ଅଦ୍ୟତନ ହୋଇଛି
No vehicle enters into Burla VSSUT campus
Advertisment
ବୁର୍ଲା ଭିସୁଟକୁ ଗାଡ଼ି ମନା। ସମ୍ବଲପୁର ବୁର୍ଲା ଭିସୁଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇଛନ୍ତି ୟୁନିଭର୍ସିଟି କତ୍ତୃପକ୍ଷ। ପୁରା ୟୁନିଭର୍ସିଟି ପରିସରରେ କୌଣସି ବି ଯାନବାହନ ଚଳାଚଳ କରିବନିା ଦୁଇ ଓ ଚାରି ଚକିଆ ଗାଡ଼ି ଯେପରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଚାଲିବନି ସେ ନେଇ ଏଭଳି ପଦକ୍ଷେପ ନିଆଯାଇଛି।
Advertisment
ରାସ୍ତା ଦୁର୍ଘଟଣା ଯୋଗୁଁ ଦୁଇ ଜଣ ଛାତ୍ରଙ୍କ ଜୀବନ ଯାଇଛି, ତେଣୁ ଏହାକୁ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ତାସହ ନିୟମ ଉଲ୍ଳଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689161434.jpg)