/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753689456.jpg)
ମହାବିତର୍କ ପୂର୍ବରୁ ମୁଲତବୀ
ଲୋକସଭାପୁଣିମୁଲତବୀ। ୨ଟାଯାଏଁଗୃହମୁଲତବୀରଖିଲେବାଚସ୍ପତି। ବିରୋଧୀଙ୍କପ୍ରବଳହଙ୍ଗାମାଯୋଗୁଗୃହବାରମ୍ବାରମୁଲତବୀ। ଲୋକସଭାରେବିରୋଧୀଙ୍କଉପରେପ୍ରବଳବର୍ଷିଲେବାଚସ୍ପତି। ଗୃହଚଳାଇଦେଉନଥିବାରୁବିରକ୍ତପ୍ରକାଶକଲେ।
Advertisment
ଅପରେସନସିନ୍ଦୂରନେଇଆଲୋଚନାଚାହୁଁଛକିନାହିଁ: ବାଚସ୍ପତି। ପ୍ରଶ୍ନକାଳବେଳେବିରୋଧୀପ୍ରବଳହଙ୍ଗାମାକରିଥିଲେ। ପୋଷ୍ଟରଦେଖାଇବାଓପାଟିତୁଣ୍ଡକରିବାଯୋଗୁଗୃହକାର୍ଯ୍ୟଅଚଳ। ଚର୍ଚ୍ଚାଚାହୁଁଛ, ଗୃହଚଳାଇଦେଉନଏହାକିଭଳିମାନସିକତା: ବାଚସ୍ପତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)