/odishatv-khabar/media/post_attachments/uploadimage/library/16_9/16_9_0/a_1696054395.jpg)
Lady Bank Mitra in Odisha loses job for speaking against government
ସରକାରଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାରୁ ଚାକିରି ଗଲା ! ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଖୁଣ୍ଟା ବ୍ଲକର ଭାରତୀ ସିଂ ନାମକ ଜଣେ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି।
Advertisment
ସୂଚନା ଅନୁସାରେ, ଦୀର୍ଘ ୪ ବର୍ଷ ହେଲା ଭାରତୀ ବ୍ୟାଙ୍କ ମିତ୍ର ଭାବରେ କାର୍ଯ୍ୟ କରୁଥିଲେ। ବିଭିନ୍ନ ଦାବି ନେଇ ବିକ୍ଷୋଭ କରିବାକୁ ଗତ ୧୧ ତାରିଖ ଦିନ ସେ ତାଙ୍କର ଅନ୍ୟ ସହଯୋଗୀଙ୍କ ସହ ଭୁବନେଶ୍ୱର ଆସିଥିଲେ।
ଏହି ସମୟରେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ ସରକାରୀ ବ୍ୟବସ୍ଥା ଏବଂ 5T ସଚିବଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ତାଙ୍କର ସେହି ପ୍ରତିକ୍ରିୟା ଭାଇରାଲ୍ ହେବା ପରେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)