Advertisment

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଦିଲ୍ଲୀ ବିମାନ ବନ୍ଦରରେ ବଢ଼ିଲା କଡ଼ା ସୁରକ୍ଷା ବ୍ୟବସ୍ଥା । ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା ସୂଚନା ।

author-image
Pallipuspa Samal
ଅଦ୍ୟତନ ହୋଇଛି
Bomb Scare

Bomb Scare

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ। ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଥିଲା ଧମକ।  ଏହାପରେ ମଝି ଆକାଶରେ ବିମାନକୁ ଡାଇଭର୍ଟ କରାଯାଇଥିଲା । ଧମକ ମିଳିବା ପରେ ବିମାନଟିର ଗତିପଥ ପରିବର୍ତ୍ତନ କରାଯାଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ଓହ୍ଲାଇ ଦିଆଯାଇଛି। ବର୍ତ୍ତମାନ ବିମାନଟିର ଯାଞ୍ଚ ଚାଲିଛି।

Advertisment

Bomb Attack Air India Flight
Advertisment
Advertisment