• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ମେଷ: ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଉପୁଜିପାରେ। ଆର୍ଥିକ କ୍ଷତିଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ପରିବାରରେ ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ।
ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ।

ବୃଷ: ବିଭିନ୍ନ ସମସ୍ୟା ଘେରରେ ରହି ମାନସିକ ଅଶାନ୍ତି ଭୋଗ କରିବେ। ଦୈନିକ ରୋଜଗାର ବାଧାପ୍ରାପ୍ତ ହେବ। ପରିବାରରେ ଅଶାନ୍ତି ଦେଖାଦେବ।
ପ୍ରତିକାର-ଧଲା ରଙ୍ଗର ବ୍ୟବହାର କରନ୍ତୁ ଏବଂ ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ।

ମିଥୁନ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଦୈନିକ ରୋଜଗାର ବୃଦ୍ଧି ହେବ। ପରିବାରରେ ଶାନ୍ତିର ବାତା ବରଣ ରହିବା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।
ପ୍ରତିକାର- ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ।

କର୍କଟ: କର୍ମ କ୍ଷେତ୍ରରେ ଶତୃମାନେ ଅଯଥା ହଇରାଣ ହରକତ କରିପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭ ମିଳିବ ନାହିଁ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।
ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ସିଂହ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ବଜାୟ ରହିବ।
ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

କନ୍ୟା: କର୍ମକ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ। ସତର୍କ ରହି କାର୍ଯ୍ୟ କରନ୍ତୁ। ନିଜ ଲୋକ ଶତୃତା ଆଚରଣ କରିପାରନ୍ତି। ପରିବାରରେ ଅଶାନ୍ତି ଦେଖାଦେବ।
ପ୍ରତିକାର- ସବୁଜ ରଙ୍ଗ ବ୍ୟବହାର କରିବା ସହ ବୁଲା କୁକୁରକୁ ଖାଦ୍ୟ ଦିଅନ୍ତୁ

ତୁଳା: ଚାକିରୀରେ ପଦୋନ୍ନତି ହୋଇପାରେ। ନୂତନ କର୍ମପ୍ରାପ୍ତିର ସୁଯୋଗ ମଧ୍ୟ ଆସିବ। ହଜିଯାଇଥିବା ଜିନିଷର ସନ୍ଧାନ ମିଳିବ।

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ।

ବିଛା: ନୂତନ କାର୍ଯ୍ୟଭାର ହାତକୁ ନେବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ ସହ ବନ୍ଧୁମିଳନ ହୋଇପାରେ, ସତର୍କ ରୁହନ୍ତୁ ଆଘାତ ଲାଗିପାରେ।
ପ୍ରତିକାର- ନାଲି ରଙ୍ଗର ବ୍ୟବହାର କରନ୍ତୁ

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ ଆୟପନ୍ଥା ମିଳିପାରେ। ପରିବାରରେ ଶାନ୍ତି ରହିବ କିନ୍ତୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।
ପ୍ରତିକାର- ନାଲି ରଙ୍ଗର ବ୍ୟବହାର କରନ୍ତୁ ଏବଂ ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ।

ମକର: କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ। ବକେୟା ଅର୍ଥ ପ୍ରାପ୍ତି ହେବାସହ ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି। ଯାନ ବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ ଆଘାତ ଲାଗିପାରେ।
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ।

କୁମ୍ଭ: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ଖୁସି ପାଇବେ।
ପ୍ରତିକାର- ନୀଳ ରଙ୍ଗର ବ୍ୟବହାର କରନ୍ତୁ

ମୀନ: କର୍ମକ୍ଷେତ୍ରରେ ଉଚ୍ଚ ପଦଅଧିକାରୀଙ୍କ ଠାରୁ ସମ୍ମାନିତ ହୋଇ ଆନନ୍ଦ ପାଇବେ। ନୂତନ କାର୍ୟ୍ୟଭାର ହାତକୁ ନେବେ। ପରିବାରରେ ଶାନ୍ତି ମିଳିବ।
ପ୍ରତିକାର-  ଚନ୍ଦନର ତିଳକ ମଥାରେ ଲଗାନ୍ତୁ