/odishatv-khabar/media/post_attachments/uploadimage/library/16_9/16_9_0/s_1691549612.jpg)
Lord Jagannath Banakalag ritual to be held today
ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିଲାଗି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
ଦତ୍ତ ମହାପାତ୍ର ସେବକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ କାରଣରୁ ଦୀର୍ଘ ୪୦ ଦିନ ଧରି ଶ୍ରୀଜିଉଙ୍କ ବନକଲାଗି ନୀତି ହୋଇପାରିନଥିଲା। ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ
ପକ୍ଷରୁ ଆବଶ୍ୟକ ସାମଗ୍ରୀ କଜ୍ଜଳ, ହିଙ୍ଗୁଳ, କେଶର ଓ ହରିତାଳ ଯୋଗାଇ ଦିଆଯାଇଛି।
ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ରତ୍ନ ସିଂହାସନ ଉପରେ ଚଢ଼ି ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଏହି ସମୟରେ ମୁଖ୍ୟ ମନ୍ଦିରର ସମସ୍ତ ଦ୍ୱାର ବନ୍ଦ
ରହିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)