/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752235696.jpg)
Market Complex Being Lifted
ମାଟିରୁ ଲିଫ୍ଟ ହେବ ପୁରା ମାର୍କେଟ କମ୍ପେକ୍ସ।୫୦୦ ମିଟର୍ ଦୂରକୁ ଘୁଞ୍ଚିବ।ସୁବର୍ଣ୍ଣପୁର ନ୍ୟୁ ଟାଉନ୍ ହଲ୍ ସମ୍ମୁଖରେ ଥିବା ଏକ ମାର୍କେଟ କମ୍ପେକ୍ସକୁ ଏବେ ଉପରକୁ ଲିଫ୍ଟ କରାଯାଉଛି।ହରିୟାଣାର ଏକ କମ୍ପାନି ଏହି କାମରେ ଲାଗିଛନ୍ତି।ବିନା ଅକ୍ଷତ ଅବସ୍ଥାରେ ଘୁଞ୍ଚାଯିବ ପୁରା କୋଠାକୁ।
Advertisment
୫୦୦ ମିଟର୍ ଦୂରକୁ ଘୁଞ୍ଚାଇବା ପରେ ଏହାକୁ L-SHAPEରେ ରଖାଯିବ ୧୫ଟି ଦୋକାନ ଘରକୁ।ଖାଲି ଏତିକି ନୁହେଁ ବର୍ତ୍ତମାନର ଉଚ୍ଚତାରୁ ୩ ଫୁଟ୍ ଉପରକୁ ଉଠିବ ଏହି କୋଠା।୧୦ରୁ ଅଧିକ ଶ୍ରମିକ ଏହି କାମରେ ଲାଗିଛନ୍ତି।ଗଲା ମାସେ ଧରି ଚାଲିଥିବା କାମ ଆହୁରି ମାସେ ସମୟ ଲାଗିବ।
ଅଧିକ ପଢ଼ନ୍ତୁ: କଂଗ୍ରେସ ସଭା ପାଇଁ କୋହଳ, ଜନତାଙ୍କ ପାଇଁ କଠୋର କାହିଁକି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)