• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରାତିରେ ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ପକ୍ଷୀ । ଏତେ ସଂଖ୍ୟକ ପକ୍ଷୀ ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପର୍ଯ୍ୟଟକ । ସମୁଦ୍ରରେ ବାତ୍ୟା ସୃଷ୍ଟି ହେବାରୁ ପାଗ ପରିବର୍ତ୍ତନ ଯୋଗୁ ବିଦେଶୀ ପକ୍ଷୀ ଦିଗ ପରିବର୍ତ୍ତନ କରି ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଅନୁମାନ କରାଯାଉଛି । 

ଶୀତ ଆରମ୍ଭ ହେଉଥିବାରୁ ଏହି ସମୟରେ ବିଦେଶୀ ପକ୍ଷୀ ଚିଲିକା ଅଭିମୁଖେ ଯାଇଥାନ୍ତି । ତେବେ ସମୁଦ୍ର ଭିତରେ ପାଗ ପରିବର୍ତ୍ତନ ଯୋଗୁ ବୋଧହୁଏ ଏହି ପକ୍ଷୀ ଶ୍ରୀମନ୍ଦିର ଉପରକୁ ଚାଲିଆସିଥିବା ଅନୁମାନ କରାଯାଉଛି। 

Also Read