୍ରାସ ପାଇଛି। ୨୦୨୪ରେ ମାଓବାଦୀଙ୍କ ଦ୍ୱାରା କେବଳ ୪ଟି ଘଟଣା ଘଟିଛି। ୬, ୩୦୭ଟି ପ୍ରତାରଣା ମାମଲା ରୁଜୁ ହୋଇଛି।

ଅଧିକ ପଢ଼ନ୍ତୁ: ବିଧାନସଭା ଆଗରେ କଂଗ୍ରେସର ହାଇଡ୍ରାମା, ବରିଷ୍ଠ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ

Advertisment

ସେହିପରି ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଶ୍ରେଣୀ ଅପରାଧ ଘଟିଛି। ୧୨୫୮ଟି ହତ୍ୟା, ୩୫୬ ଡକାୟତି, ୨୫୮୨ ଲୁଟ୍ , ୩୦୫୪ ଦୁଷ୍କର୍ମ ମାମଲା ରହିଥିବା ଦର୍ଶାଯାଇଛି ଶ୍ୱେତପତ୍ର । ୬୩୦୭ ପ୍ରତାରଣା, ୧୪୭୧ ଦଙ୍ଗା, ୧୨୫୮ଟି ହତ୍ୟା ମାମଲା ରୁଜୁ ହୋଇଛି।

ସେହିପରି ୨୦୨୪ରେ ଚୋରି ମାମଲା ମୋଟ୍ ୧୭ ହଜାର ୮୦୫ଟି ରୁଜୁ ହୋଇଥିଲା। ତା’ମଧ୍ୟରୁ ୧୭ ହଜାର ୪୭୧ ମାମଲା ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ୭ ହଜାର ୧୭୮ ଜଣ ଅପରାଧିଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା।

Advertisment

ଅଧିକ ପଢ଼ନ୍ତୁ: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

Crime Rate Odisha Home Department SOP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ