/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753858872.jpg)
Tree Plantation Failure
ଗଛ ପାଇଁ ଦରମା ବନ୍ଦ । ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ବିଇଓଙ୍କ ଦରମା ବନ୍ଦ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ଦେଖବାକୁ ମିଳିଛି ଏଭଳି ଘଟଣା । 'ଏକ୍ ପେଡ୍ ମା' କେ ନାମ୍' କାର୍ଯ୍ୟକ୍ରମରେ ଗଛ ଲଗାଇ ନପାରିବାରୁ ବଲାଙ୍ଗିର ଜିଲ୍ଲାର ୧୧ ଜଣ ବିଇଓଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।
Advertisment
ଜିଲ୍ଲାର ୧୧ BEO 'ଏକ୍ ପେଡ୍ ମା' କେ ନାମ୍' କାର୍ଯ୍ୟକ୍ରମର ଟାର୍ଗେଟ ପୂରଣ କରିପାରି ନାହାନ୍ତି । ଅନ୍ୟ ଜିଲ୍ଲା ତୁଳନାରେ ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ବହୁତ ପଛରେ ରହିଯାଇଛି ବଲାଙ୍ଗିର ଜିଲ୍ଲା । ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ବିଇଓ ମାନଙ୍କର ଜୁଲାଇ ମାସର ଦରମା ବନ୍ଦ କରିଛନ୍ତି DEO ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)