Advertisment

ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ...

ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଲମତାପୁଟ ଏସିଏଫ୍ ସୁରଜିତ୍‌ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ଅଦ୍ୟତନ ହୋଇଛି
Koraput Vigilance Raid

Lamtaput ranger caught by vigilance with huge amount of money

Advertisment

ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ। କୋରାପୁଟ ଜିଲ୍ଲା ଲମତାପୁଟ ଏସିଏଫ୍ ସୁରଜିତ୍‌ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସୁରଜଙ୍କ ଲମତାପୁଟ ସ୍ଥିତ କାର୍ଯ୍ୟାଳୟ ଏବଂ ଘରେ ୬ ଜଣିଆ ଭିଜିଲାନ୍ସ ଟିମ୍ ଛାନ୍‌ଭିନ୍‌ ଚଳାଇଛି। 

Advertisment

ବିପୁଳ ପରିମାଣର ଟଙ୍କା ଧରି ସୁରଜିତ୍‌ ଲମତାପୁଟରୁ ଭୁବନେଶ୍ୱର ଯାଉଥିବା ବେଳେ ଗତକାଲି ତାଙ୍କୁ କୋରାପୁଟରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ସବୁଠାରୁ ବଡ଼ କଥା, ଗତକାଲି ଚାକିରିରେ ସେ ପ୍ରମୋସନ ପାଇଥିଲେ। ବିପୁଳ ପରିମାଣର ଟଙ୍କା ସହ ଧରାପଡ଼ିବା ପରେ ଗତକାଲି ରାତିରେ ହିଁ ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ରେଡ୍‌ କରିଥିଲା।

Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ