ଘରେ ଅଛନ୍ତି ମହିଳା ପୋଲିସ ସବଇନ୍ସପେକ୍ଟର। ନିଜ ପୈତୃକ ଘର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସଇଁତଳାରେ ମହିଳା SI କାଜଲ ବାଗ୍ ଅଛନ୍ତି। ଏନେଇ କାଜଲଙ୍କ ବାପା ମାନଗୋବିନ୍ଦ ବାଗ୍ ବୋଲି ସୂଚନା ଦେଇଛନ୍ତି।
ଝିଅ ଭଲ ଓ ସୁସ୍ଥ ଥିବା ମାନଗୋବିନ୍ଦ କହିଛନ୍ତି। ତେବେ ମହିଳା ପୋଲିସ ଏସ୍ଆଇ କାଜଲ ବାଗ୍ ବଲାଙ୍ଗିର ସଇଁତଳାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
Also Read
ସୂଚନାଥାଉ କି, ଗୁରୁବାର ଦିନ ସଇଁତଳାରେ ବିଷ ପିଇ SI କାଜଲ ବାଗ୍ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ହସ୍ପିଟାଲ୍ରେ ସେ ଚିକିତ୍ସାଧୀନ ଥିଲେ। ଏହାପରେ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ବେଳେ ସେ କେଉଁଆଡ଼େ ଉଭାନ ହୋଇଯାଇଥିଲେ ବୋଲି ଚର୍ଚ୍ଚା ହେଉଥିଲେ।