Advertisment

ସରକାରଙ୍କ ବଡ଼ ଘୋଷଣା; ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାସିକ ୫ ହଜାର

ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା ହୋଇଛି।

author-image
Manoranjan Behera
108 Ambulance Driver

108 Ambulance Driver

ସରକାରଙ୍କ ବଡ଼ ଘୋଷଣା। ୧୦୮ ଆମ୍ବୁଲାନ୍ସ ଷ୍ଟାଫ୍ ଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର। ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା ହୋଇଛି। ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ମାସିକ ମିଳିବ ୫ ହଜାର ଟଙ୍କା। ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ମିଳିବ ୩ ହଜାର ଟଙ୍କା।

Advertisment

ବର୍ତ୍ତମାନ ପାଉଥିବା ବେତନ ସହ ଅତିରିକ୍ତ ଭାବେ ମିଳିବ ଏହି ପ୍ରୋତ୍ସାହନ ରାଶି। ଏହି ପ୍ରୋତ୍ସାହନ ରାଶି ଚଳିତ ଫେବ୍ରୁଆରୀ ମାସରୁ ମିଳିବା ନେଇ ଘୋଷଣା ହୋଇଛି।

Ambulance Driver 108 Ambulance
Advertisment
Advertisment