• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି 

ମେଷ:

କର୍ମକ୍ଷେତ୍ରରେ ଉନ୍ନତି ହେବ। ବନ୍ଧୁବାନ୍ଧବଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ମହିଳାମାନେ ହସଖୁସିରେ ଦିନଟିକୁ ଅତିବାହିତ କରିବେ।
ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନାଲି ରଙ୍ଗର ବ୍ୟବହାର ଅାଜି କରନ୍ତୁ 

ବୃଷ:

ବ୍ୟବସାୟ ବାଣିଜ୍ୟରେ ଆଶାଠାରୁ ଅଧିକ ଲାଭ ହେବ। କର୍ମକ୍ଷେତ୍ରରେ ଆନନ୍ଦ ପାଇବେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଧଳାରଙ୍ଗର ଅାଜି ବ୍ୟବହାର କରନ୍ତୁ

ମିଥୁନ:
କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ଉନ୍ନତି କରିବେ। ନୂତନ କାର୍ଯ୍ୟଭାର ହାତକୁ ନେବେ ଏବଂ ସଫଳ ମଧ୍ୟ ହେବେ। ମହିଳାମାନେ ପରିବାରରେ ଶାନ୍ତି ପାଇବେ।
ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ଆଜି ବ୍ୟବହାର କରନ୍ତୁ। 

କର୍କଟ:
ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ସହଯୋଗୀଙ୍କଠାରୁ ପ୍ରଶଂସିତ ହେବେ। ମହିଳାମାନେ ପରିବାରରେ ଶାନ୍ତି ପାଇବେ।
ପ୍ରତିକାର- ଧଳାରଙ୍ଗର ବ୍ୟବହାର କରନ୍ତୁ

ସିଂହ:
କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ନିଜ ଲୋକମାନେ ହଇରାଣ କରିପାରନ୍ତି, ସତର୍କ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପ୍ରଗତିଶୀଳ ହେବେ।
ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରି ନିଜ କର୍ମକ୍ଷେତ୍ରକୁ ଯାଅାନ୍ତୁ

କନ୍ୟା:
ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।
ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ଆଜି ବ୍ୟବହାର କରନ୍ତୁ।

ତୁଳା:
କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି, ସେଥିପାଇଁ ସତର୍କ ରୁହନ୍ତୁ। ନିଜର ମନପସନ୍ଦର ଜିନିଷ କିଛି ନଷ୍ଟ କିମ୍ବା ଚୋରି ହୋଇଯାଇପାରେ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ।
ପ୍ରତିକାର- ଆଜି ଧଳାରଙ୍ଗର ବ୍ୟବହାର କରନ୍ତୁ ଏବଂ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ। 

ବିଚ୍ଛା:
ବ୍ୟବସାୟରେ ସାମାନ୍ୟ ଉନ୍ନତି ହୋଇପାରେ। ପିଲାମାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ରହିବେ। ପରିବାରରେ ସାମାନ୍ୟ ଅଶାନ୍ତି ମଧ୍ୟ ଦେଖା ଦେଇପାରେ। 
ପ୍ରତିକାର:- ହନୁମାନ ଚାଳିଶା ୩ଥର ପାଠ କରିଦିଅନ୍ତୁ।  

ଧନୁ:
କର୍ମକ୍ଷେତ୍ରରେ ବିବାଦ ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର ଆଜି କରନ୍ତୁ।  

ମକର:
କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ। ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ମନାନ୍ତର ଦେଖା ଦେଇପାରେ। ମହିଳାମାନେ ଚିନ୍ତିତ ରହିବେ।
ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ୨୧ଥର ଜପ କରନ୍ତୁ। 

କୁମ୍ଭ:
କର୍ମକ୍ଷେତ୍ରରେ ପରିଶ୍ରମ କରି ଶୁଭଫଳ ପାଇବେ ଏବଂ ଆର୍ଥିକ ଲାଭ ମଧ୍ୟ ହେବ। ମାନ ସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ସୁଖୀ ହେବେ।
ପ୍ରତିକାର-  ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନୀଳରଙ୍ଗର ବ୍ୟବହାର ଆଜି କରନ୍ତୁ।

ମୀନ:
ଚାକିରିରେ ପଦୋନ୍ନତି ହୋଇପାରେ। ନୂତନ କାର୍ଯ୍ୟଭାର ହାତକୁ ନେବେ ଏବଂ ସଫଳ ମଧ୍ୟ ହେବେ। ପାରିବାରିକ ସୁଖ ସମୃଦ୍ଧି ହେବା ସହିତ ମାନ ସମ୍ମାନ ମଧ୍ୟ ପାଇବେ।
ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନାଲିରଙ୍ଗର ଆଜି ବ୍ୟବହାର କରନ୍ତୁ।